Odisha Link
Bridging the Missing Links in Odisha
Browsing Tag

Mission Shakti

ଯୋଗୀ ସରକାରଙ୍କ ‘ମିଶନ‌…

ଲକ୍ଷ୍ନୌ: ଆକ୍ସନ ମୁଡରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ଆକ୍ସନ ନେଉଛନ୍ତି ଯୋଗୀ ଆଦିତ୍ୟନାଥ। ବର୍ତ୍ତମାନ ସାରା ଦେଶରେ ପାର୍ବଣର ମାହୋଲ ରହିଛି। ନବରାତ୍ରୀ ଚାଲିଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶରେ ଆରମ୍ଭ…

ମିଶନ୍ ଶକ୍ତି ମହିଳାଙ୍କୁ ମିଳିବ ବିନା…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଭୁବନେଶ୍ବର ଓ କଟକରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ୨ଟି ଶାଖା ସହିତ ୨୮ଟି ଜିଲ୍ଲାରେ ୨୮ଟି ଜିଲ୍ଲା ସେଲସ୍‌ ହବ୍‌ ର ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି। ମିଶନ୍‌ ଶକ୍ତି…

‘ମା’ ମାନେ ଘରର ପୋଲିସ:…

ଭୁବନେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ହେଲେ ମହାମାରୀ କରୋନା ବିରୋଧୀ ଲଢେଇରେ ମିଶନ ଶକ୍ତିର ମହିଳାଙ୍କ ଅବଦାନ ବି ବେଶ ଗୁରୁତ୍ୱପୂର୍ଣ୍ଣ। ଡାକ୍ତର, ପୋଲିସ ଭଳି ସେମାନେ ବି ଏ ବିପଦ ବେଳେ ସମାଜ ସେବା କରିବାକୁ ଆଗେଇ ଆସିଛନ୍ତି। ଘରୁ…

କରୋନା ମୁକାବିଲା: ସେବାରେ ୬ଲକ୍ଷ…

ଭୁବନେଶ୍ୱର: କରୋନା ମୁକାବିଲାରେ ମିଶନ ଶକ୍ତି ଏବେ ଓଡିଶା ଶକ୍ତି ଭାବେ କାର୍ଯ୍ୟ କରୁଛି। ଏହି ବିପତ୍ତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରହଣ କରିଥିବା ପଦକ୍ଷେପରେ ଏବେ ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ଅଗ୍ରଭାଗରେ ଅଛନ୍ତି। ରାଜ୍ୟର ଗାଁ ଠାରୁ ସହର ପର୍ଯ୍ୟନ୍ତ…

ଜଳକର ଆଦାୟ କରିବେ ମିଶନ ଶକ୍ତି ମହିଳା

ଭୁବନେଶ୍ୱର: ଏଣିକି ଜଳକର ଆଦାୟ କରିବେ ମିଶନ ଶକ୍ତି ମହିଳା। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଜଳସାଥୀ’ ଆପକୁ ଉନ୍ମାଚନ କରିଛନ୍ତି। ପ୍ରଥମ ଥର ପାଇଁ ରାଜଧାନୀର ୭ଟି ୱାର୍ଡରେ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହେବ। ଜଳକର ଆଦାୟ ସହ ବିଶୁଦ୍ଧ ଜଳ ଉପରେ ଜଳସାଥୀ ଗୁରୁତ୍ୱ ଦେବେ । ସ୍ୱଚ୍ଛ…