Odisha Link
Bridging the Missing Links in Odisha
Browsing Tag

Mukesh Ambani

ମୁକେଶ ଅମ୍ବାନୀଙ୍କୁ ଭେଟିଲେ…

ଓଏଲ୍‌ ବ୍ୟୁରୋ: ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଅପରାହ୍ନରେ ମୁମ୍ବାଇରେ ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡର ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ…

ଅମ୍ବାନୀଙ୍କ ବଡ଼ ଘୋଷଣା, ଗଣେଶ ପୂଜାରେ…

ମୁମ୍ବାଇ: ରିଲିୟାନ୍ସ ଜିଓର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ବଡ଼ ଘୋଷଣା। କମ୍ପାନୀର ୪୪ ତମ ବାର୍ଷିକ ସମ୍ମିଳନୀରେ ଭାରତକୁ ୨ଜି ମୁକ୍ତ ଓ ୫ଜି ଯୁକ୍ତ କରିବାକୁ ସଂକଳ୍ପ ନେଇଥିବା ଅମ୍ବାନୀ କମ୍ପାନୀର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି। ବଜାରରେ ଜିଓଫୋନ୍‌ ନେକ୍ସଟ୍‌ ନାଁରେ ଏକ ମୋବାଇଲ…

ରିଲାଏନ୍ସ ନିଜ କର୍ମଚାରୀ ଓ ତାଙ୍କ…

ମୁମ୍ବାଇ: ଦେଶର ସମସ୍ତ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଯାଇଛି । ସ୍ବାସ୍ଥ୍ୟ କର୍ମୀମାନଙ୍କୁ ପ୍ରଥମେ ଟିକା ଦିଆଯାଇଥିଲା। କର୍ପୋରେଟ ସେକ୍ଟର ମଧ୍ୟ ନିଜ କର୍ମଚାରୀ ମାନଙ୍କୁ କରୋନା ଟିକା ଦେବାପାଇଁ ଆଗେଇଛି। ତେବେ ରିଲାଏନ୍ସ କର୍ମଚାରୀ ଓ ତାଙ୍କ ପରିବାରର ଟିକାକରଣର ପୁରା ଖର୍ଚ୍ଚ ରିଲାଏନ୍ସ ବହନ କରିବ…

ଜେଜେ ହେଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ରିଲାଏନ୍ସ ଗ୍ରୁପର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ଘରେ ଖୁସିର ଲହରି ଖେଳିଯାଇଛି। ସେ ଏବେ ବାପାରୁ ଜେଜେ ହୋଇଛନ୍ତି। ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ଶ୍ଲୋକା ମେହେଟ୍ଟାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ଶିଶୁ ପୁତ୍ରର ଆଗମନକୁ ନେଇ ଅମ୍ବାନୀ ପରିବାରରେ ଖୁସିର…

୨ଜିରେ ଫସି ରହିଥିବା ୩୦ କୋଟି…

ଭୁବନେଶ୍ୱର: ଭର୍ଚୁଆଲ୍ ଇଣ୍ଡିଆନ ମୋବାଇଲ୍ କଂଗ୍ରେସ ୨୦୨୦କୁ ସମ୍ବୋଧିତ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି ଦେଶରେ ଏବେ ମଧ୍ୟ ୨ଜି ମୋବାଇଲ୍ ସେବାରେ ସଂକୁଚିତ ରହିଥିବା ୩୦ କୋଟି ମୋବାଇଲ୍‌ ଗ୍ରାହକଙ୍କ ସ୍ଥିତି ନେଇ ଚିନ୍ତାପ୍ରକଟ କରିଛନ୍ତି । ଭାରତର ଡିଜିଟାଲ୍ ଅର୍ଥ…

ବିଶ୍ୱ ଧନୀ ତାଲିକାରେ ତଳକୁ ଖସିଲେ ମୁକେଶ…

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାର ମୂଲ୍ୟ ହ୍ରାସ ହେବା ପରେ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଛି। ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ପ୍ରାୟ ୬.୮ ବିଲିୟନ ଡ଼ଲାର (୫୦ ହଜାର କୋଟି ଟଙ୍କା) ହ୍ରାସ ପାଇଛି। ଶୁକ୍ରବାର ପର୍ଯ୍ୟନ୍ତ ମୁକେଶ ବିଶ୍ୱର ଶ୍ରେଷ୍ଠ ଧନୀ…

ସେନାବାହିନୀ ଗହଣରେ ପୁଅ ବାହାଘର ପାଳିଲେ…

ମୁମ୍ବାଇ: ସହର ଏବଂ ଦେଶକୁ ସୁରକ୍ଷିତ ରଖିବାଦିଗରେ ଅହରହ କାର୍ଯ୍ୟ କରୁଥିବା ବିଭିନ୍ନ ସୁରକ୍ଷା ବାହିନୀ ଓ ସେନା ପ୍ରତି ସମ୍ମାନ ଜଣାଇ ଆଜି ସଂଧ୍ୟାରେ ସେନା ବାହିନୀ, ନୌବାହିନୀ,ଅର୍ଦ୍ଧସାମରିକ ବଳ, ମୁମ୍ବାଇ ପୋଲିସ, ରେଳ ସୁରକ୍ଷା ବଳ ଇତ୍ୟାଦିରେ କାର୍ଯ୍ୟ କରୁଥିବା ସହସ୍ରାଧିକ ଅଧିକାରୀ, କର୍ମଚାରୀ ଓ …