ଯେଉଁଠୁ ଆରମ୍ଭ ହୋଇଥିଲା ସତ୍ୟାଗ୍ରହ,…
ଓଏଲ୍ ବ୍ୟୁରୋ: ଯେଉଁଠୁ ମହାତ୍ମା ଗାନ୍ଧୀ ଐତିହାସିକ ସତ୍ୟାଗ୍ରହ ଆରମ୍ଭ କରିଥିଲେ ସେଇଠି ତାଙ୍କର ପ୍ରତିମୂର୍ତ୍ତିକୁ କେହି ଅଜଣା ଅପରାଧୀ ଭାଙ୍ଗି ଦେଇଛନ୍ତି। ରବିବାର ରାତିରେ ବିହାରର ପୂର୍ବ ଚମ୍ପାରନ ଜିଲ୍ଲା ସଦର ମହକୁମା ମୋତିହାରିର ଚରଖା ପାର୍କରେ ଏଭଳି ଅଭାବନୀୟ ଘଟଣା ଘଟିଛି।
୧୯୧୭ ମସିହାରେ…