Odisha Link
Bridging the Missing Links in Odisha
Browsing Tag

Medical

ଟ୍ରେନ୍‌ ଦୁର୍ଘଟଣା ପରେ, ରକ୍ତଦାନ ପାଇଁ…

ଓଏଲ୍‌ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଭୟଙ୍କର ଟ୍ରେନ ଦୁର୍ଘଟଣା। ଦୁଇଟି ଏକ୍ସପ୍ରେସ୍‌ ଧକ୍କା ହେବାରୁ ୭୦ରୁ ଉର୍ଦ୍ଧ୍ବ ଜୀବନ ଚାଲିଯାଇଥିବା ବେଳେ ୪୦୦ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ଏହି ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ। ତେବେ…

କେନ୍ଦ୍ରମନ୍ତ୍ରୀ ବିଶ୍ବେଶର ଟୁଡୁ…

ଓଏଲ୍‌ ବ୍ୟୁରୋ: ନିକଟରେ ରାଜ୍ୟ ବିଜେପିର 'ରାଜ୍ୟ ପଦାଧିକାରୀ ବୈଠକ' ଅନୁଷ୍ଠିତ ହୋଇଥିଲା । ସେହି ବୈଠକରେ ରାଜ୍ୟ ବିଜେପିର ଆଗ ଧାଡ଼ିର ନେତା ସାମିଲ ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ବୈଠକରେ ଅନୁପସ୍ଥିତ ଥିଲେ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ହୋଇଥିଲା। ହେଲେ ସେ…

ଫାଟିଲା ଗ୍ୟାସ ସିଲିଣ୍ଡର: ଜଳିଗଲା ୫ ଘର,…

ଓଏଲ୍‌ ବ୍ୟୁରୋ: ଚାରିଆଡେ ଥିଲା ହସଖୁସିର ମାହୋଲ। କାରଣ ସମସ୍ତେ ପାଳନ କରୁଥିଲେ ରଙ୍ଗର ପର୍ବ ହୋଲି। ହେଲେ ଭଦ୍ରକ ଜିଲ୍ଲା ଅସ୍ତଳ ଛକରୁ ଆସିଛି ଦୁଃଖଦ ଖବର। ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଅସ୍ତଳ ଛକରେ ଗ୍ୟାସ ସିଲିଣ୍ଡର ଫାଟିବାରୁ ୫ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଜଣେ ମହିଳା ଗୁରୁତର…

ଡାକ୍ତରଖାନାରେ ଆତ୍ମହତ୍ୟା କଲେ ମହିଳା

ରାୟଗଡ଼ା: ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆତ୍ମହତ୍ୟା କଲେ ମହିଳା। ଏଭଳି ଏକ ଅଭାବନୀୟ ଘଟଣା ମେଡିକାଲ ତୃତୀୟ ମହଲାରେ ଘଟିଛି। ଜଣେ ଜଣେ ମହିଳା ରୋଗୀ ମେଡିକାଲ ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆତ୍ମହତ୍ୟା କରିଥିବା ମହିଳା ଜଣକ ୨୮ ବର୍ଷୀୟ ରଜନୀ ମେଲେକା। କୌଣସି…

କଣ୍ଠଶିଳ୍ପୀ ତପୁ ମିଶ୍ର ଅସୁସ୍ଥ,…

ଭୁବନେଶ୍ବର: ମହାମାରୀ କରୋନାର କଳା ବାଦଲରେ ସାରା ରାଜ୍ୟ। ଦିନକୁ ଦିନ ରାଜ୍ୟରେ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏସବୁ ମଧ୍ୟରେ ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନା ଚିହ୍ନଟ ହେବା ପରେ ତପୁ ବର୍ତ୍ତମାନ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ…

