Odisha Link
Bridging the Missing Links in Odisha
Browsing Tag

make in odisha

ମେକ୍‌ ଇନ୍‌ ଓଡିଶା କନ୍‌କ୍ଳେଭ୍‌ରେ ସୋଆର…

ଭୁବନେଶ୍ୱର : ନିବେଶକ ମହାକୁମ୍ଭ ମେକ୍‌ ଇନ୍‌ ଓଡିଶା ନଭେମ୍ବର ୩୦ ବୁଧବାର ଠାରୁ ଆରମ୍ଭ ହୋଇଛି । ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଥିବା ଏହି ଶିଳ୍ପ ମହାକୁମ୍ଭରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ମଧ୍ୟ ଷ୍ଟଲ ଖୋଲା ଯାଇଛି । ସୋଆର ଏହି ଷ୍ଟଲ୍‌ କୁ ଉଦ୍‌ଘାଟନ କରିଛନ୍ତି ଆଇଟି ସଚିବ ମନୋଜ ମିଶ୍ର ।…

ଡିସେମ୍ବରରେ ହେବ ମେକ୍ ଇନ୍ ଓଡ଼ିଶା

ଭୁବନେଶ୍ବର: ଚଳିତ ବର୍ଷ ରାଜ୍ୟର ସର୍ବବୃହତ ନିବେଶକ ସମ୍ମିଳନୀ ‘ମେକ୍ ଇନ୍ ଓଡ଼ିଶା’କୁ ନିର୍ଧାରିତ ସମୟରେ ଆୟୋଜନ କରାଯାଇପାରିବ ନାହିଁ। କାରୋନା ମହାମାରୀର ପ୍ରଭାବ ଜାରି ରହିଥିବାରୁ ଏହା ନିର୍ଧାରିତ ସମୟରେ ହେବାନାହାିଁ ଏହି ସମ୍ମିଳନୀ ଆୟୋଜନ ପାଇଁ ପ୍ରସ୍ତୁତି ଜାରି ରହିଛି। ବିଭିନ୍ନ ଆନ୍ତର୍ଜାତିକ…

ମେକ୍ ଇନ୍ ଓଡ଼ିଶା ଷ୍ଟାର୍ଟଅପ୍‌ ତାଲିକାରେ…

ଭୁବନେଶ୍ବର: ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଓଡିଶାକୁ ମିଳିଛି ଆଉ ଏକ ସଫଳତା ମିଳିଛି। ଜାତୀୟ ସ୍ତରରେ ୨୦୧୮ ମସିହା ପାଇଁ ‌ଷ୍ଟାର୍ଟ ଅପ୍ ତାଲିକାରେ ଶୀର୍ଷରେ ରହିଛି ଓଡ଼ିଶା । ୨୦୧୫-୧୬ ତୁଳନାରେ ୨୦୧୭-୧୮ରେ ଓଡ଼ିଶାରେ ଷ୍ଟାର୍ଟଅପ୍ ଉଦ୍ୟୋଗ ଆରମ୍ଭ କରିବାରେ ୮୪% ବୃଦ୍ଧି ଘଟି ଥିବା ବେଳେ ଜାତୀୟ…

‘ମେକ୍‌ ଇନ୍‌ ଓଡିଶା’ରେ…

ଭୁବନେଶ୍ବର: ଓଡିଶାକୁ ୨୦୧୬ ଏବଂ ୨୦୧୮ରେ 'ମେକ୍‌ ଇନ୍‌ ଓଡିଶା'ର ଦୁଇ ଗୋଟି ସଂସ୍କରଣରେ ବିଭିନ୍ନ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ପାଇଁ ୨୮୬ଟି ପ୍ରସ୍ଥାବ ଆସିଥିଲା। ୨୦୧୬ ସଂସ୍କରଣରେ ୮୪ଟି ଏବଂ ୨୦୧୮ ସଂସ୍କରଣରେ ୨୦୨ ଟି ପ୍ରସ୍ତାବ ଆସିଥିଲା। ଏହି ମାଧ୍ୟମରେ ୬,୨୬,୩୪୯.୫୩ କୋଟି ଟଙ୍କାର ପୁଞ୍ଜିନିବେଶ…