Odisha Link
Bridging the Missing Links in Odisha
Browsing Tag

Medical

ଅକ୍ସିଜେନ୍‌ ଅଭାବରୁ ଚାଲିଗଲା ୬ ଜଣଙ୍କ…

ଭୋପାଳ: ଗୋଟିଏ ପଟେ ଦେଶରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଅନ୍ୟପଟେ ସ୍ବାସ୍ଥ୍ୟବ୍ୟବସ୍ଥାର ନଗ୍ନଚିତ୍ର ସାମ୍ନାକୁ ଆସୁଛି। କୋଉ ଡାକ୍ତରଖାନାରେ ବେଡ ନାଇଁତ ଆଉ କେଉଁ ଡାକ୍ତରଖାନାରେ ଅକ୍ସିଜେନର ଅଭାବ ଦେଖିବାକୁ ମିଳିଛି। ଯାହାରି ଫଳରେ ଲୋକଙ୍କର ଜୀବନ ଚାଲି ଯାଉଥିବାର ଖବର ସାମ୍ନାକୁ ଆସିଛି।…

ମେଡିକାଲରେ ଭର୍ତ୍ତି ହେଲେ ସଚିନ

ମୁମ୍ବାଇ: ମେଡିକାଲରେ ଭର୍ତ୍ତି ହେଲେ ମହାନ୍‌ କ୍ରିକେଟର ସଚିନ ତେନ୍ଦୁଲକର। ଏନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଯେ, ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି। ମୁଁ ଖୁବଶୀଘ୍ର ସୁସ୍ଥ ହୋଇ ହସ୍ପିଟାଲରୁ ଫେରିବି। ମୋ ଅରୋଗ୍ୟ କାମନା କରି…

ନାବାଳିକାଙ୍କ ମୃତ୍ୟୁ ପରେ ମେଡ଼ିକାଲରେ…

ବାରିପଦା: ଚିକିତ୍ସାରେ ଅବହେଳାରୁ ନାବାଳିକାଙ୍କ ମୃତ୍ୟୁ ପରେ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲରେ ଉତ୍ତେଜନା ଦେଖିବାକୁ ମିଳିଛି। ମେଡ଼ିକାଲ ଭିତରେ ଅଧୀକ୍ଷକ ବୈକୁଣ୍ଠନାଥ ମହାପାତ୍ରଙ୍କୁ ଠେଲାପେଲା କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କ ବୁଝାସୁଝା କରିଛି।…

ସମ୍ ହସପିଟାଲ୍‌ର ସଫଳତା: ୭୦% ପୋଡ଼ି…

ଭୁବନେଶ୍ୱର: ରୋଷେଇ ସମୟରେ ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ ଘଟିବା ଯୋଗୁଁ ଜଣେ ମହିଳାଙ୍କର ଶରୀରର ୭୦ ପ୍ରତିଶତ ପୋଡି ହୋଇଯାଇଥିଲେ ମଧ୍ୟ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରି ଘରକୁ ଫେରାଇବାର ସଫଳ ହୋଇଛି ଆଇଏମଏସ ଆଣ୍ଡ ସମ୍ ହସପିଟାଲ୍। ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ…

ହସ୍ପିଟାଲରେ ରାଜ୍ୟପାଳ

ଭୁବନେଶ୍ବର: ଓଡ଼ିଶାର ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲ ମେଡିକାଲରେ ଭର୍ତ୍ତି। ଭୁବନେଶ୍ବରସ୍ଥିତ ଆପୋଲ ହସ୍ପିଟାଲେ ଭର୍ତ୍ତି ହୋଇଛନ୍ତି ରାଜ୍ୟାପଳ। ହସ୍ପିଟାଲରେ ରାଜ୍ୟାପଳଙ୍କ ରୁଟିନ୍‌ ଚେକଅପ୍‌ ଚାଲିଥିବା ସୂଚନା ରହିଛି। ମିଳିଥିବା ସୂଚନା ମୁତାବିକ, ରୁଟିନ୍‌ ଚେକ ଅପ୍‌ ପାଇଁ ରାଜ୍ୟପାଳ ହସ୍ପିଟାଲରେ…