ଅକ୍ସିଜେନ୍‌ ଅଭାବରୁ ଚାଲିଗଲା ୬ ଜଣଙ୍କ…

ଭୋପାଳ: ଗୋଟିଏ ପଟେ ଦେଶରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଅନ୍ୟପଟେ ସ୍ବାସ୍ଥ୍ୟବ୍ୟବସ୍ଥାର ନଗ୍ନଚିତ୍ର ସାମ୍ନାକୁ ଆସୁଛି। କୋଉ ଡାକ୍ତରଖାନାରେ ବେଡ ନାଇଁତ ଆଉ କେଉଁ ଡାକ୍ତରଖାନାରେ ଅକ୍ସିଜେନର ଅଭାବ ଦେଖିବାକୁ ମିଳିଛି। ଯାହାରି ଫଳରେ ଲୋକଙ୍କର ଜୀବନ ଚାଲି ଯାଉଥିବାର ଖବର ସାମ୍ନାକୁ ଆସିଛି।…

ମେଡିକାଲରେ ଭର୍ତ୍ତି ହେଲେ ସଚିନ

ମୁମ୍ବାଇ: ମେଡିକାଲରେ ଭର୍ତ୍ତି ହେଲେ ମହାନ୍‌ କ୍ରିକେଟର ସଚିନ ତେନ୍ଦୁଲକର। ଏନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଯେ, ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି। ମୁଁ ଖୁବଶୀଘ୍ର ସୁସ୍ଥ ହୋଇ ହସ୍ପିଟାଲରୁ ଫେରିବି। ମୋ ଅରୋଗ୍ୟ କାମନା କରି…

ନାବାଳିକାଙ୍କ ମୃତ୍ୟୁ ପରେ ମେଡ଼ିକାଲରେ…

ବାରିପଦା: ଚିକିତ୍ସାରେ ଅବହେଳାରୁ ନାବାଳିକାଙ୍କ ମୃତ୍ୟୁ ପରେ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲରେ ଉତ୍ତେଜନା ଦେଖିବାକୁ ମିଳିଛି। ମେଡ଼ିକାଲ ଭିତରେ ଅଧୀକ୍ଷକ ବୈକୁଣ୍ଠନାଥ ମହାପାତ୍ରଙ୍କୁ ଠେଲାପେଲା କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କ ବୁଝାସୁଝା କରିଛି।…

ସମ୍ ହସପିଟାଲ୍‌ର ସଫଳତା: ୭୦% ପୋଡ଼ି…

ଭୁବନେଶ୍ୱର: ରୋଷେଇ ସମୟରେ ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ ଘଟିବା ଯୋଗୁଁ ଜଣେ ମହିଳାଙ୍କର ଶରୀରର ୭୦ ପ୍ରତିଶତ ପୋଡି ହୋଇଯାଇଥିଲେ ମଧ୍ୟ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରି ଘରକୁ ଫେରାଇବାର ସଫଳ ହୋଇଛି ଆଇଏମଏସ ଆଣ୍ଡ ସମ୍ ହସପିଟାଲ୍। ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ…

ହସ୍ପିଟାଲରେ ରାଜ୍ୟପାଳ

ଭୁବନେଶ୍ବର: ଓଡ଼ିଶାର ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲ ମେଡିକାଲରେ ଭର୍ତ୍ତି। ଭୁବନେଶ୍ବରସ୍ଥିତ ଆପୋଲ ହସ୍ପିଟାଲେ ଭର୍ତ୍ତି ହୋଇଛନ୍ତି ରାଜ୍ୟାପଳ। ହସ୍ପିଟାଲରେ ରାଜ୍ୟାପଳଙ୍କ ରୁଟିନ୍‌ ଚେକଅପ୍‌ ଚାଲିଥିବା ସୂଚନା ରହିଛି। ମିଳିଥିବା ସୂଚନା ମୁତାବିକ, ରୁଟିନ୍‌ ଚେକ ଅପ୍‌ ପାଇଁ ରାଜ୍ୟପାଳ ହସ୍ପିଟାଲରେ…