Odisha Link
Bridging the Missing Links in Odisha
Browsing Tag

Metric Student

ପୋଖରୀରେ ବୁଡ଼ି ମାଟ୍ରିକ ଛାତ୍ର ମୃତ

ମୋହନା: ଚନ୍ଦ୍ରଗିରି ଫାଣ୍ଡି ଗୋବିନ୍ଦପୁର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ି ଜଣେ ମାଟ୍ରିକ ଛାତ୍ରଙ୍କ ଶୋଚନୀୟ ମୃତୁ୍ୟ ହୋଇଛି। ଆଜି ଇଂରାଜୀ ପରୀକ୍ଷା ପୂର୍ବରୁ ଛାତ୍ର ଜଣକ ଗାଧୋଇବାକୁ ଯାଇଥିବାବେଳେ ବୁଡ଼ିଯାଇଥିଲେ।

ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସଡ଼କ ସୁରକ୍ଷା

ଭୁବନେଶ୍ୱର: ଏଣିକି ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସଡ଼କ ସୁରକ୍ଷା ପଢାଯିବ। ଆଗାମୀ ଶିକ୍ଷାବର୍ଷରୁ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସଡ଼କ ସୁରକ୍ଷା ସମ୍ପର୍କିତ ବିଷୟ ବସ୍ତୁ ରହିବ। ତେବେ କେମିତି ବିଷୟବସ୍ତୁ ରଖାଯିବ ସେନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବେ ବୋଲି ପରିବହନ କମିଶନର ସଞ୍ଜୀବ ପଣ୍ଡା ସୂଚନା…