Odisha Link
Bridging the Missing Links in Odisha
Browsing Tag

Milk

କ୍ଷୀର ଦାମ୍‌ ବଢ଼ାଇଲା ମଦର ଡାଏରୀ

ନୂଆଦିଲ୍ଲୀ: ଅମୁଲ କମ୍ପାନୀ ପରେ ଏବେ କ୍ଷୀର କ୍ଷୀର ଦାମ୍‌ ବଢ଼ାଇଲା ମଦର ଡାଏରୀ। ଅମୁଲ କମ୍ପାନୀ କ୍ଷୀର ପ୍ୟାକେଟର ଦାମ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବା ପରେ ଏବେ ମଦର ଡାଏରୀ ମଧ୍ୟ ଦାମ ବଢ଼ାଇଛି। ରବିବାର ଠାରୁ ଏହି ବର୍ଦ୍ଦିତ ଦର ଲାଗୁ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ମଦର ଡାଏରୀ…

କରୋନା କାଳରେ ମହଙ୍ଗା ହେଲା ଅମୁଲ କ୍ଷୀର,…

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣରେ ହନ୍ତସନ୍ତ ହେଉଛନ୍ତି ଦେଶବାସୀ। ମହାମାରୀ ସମୟରେ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଦେଶବାସୀ। ଏସବୁ ମଧ୍ୟରେ ଲୋକଙ୍କୁ ଲାଗିଛି ଆଉ ଏକ ଝଟକା। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଏବେ ଅନ୍ୟଦ୍ରବ୍ୟ ଗୁଡ଼ିକରେ…

ଭାରତରେ ଦୁଗ୍ଧ ଓ ଅଣ୍ଡା ଉତ୍ପାଦନ ୬%…

ଭୁବନେଶ୍ବର: ଅର୍ଥନୀତି ଉପରେ କୋଭିଡ-୧୯ ମହାମାରୀର ଗଭୀର ପ୍ରଭାବ ପଡିବା ସତ୍ୱେ ଭାରତରେ ଦୁଗ୍ଧ ଏବଂ ଅଣ୍ଡାର ଉତ୍ପାଦନ ୬% ବୃଦ୍ଧି ପାଇଛି ବୋଲି କହିଛନ୍ତି ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର୍‌)ର ମହା ନିର୍ଦ୍ଦେଶକ ଓ କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ଡ. ତ୍ରିଲୋଚନ ମହାପାତ୍ର। ଏହି…

ଆଜିଠୁ ବଢ଼ିଲା ଓମଫେଡ କ୍ଷୀର ଦର

ଭୁବନେଶ୍ବର: ସାରା ରାଜ୍ୟରେ ଆଜିଠୁ ବଢ଼ିଲା ଓମଫେଡ କ୍ଷୀର ଦର। ଗତକାଲି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଲିଟର ପିଛା ୪ ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ଓମ୍‌ଫେଡ ଲିଟର ପିଛା ପୂର୍ବରୁ ୪୦ ଟଙ୍କା ଥିବା ବେଳେ ଏବେ ତାହା ୪୪ ଟଙ୍କାରେ ପହଞ୍ଚିଛି। ସେହିପରି ଟୋନ୍ଡ କ୍ଷୀର…

ରାସ୍ତାରେ ୧୨ଶହ ଲିଟର କ୍ଷୀର ଢାଳିଲେ…

ବାସୁଦେବପୁର: ରାସ୍ତାରେ କ୍ଷୀର ଢାଳି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ବାସୁଦେବପୁର ଅଞ୍ଚଳର ଚାଷୀମାନେ। ଓମଫେଡ୍ କ୍ଷୀର ନେବାକୁ ମନା କରି ଦେବା ଯୋଗୁ ଗତକାଲି ରାତିରେ ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଚାଷୀମାନେ ରାସ୍ତାରେ ୧୨ ଶହ ଲିଟର କ୍ଷୀର ଢାଳି ଦେଇଥିଲେ। ତା’ସହିତ ସେମାନେ ଆନ୍ଦୋଳନ କରିବାକୁ…