ଡିଜିଟାଲ୍ ରେ ଡେବ୍ୟୁ କରିବେ କରିସ୍ମା
ମୁମ୍ବାଇ : ବଲିଉଡ ଅଭିନେତ୍ରୀ କରିସ୍ମା କପୁର ଏକ ଡିଜିଟାଲ୍ ଡେବ୍ୟୁରେ ନଜର ଆସୁଛନ୍ତି । ତେବେ ସେ ଟେଲିଭିଜନ ସିରିୟଲ କୁଇନ ଏକତା କପୁରଙ୍କ ନୂଆ ୱେବ୍ସିରିଜ୍ ‘ମେଣ୍ଚାଲ୍ହୁଡ୍’ ରେ ନଜର ଆସିବେ ଏହି ସିରିଜ୍ଟି ମାର୍ଚ୍ଚ ୧୧ରୁ ଆରମ୍ଭ ହେବ। କରିସ୍ମା ଏଥିରେ ମା ଭୂମିକାରେ ନଜର ଆସିବେ ।
ଏକ୍ତା…