Odisha Link
Bridging the Missing Links in Odisha
Browsing Tag

Mobile Blast

ଅନ୍‌ଲାଇନ୍ କ୍ଳାସ୍ ସମୟରେ ଫାଟିଲା…

ଫୁଲବାଣୀ: ଅନଲାଇନ୍ କ୍ଲାସ୍ ସମୟରେ ଫାଟିଲା ମୋବାଇଲ। ଏହି ଦୁର୍ଘଟଣାରେ ଛାତ୍ର ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ଜିଲ୍ଲାରେ। ସୂଚନା ମୁତାବକ, ସାତ୍ତ୍ୱିକ ଫୁଲବାଣୀ ପବ୍ଲିକ ସ୍କୁଲରେ ନବମ ଶ୍ରେଣୀର ଛାତ୍ର। ସବୁଦିନ ଭଳି ଆଜି ବି ଅନଲାଇନରେ ପଢୁଥିଲେ। କ୍ଲାସ୍…

ମୋବାଇଲ୍‌ ଫାଟି ବର୍ଷକର ଶିଶୁ ଗୁରୁତର

ଲକ୍ଷ୍ମୀପୁର: ମୋବାଇଲ ଫୋନ୍ ଫାଟି ବର୍ଷକର ଶିଶୁ କନ୍ୟା ଗୁରୁତର ଆହତ ହୋଇଛି। କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ତଳ ବିଲାଙ୍ଗସିଲ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୋବାଇଲ ଫାଟି ଝିଅଟିର ମୁହଁ ପୁରା ପୋଡ଼ିଜାଇଛି। ଶିଶୁଟିକୁ ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା…

ମୋବାଇଲ ଫାଟି ଶ୍ରମିକଙ୍କ ମୃତ୍ୟୁ

ପାରାଦ୍ବୀପ: ମୋବାଇଲ ଫୋନ ଫାଟି ଜଣେ ଶ୍ରମିକଙ୍କ ମୄତ୍ୟୁ ଘଟିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ପାରାଦୀପ ଅଠରବାଙ୍କି ସ୍ଥିତ ଜଗନ୍ନାଥ ଟ୍ରକ ମାଲିକ ସଙ୍ଘ କାର୍ଯ୍ୟାଳୟରେ। ସୂଚନା ମୁତାବକ ଜଗନ୍ନାଥ ଟ୍ରକ ମାଲିକ ସଙ୍ଘ ପରିସରରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ବିଭିନ୍ନ ସ୍ଥାନରୁ ଶ୍ରମିକ ମାନେ…