ଅଭିନବ ପ୍ରତିବାଦ: ପ୍ରଧାନମନ୍ତ୍ରୀଙ୍କୁ…

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନକୁ ନେଇ ସାରା ବିଶ୍ବରେ ସଙ୍କଟ ଦେଖାଦେଇଛି। ଏହି ମହାମାରୀରେ ପ୍ରମୁଖ ଯୋଦ୍ଧା ହେଲେ ସ୍ବାସ୍ଥ୍ୟକର୍ମୀ ମାନେ। ହେଲେ ବିଭିନ୍ନ ଜାଗାରେ ସ୍ବାସ୍ଥ୍ୟକର୍ମୀଙ୍କୁ ସରକାର ଅବହେଳା କରୁଥିବା ଖବର ମଧ୍ୟ ଶୁଣିବାକୁ ମିଳୁଛି। ଏପରି ଏକ ଖବର ବେଲଜିୟମରୁ ଆସିଛି। ଏବଂ ସ୍ବାସ୍ଥ୍ୟକର୍ମୀ…

ହସ୍ପିଟାଲରେ ଋଷି କାପୁର

ମୁମ୍ବାଇ: ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରସିଦ୍ଧ ଅଭିନେତା ଋଷି କାପୁର। ଋଷି କାପୁର ମୁମ୍ବାଇର ସାର ଏଚ୍‌ଏନ୍‌ ରିଲାଆନ୍ସ ଫାଉଣ୍ଡେସନ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ତାଙ୍କ ଭାଇ ରଣଧୀର କାପୁର ସୂଚନା ଦେଇଛନ୍ତି। ରଣଧୀର କହିବା ଅନୁଯାୟୀ, ଋଷି କର୍କଟ ରୋଗରେ ଆକ୍ରାନ୍ତ ଏବଂ ଶ୍ବାସ…

୧୮ କିମି ପାହାଡିଆ ରାସ୍ତାରେ…

କୁଲ୍ଲୁ: କଥାରେ ଅଛି ରଖିଲେ ଶିବ ମାରେ କିଏ। ଠିକ୍‌ ସେହିଭଳି ଜଣେ ଗର୍ଭବତୀ ମହିଳା ଅସୁବିଧାରେ ଥିବାବେଳେ ଗାଁ ଲୋକ ତାଙ୍କୁ ବିପଦରେ ସାହାଯ୍ୟ କରିଛନ୍ତି। ଏଭଳି ଏକ ଘଟଣା ଆସିଛି ହିମାଚଳ ପ୍ରଦେଶର କୁଲ୍ଲୁ ଅନ୍ତର୍ଗତ ଶକ୍ତି ଗାଁରୁ। ହସ୍ପିଟାଲ ଓ ସଡ଼କ ସୁବିଧା ନଥିବାରୁ ଗାଁର କିଛି ମହିଳା ଜଣେ…

ବଜେଟ ୨୦୨୦: ସ୍ବାସ୍ଥ୍ୟ କ୍ଷେତ୍ରକୁ…

ନୂଆଦିଲ୍ଲୀ: ଚଳିତ ବଜେଟରେ ସ୍ବାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର। ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ୭୦ ହଜାର କୋଟିର ଅନୁଦାନ ଘୋଷଣ କରିଛନ୍ତି ସରକାର। ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୨୦୨୫ ସୁଦ୍ଧା ସମସ୍ତ ହସ୍ପିଟାଲରେ ଜନଔଷଧୀ ସ୍କିମ ଲାଗୁ କରିବା ପାଇଁ ପ୍ରସ୍ତାବ। ଅପରପକ୍ଷେ ଭାରତରେ…

ଆଇଏଏସ୍ ଅଧିକାରୀଙ୍କୁ ହସ୍ପିଟାଲ ଦାୟିତ୍ୱ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ୧୦ ଆଇଏଏସଙ୍କୁ ମେଡିକାଲ କଲେଜ ଓ ହସ୍ପିଟାଲର ତଦାରଖ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ତେବେ ଏହି ତାଲିକାରେ କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ନିମନ୍ତେ କୌଣସି ଆଇଏଏସଙ୍କୁ ଦାୟିତ୍ୱ ଆବଣ୍ଟନ କରାଯାଇନି। ଏପରିକି ଯେଉଁସବୁ ମେଡିକାଲ…