କାଲି ମୋଦୀଙ୍କ ‘ମନ୍ କି ବାତ୍’ର ୧୦୦ ତମ…
ଓଏଲ୍ ବ୍ୟୁରୋ: ପ୍ରସାର ଭାରତୀ ଦ୍ୱାରା ଆୟୋଜିତ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୧୦୦ ତମ ଅଧ୍ୟାୟ ଆସନ୍ତାକାଲି ପୁରଣ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି କାର୍ଯ୍ୟକ୍ରମକୁ ନେଇ ଏକ ବଡ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଉପ ରାଷ୍ଟ୍ରପତି ଜଗଦୀପ ଧନଖେଡ ପ୍ରସାର ଭାରତୀ…