Odisha Link
Bridging the Missing Links in Odisha
Browsing Tag

Mohana

୧୪ କ୍ବିଣ୍ଟାଲ ୭୦ କିଲୋ ଗଞ୍ଜେଇ ଜବତ

ମୋହନା : ଗଜପତି ଜିଲ୍ଲା ମୋହନା ଥାନାର ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ପୁଲିସ ଚଢାଉ କରି ୧୪ କ୍ବିଣ୍ଟାଲ ୭୦ କିଲୋ ଗଞ୍ଜେଇ ଜବତ କରିଛି । ଏହାର ଅନୁମାନିକ ମୂଲ୍ୟ ୧ କୋଟି ୭୬ ଲକ୍ଷ ଟଙ୍କା ହେବ। ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ କଣ୍ଟେନର ଡ୍ରାଇଭରକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଉତ୍ତର…

ଗଞ୍ଜେଇ ଗଛ ପୋଡି ନଷ୍ଟ କଲେ ପୁଲିସ ଓ…

ମୋହନା : ଗଜପତି ମୋହନା ପୁଲିସ ଓ ଅବକାରୀ ବିଭାଗକୁ ମିଳିଲା ବଡ଼ ସଫଳତା। ମିଳିତ ଚଢାଉ କରି ପ୍ରାୟ ୮୯ ଏକର ଜମିରେ ହୋଇଥିବା ନୀଳ ଜହର ଚାଷ ନଷ୍ଟ କରାଯାଇଛି । ଏହାର ମୂଲ୍ୟ ପ୍ରାୟ ୧୭ କୋଟି ୮୦ ଲକ୍ଷ ଟଙ୍କା। ସୂଚନା ଅନୁଯାୟୀ, ଲେଖରୀପଟା ଗାଁ ନିକଟରେ ଅନେକ ଦିନ ଧରି ଗଞ୍ଜେଇ କାରବାର ହେଉଥିବା ସ୍ଥାନୀୟ…

ଲକ୍ଷାଧିକ ଟଙ୍କାର କାଠ ଗଣ୍ଡି ଜବତ

ମୋହନା: ଗଜପତି ଜିଲ୍ଲା ମୋହନା ବନ ବିଭାଗ ଏକ ମିନି ଟ୍ରକ ସହ କାଠ ଗଣ୍ଡ ଜବତ କରିଛି। ଜବତ କାଠର ମୁଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ ଗତ କାଲି ମୋହନା ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ସମୟରେ ଏକ ମିନି ଟ୍ରକ ରାସ୍ତା ପାର୍ଶ୍ୱରେ ଥିଲା। ବନ…

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ

ମୋହନା : ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏହି ମର୍ମନ୍ତ ସଡ଼କ ଦୁର୍ଘଟଣାଟି ଗଜପତି ଜିଲ୍ଲା ଅଡ଼ବା ଥାନା ଦମାଦୁଆ ଗାଁ ନିକଟରେ ଘଟିଛି। ୩ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।ମୃତକମାନେ ହେଲେ ଦମାଦୁଆ ଗାଁର…

ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ଗଜପତି: ଗଜପତି ଜିଲ୍ଲା ମୋହନା ଥାନା ରାଣୀଖମା ଗାଁରେ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ରମେଶ ସାହୁଙ୍କ ତେଜରାତି ଦୋକାନରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି। ଫଳରେ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ଜିନିଷ ସହ କିଛି ଟଙ୍କା ମଧ୍ୟ ପୋଡିଯାଇଥିବା ସୂଚନା ମିଳିଛି । ଖବର ପାଇ ମୋହନା…