Odisha Link
Bridging the Missing Links in Odisha
Browsing Tag

Mo Sarkara

୪୫ ଦିନରେ ୨୩ ସରକାରୀ ବାବୁ ଗିରଫ

ଓଏଲ୍‌ ବ୍ୟୁରୋ: ଆକ୍ସନ ମୋଡରେ ଓଡ଼ିଶା ଭିଜିଲାନ୍ସ। ମୋ ସରକାର ଯୋଜନାକୁ ଅଧିକ ପ୍ରାଧାନ୍ୟ ଦେଇ ବଡ଼ ବଡ଼ କାର୍ଯ୍ୟାନୁଷ୍ଠାନ ନେଉଛି ଭିଜିଲାନ୍ସ ଟିମ୍। ଗତ ଦେଢ଼ମାସ ଅର୍ଥାତ୍‌ ୪୫ ଦିନ ଭିତରେ ୨୩ ଜଣ ସରକାରୀ ଚାକିରିଆଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏଥିସହିତ ୩୧ଟି ମାମଲା ରୁଜୁ କରିଛି। ଗିରଫ ଅଧିକାରୀଙ୍କ…

ଭଦ୍ରକ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ଭୁବନେଶ୍ବର: ଭଦ୍ରକ ଜିଲ୍ଲା ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର। ଜିଲ୍ଲାରେ ସ୍ଵାସ୍ଥ୍ୟ ସେବାର ଉନ୍ନତି ପାଇଁ ରାଜ୍ୟ ସରକାର ନେଲେ ବଡ଼ ପଦକ୍ଷେପ। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉନ୍ନତି ପାଇଁ ୭ ମହଲା ବିଶିଷ୍ଟ ଏକ ନୂତନ ଡିଏଚଏଚ କମ୍ପେକ୍ସର ନିର୍ମାଣ କରାଯିବା ନେଇ ଘୋଷଣା କରିଛନ୍ତି…

ମୋ ସରକାର: ୪ ଜିଲ୍ଲା ହସ୍ପିଟାଲରେ ବେଡ୍…

ଭୁବନେଶ୍ବର: ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ଲାଗୁ ହୋଇଛି ‘ମୋ ସରକାର’ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠୁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨୦ ଜଣ ଲୋକଙ୍କ ସହ ଫୋନ୍ ମାଧ୍ୟମରେ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ‘ମୋ ସରକାର ଟିମ୍’ ଅଫିସରଙ୍କ ଜିଲ୍ଲା…

ଆଜି ନୟାଗଡ଼ ଆସୁଛନ୍ତି ଭିକେ ପାଣ୍ଡିଆନ୍

ନୟାଗଡ଼: ଆଜି ଦିନିକିଆ ନୟାଗଡ଼ ଗସ୍ତରେ ଆସୁଛନ୍ତି ୫ଟି ସଚିବ ଭିକେ ପାଣିଆନ୍। ମୋ ସରକାରର ବିଭିନ୍ନ କାର୍ଯ୍ୟକ୍ରମ ଏବଂ ୫ଟିର ସମୀକ୍ଷା କରିବା ପାଇଁ ଆଜି ନୟାଗଡ଼ ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍। ଏହି ଗସ୍ତରେ ପାଣ୍ଡିଆନ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ,…

“ମୋ ସରକାର”ରେ ଆସିଲା ପ୍ରଥମ ଅଭିଯୋଗ

ରାଉରକେଲା: ଗତକାଲି ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ଆରମ୍ଭ ହୋଇଛି “ମୋ ସରକାର”। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରି ମୋ ସରକାର ଲୋଗୋ ଉନ୍ମୋଚିତ କରିବା ସହ ଟୋଲ୍‌ ଫ୍ରୀ ନମ୍ବର ଜାରି କରିଥିଲେ। କାରଣ କୌଣସି ବ୍ୟକ୍ତି ଥାନା ବା ଡାକ୍ତରଖାନାରେ କିଛି ସମସ୍ୟାରେ ସମ୍ମୁଖୀନ ହେଲେ ଟୋଲ୍‌…

ମୋ ସରକାର: ଲୋକଙ୍କୁ ଫୋନ କଲେ ନବୀନ,…

ଭୁବନେଶ୍ବର: ଆଜି ଗାନ୍ଧି ଜୟନ୍ତୀରୁ ରାଜ୍ୟରେ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ଥାନା, ୩ଟି ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ୨୧ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାପିଟାଲ ହସ୍ପିଟାଲ ଓ ଶହୀଦ…

ଆଜିଠୁ ‘ମୋ ସରକାର’, ନବୀନ କରିବେ ଫୋନ୍

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ଆରମ୍ଭ ହେଉଛି ‘ମୋ ସରକାର କାର୍ଯ୍ୟକ୍ରମ’। ଏହି କାର୍ଯ୍ୟକ୍ରମକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଭିଯୋଗକାରୀଙ୍କ ସହ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ। ସରକାରୀ ସେବାରେ ଲୋକେ କେତେ ସନ୍ତୁଷ୍ଟ, ଥାନା ବାବୁଙ୍କ…

ମୋ ସରକାରକୁ ଭରସା ନାହିଁ!

ଭୁବନେଶ୍ବର: ଆଉ ଦିନକ ପରେ ରାଜ୍ୟରେ ଆରମ୍ଭ ହେବ ମୋ ସରକାର। ହେଲେ ଖୋଦ୍‌ ଶାସକ ଦଳର ନେତାହିଁ ମୋ ସରକାର ଲାଗୁ ହେବା ପୂର୍ବରୁ ପୁଲିସ୍‌ ଉପରେ ଭରସା କରି ନାହାନ୍ତି। ଯାହାଫଳରେ ସୋଶିଆଲ ମିଡିଆର ସାହାଯ୍ୟ ନେଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଚର୍ଚ୍ଚାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ…