ଜଙ୍ଗଲରେ ଏନକାଉଣ୍ଟର; ୫ ନକ୍ସଲ ଆହତ,…
ଓଏଲ୍ ବ୍ୟୁରୋ: ଜଙ୍ଗଲରେ ଏନକାଉଣ୍ଟରରେ ସମୟରେ ଯବାନଙ୍କୁ ମିଳିଛି ସଫଳତା। ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମାରେ ଗୁଳିବିନିମୟ ହୋଇଥିବା ଜଣା ପଡିଛି। କହ୍ନେଇଗୁଡ଼ା ଜଙ୍ଗଲରେ ଏନକାଉଣ୍ଟରରେ ୫ ମାଓବାଦୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ମାଓବାଦୀଙ୍କୁ ନେଇଗଲେ ସାଥୀ ମାଓବାଦୀ। ଘଟଣାସ୍ଥଳରୁ…