ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଏହି…
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ପାକିସ୍ତାନର ଷ୍ଟାର କ୍ରିକେଟରା ମହମ୍ମଦ ହାଫିଜ। ଏନେଇ ଆଜି ମହମ୍ମଦ ହାଫିଜ କରିଛନ୍ତି ଘୋଷଣା। ହେଲେ ସେ ପୂର୍ବପରି କ୍ରିକେଟ ଖେଳିବା ଜାରି ରଖିବେ। ଅର୍ଥାତ୍ ସେ ଟି-୨୦ ଫ୍ରାଞ୍ଚାଇଜ୍ କ୍ରିକେଟ ଖେଳିବା ଜାରି ରଖିବେ ବୋଲି ମହମ୍ମଦ ହାଫିଜ କହିଛନ୍ତି।…