Odisha Link
Bridging the Missing Links in Odisha
Browsing Tag

Mao Camp

୬ମାଓ କ୍ୟାମ୍ପ ଠାବ କଲେ ଡିଆର୍ ଜି ଯବାନ

ମାଲକାନଗିରି: ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ପୁଣି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ଏଥିରେ ଡି ଆର୍ ଜି ଯବାନ ଆହତ ହୋଇଛନ୍ତି। ଏହି ଅପରେସନ ଅବୁଝାମଡ କ୍ଷେତ୍ର ଅନ୍ତର୍ଗତ ଟେକମେଟା ଅଞ୍ଚଳରେ ହୋଇଛି। ମାଓବାଦୀଙ୍କ ୬ଟି କ୍ୟାମ୍ପ ଠାବ କରିବା ସହ ସମ୍ପୂର୍ଣ୍ଣ ଧ୍ବଂସ କରିବା ସହ ବିପୁଳ…

ସ୍ବାଭିମାନ ଅଞ୍ଚଳରୁ ବିପୁଳ ମାଓ ସାମଗ୍ରୀ…

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ସ୍ୱାଭିମାନ ଅଞ୍ଚଳରୁ ବିପୁଳ ବିସ୍ଫାରକ ସାମଗ୍ରୀ ଜବତ। ସ୍ୱାଭିମାନ ଅଞ୍ଚଳର ଆନ୍ଧ୍ର ଓଡ଼ିଶା ସୀମାରେ ଡିଭିଏଫ ଯବାନଙ୍କ କମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ ହୋଇଛି। ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଜବତ କରିଛନ୍ତି। ଏହି ବିସ୍ଫୋରକ ମାଓ…

ମାଲକାନଗିରିରେ ମାଓ ଷଡଯନ୍ତ୍ର ପଣ୍ଡ

ମାଲକାନଗିରି: ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ମାଓ ଷଡଯନ୍ତ୍ର ପଣ୍ଡ। ମାଲକାନଗିରି ସିନ୍ଦିପୁଟ ପାଖରେ ପୋଲିସକୁ ବଡ ସଫଳତା ମିଳିଛି। ମାଓବାଦୀଙ୍କ ଦ୍ୱାରା ଲୁଚା ଯାଇଥିବା ଲ୍ୟାଣ୍ଡଲାଇନ୍ ଠାବ କରି ନିଷ୍କ୍ରିୟ କରରାଯାଇଛି। ଏଥିସହ ବିପୁଳ ପରାମାଣର ମାଓ ସାମଗ୍ରୀ ଜବତ କରିଛି ପୋଲିସ। ବିଏସଏଫ ଓ…

କୋରାପୁଟ-ମାଲକାନଗିରି ସୀମାରୁ ବିପୁଳ ମାଓ…

ଜୟପୁର: କୋରାପୁଟ-ମାଲକାନଗିରି ଜିଲ୍ଲା ସୀମାନ୍ତ ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ। କୋରାପୁଟ - ମାଲକାନଗିରି ସୀମାରୁ ବିଏସଏଫ୍ ଓ କୋରାପୁଟ ଡିଭିଏଫର ମିଳିତ ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଓ ବିସ୍ଫୋରଣକ ଜବତ ହୋଇଛି। ଏନେଇ କୋରାପୁଟ ଏସପି ସୂଚନା ଦେଇଛନ୍ତି…

ମାଓ କ୍ୟାମ୍ପ ଠାବ କଲା ଏସଓଜି

ବଲାଙ୍ଗୀର: ପର୍ଯ୍ୟଟନସ୍ଥଳୀ ହରିଶଙ୍କର ନିକଟ ଗନ୍ଧମାର୍ଦ୍ଧନ ପାହାଡ଼ରେ ମାଓ କ୍ୟାମ୍ପ ଠାବ କରାଯାଇଛି। ଏଠାରେ ମାଓକ୍ୟାମ୍ପ ଥିବା ସୂଚନା ପାଇ ଏସଓଜି ପକ୍ଷରୁ ଚଢଉ କରାଯାଇଥିଲା। ଏହି ଅବସରରେ ମାଓବାଦୀ ଓ ଏସଓଜି ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ତେବେ ମାଓକ୍ୟାମ୍ପ ଧ୍ୱଂସ ହୋଇଯାଇଥିବାବେଳେ…