ଅଭାବନୀୟ ଘଟଣା: ମା’କୁ ପିଟି ପିଟି…
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ଥାନା ଅନ୍ତର୍ଗତ ସାତଭାୟା ଗାଁ ତଳସାହିରେ ଘଟିଛି ଅଭାବନୀୟ ଘଟଣା। ମା'କୁ ପିଟିି ପିଟି ମାରିଦେଲେ ୨ ପୁଅ। ଏଭଳି ଖବର ଆସିଛି ସାତଭାୟା ଗ୍ରାମରୁ। ମୃତକ ଜଣକ ହେଲେ ତୁଳସୀ ସିଂ।
ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ନିଶାସକ୍ତ ଅବସ୍ଥାରେ ଦୁଇ ପୁଅ, ମା’…