Odisha Link
Bridging the Missing Links in Odisha
Browsing Tag

Malkangiri

ଶିଶୁପୁତ୍ରକୁ ବିକ୍ରି କରି ଆତ୍ମହତ୍ୟା…

ମାଲାକାନଗିରି: ଅର୍ଥ ଅଭାବରୁ ଶିଶୁପୁତ୍ରକୁ ବିକ୍ରି କରି ଆତ୍ମହତ୍ୟା କଲା ବାପା। ଦାରିଦ୍ର୍ୟତାର ଏଭଳି ଦାରୁଣ ରୂପ ଦେଖିବାକୁ ମଳିଛି ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ସପ୍ତଧାରା ଅଞ୍ଚଳରେ। ୪ ମାସର ଶିଶୁପୁତ୍ରକୁ ବିକ୍ରି କରି ଦୁଃଖରେ ଭାଙ୍ଗିପଡ଼ି ଆତ୍ମହତ୍ୟା କରିଛନ୍ତି ଅସହାୟ ବାପା।…

ନକ୍ସଲଙ୍କ ବର୍ବରକାଣ୍ଡ, ପୁଲିସ ଇନଫର୍ମର…

ମାଲକାନଗିରି: ପୁଣି ନକ୍ସଲମାନେ ଭିଆଇଛନ୍ତି ବର୍ବର କାଣ୍ଡ। ଆନ୍ଧ୍ର- ଓଡ଼ିଶା ସୀମାନ୍ତ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ଜଣକୁ ପୁଲିସ ଇନଫର୍ମର ସନ୍ଦେହ କରି ହତ୍ୟା କରିଛନ୍ତି। ବ୍ୟକ୍ତିଙ୍କର ହାତକୁ ବାନ୍ଧି ମୁଣ୍ଡ ପଛରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ମାରି ଦେଇଛନ୍ତି। ସେ ହେଉଛନ୍ତି ଆନ୍ଧ୍ର ପ୍ରଦେଶ…

ସ୍ବାଭିମାନ ଅଞ୍ଚଳରୁ ବିପୁଳ ମାଓ ସାମଗ୍ରୀ…

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ସ୍ୱାଭିମାନ ଅଞ୍ଚଳରୁ ବିପୁଳ ବିସ୍ଫାରକ ସାମଗ୍ରୀ ଜବତ। ସ୍ୱାଭିମାନ ଅଞ୍ଚଳର ଆନ୍ଧ୍ର ଓଡ଼ିଶା ସୀମାରେ ଡିଭିଏଫ ଯବାନଙ୍କ କମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ ହୋଇଛି। ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଜବତ କରିଛନ୍ତି। ଏହି ବିସ୍ଫୋରକ ମାଓ…

ବଣ୍ଡା ଘାଟିରେ ଓଲଟିଲା କମାଣ୍ଡର : ୪…

ମାଲକାନଗିରି: ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ଏକ କମାଣ୍ଡରଟି ସଡ଼କ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୪ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧା କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରକାଶ ଯେ, ଭାରସାମ୍ୟ ହରାଇ କମାଣ୍ଡରଟି ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ…

ଠିକାଦାରଙ୍କୁ ମାରି ଗାଡ଼ି ପୋଡ଼ିଦେଲେ…

ମାଲକାନଗିରି: ମାଥିଲି ଗୋଲିଆଗୁଡ଼ାରେ ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ। ରାସ୍ତା କାମରେ ନିୟୋଜିତ ୩ଟି ଗାଡ଼ିକୁ ମାଓବାଦୀମାନେ ପୋଡ଼ି ଦେଇଛନ୍ତି। ଗୋଟିଏ ବୋଲେରୋ, ଗୋଟିଏ ପ୍ରୋକଲିନ ମେସିନ ସହ ୩ଟି ଗାଡ଼ିକୁ ମାଓବାଦୀମାନେ ପୋଡ଼ି ଦେଇଛନ୍ତି। ଉନ୍ନୟନମୂଳକ କାର୍ୟ୍ୟ ଜାରି ରହିଥିବା ବେଳେ ଏହାକୁ ବିରୋଧ…

