ମୁଲାୟମ୍ ସିଂ ଯାଦବ ଅସୁସ୍ଥ: ମେଡ଼ିକାଲରେ…
ଉତ୍ତରପ୍ରେଦଶ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଅସୁସ୍ଥ ହୋଇ ପଡ଼ିଛନ୍ତି। ଗତକାଲି ଗୁରୁତର ଅସୁସ୍ଥ ହୋଇପଡିଥିଲେ ମୁଲାୟମ୍। ସେଥିପାଇଁ ସୋମବାର ରାତିରେ ଏକ ଚାର୍ଟାଡ ବିମାନରେ ମୁଲାୟମଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ…