ବାହାଘର ଭୋଜିରୁ ଫେରିବାବେଳେ, ୪ ଅପହରଣ…
ଓଏଲ୍ ବ୍ୟୁରୋ : ବାହାଘର ଭୋଜି ଖାଇବାକୁ ଯାଇଥିଲେ ହେଲେ ଫେରିଲେଣି ଘରକୁ। ୪ଜଣ ବ୍ୟକ୍ତି ନିଖୋଜ ଘଟଣା। ଘଟଣାଟି ଉମରକୋଟ ସହରରୁ ସାମ୍ନାକୁ ଆସିଥିବାବେଳେ ସପନ ସରକାରଙ୍କ ସହ ଆଉ ୩ ମିଳୁନଥିବା ଅଭିଯୋଗ।
ବାହାଘର ଭୋଜିରେ ଉପସ୍ଥିତ ହେବାକୁ ଯାଇଥିଲେ ଉମରକୋଟ ସହର ସପନ ସରକାରଙ୍କ ସହ ତାଙ୍କ ସ୍ତ୍ରୀ , ଶାଳକ…