ସ୍ୱାଭିମାନ ଅଞ୍ଚଳ ଗସ୍ତରେ ପୋଲିସ ଡିଜି

ମାଲକାନଗିରି: ମାଲକାନଗିରି ସ୍ୱାଭିମାନ ଅଞ୍ଚଳକୁ ଗସ୍ତ କରିଛନ୍ତି ଓଡ଼ିଶା ପୋଲିସ ଡିଜି ଅଭୟ। ଏହି ଗସ୍ତ ଅବସରରେ ସେ ମାଓ ସମସ୍ୟା ଓ ସୁରକ୍ଷା ବ୍ୟବସ୍ଥା ଉପରେ ସମୀକ୍ଷା କରିଛନ୍ତି। ଓଡ଼ିଶା ପୋଲିସ ପକ୍ଷରୁ ଟ୍ୱିଟ୍ ଯୋଗେ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଗତକାଲି ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷାବଳକୁ ମାଓ…

ପୁଲିସ ସୂଚନା ଦାତା ସନ୍ଦେହରେ ହତ୍ୟା

ମାଲକାନଗିରି: ପୁଲିସ ସୂଚନା ଦାତା ସନ୍ଦେହ କରି ଜଣେ ବ୍ୟକ୍ତିଙ୍କୁ ନକ୍ସଲମାନେ ହତ୍ୟା କରିଛନ୍ତି। ଏହି ହତ୍ୟା କାଣ୍ଡଟି ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶରେ ରବିବାର ରାତିରେ ଘଟିଛି। ନିହତ ବ୍ୟକ୍ତିଜଣକ ହେଉଛନ୍ତି ବିଶାଖାପାଟଣା ଜିଲ୍ଲା ମୁଦୁଗୁଲା ମଣ୍ଡଳର ଭାକାପାଲି ଗ୍ରାମର ଯେମିଲି କୃଷ୍ଣ…

୧୩ଲକ୍ଷ ଟଙ୍କାର ଗୁଟଖା ଜବତ କଲା ପୁଲିସ

ମାଲକାନଗିରି: ବିପୁଳ ପରିମାଣର ଗୁଟଖା ଚୋରା ଚାଲାଣ ବେଳେ ଜବତ କଲା ମାଲକାନଗିରି ମଡେଲ ଥାନା ପୁଲିସ। ଗୁଟୁଖାର ମୂଲ୍ୟ ଆନୁମାନିକ ପ୍ରାୟ ୮ ଲକ୍ଷ ଟଙ୍କା। ଏସବୁ ଗୁଟଖା କାଲିମେଳାକୁ ଚୋରା ଚାଲାଣ ହେଉଥିଲା। ପୁଲିସ ୬ଟି ମାମଲା ରୁଜୁ କରି ୮ ଜଣଙ୍କୁ ଗିରଫ କରିଛି। ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ…

ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହେଲା ବୋଟ…

ମାଲକାନଗିରି: ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହେଲା ବୋଟ ଆମ୍ବୁଲାନ୍ସ ସେବା। ଦୀର୍ଘ ଦିନ ଧରି ସ୍ବାଭିମାନ ଅଞ୍ଚଳବାସୀ ସ୍ବାସ୍ଥ୍ୟଗତ ସେବା ପାଇଁ ଦାବି କରିଆସୁଥିବା ବେଳେ ସରକାରଙ୍କର ଫୋକସରେ ରହିଥିବା ସ୍ବାଭିମାନ ଅଞ୍ଚଳ ପାଇଁ ଏହି ସେବା ଯୋଗାଇ ଦିଆଯାଇଛି। ଏହି ଦୁଇଟି ବୋଟକୁ ଆଜି ଉଦଘାଟନ…

ସ୍ପାଇକ ହଲରେ ପଶି ୨ ମହିଳା ଆହତ

ମାଲକାନଗିରି : ନକ୍ସଲଙ୍କ ସ୍ପାଇକ ହଲରେ ପଶି ଦୁଇ ମହିଳା ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାଟି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲାରେ ଘଟିଛି। ଅନେକ ଥର ନକ୍ସଲ ସ୍ପାଇକ ହଲ ତିଆରି କରି ବହୁ ଗ୍ରାମବାସୀ ଏବଂ ଗାଈଗୋରୁଙ୍କୁ ଆହତ କରିସାରିଛନ୍ତି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ…