ପ୍ରତ୍ୟାବର୍ତ୍ତନ ମ୍ୟାଚରେ ଶାମିଙ୍କ…
ଓଏଲ୍ ବ୍ୟୁରୋ: ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଭଲ ଖବର। ନିଜର ପ୍ରତ୍ୟାବର୍ତ୍ତନ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ଦ୍ରୁତ ବୋଲର ମହମ୍ମଦ ଶାମି। ଇନ୍ଦୋରରେ ଖେଳାଯାଉଥିବା ରଣଜୀ ମ୍ୟାଚରେ ଶାଣିତ ବୋଲିଂ କରିବା ସହିତ ଓ୍ବିକେଟ ନେଇ ଚୟନକର୍ତ୍ତାଙ୍କ…