Odisha Link
Bridging the Missing Links in Odisha
Browsing Tag

Naba Dash

ଓଡ଼ିଶାରେ ସ୍ଥିତି ବିଗିଡ଼ିଲେ ହୋଇପାରେ…

ଭୁବନେଶ୍ୱର: ମହାରାଷ୍ଟ୍ର ସମେତ ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ରାଜ୍ୟରେ କରୋନା କଟକଣାକୁ କଡ଼ାକଡ଼ି କରିଛନ୍ତି। ଏନେଇ ଗତକାଲି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ସଂକ୍ରମଣ ପ୍ରତିହତ ପାଇଁ ଆବଶ୍ୟକ ସତର୍କତା…

ସବୁ ମେଡ଼ିକାଲରେ ଅଗ୍ନି ନିରାପତ୍ତା ଯାଞ୍ଚ…

ଭୁବନେଶ୍ବର: କଟକ ତୁଳସୀପୁର ସନ୍‌ ହସ୍ପିଟାଲରେ ନିଆଁ ଲାଗିବା ଘଟଣାରେ ଆଜି ନିଜର ପ୍ରତିକ୍ରିୟା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ଏନେଇ ମନ୍ତ୍ରୀ କହିଛନ୍ତି ଯେ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ତଦନ୍ତ ଚାଲିଛି। ରାଜ୍ୟର ସମସ୍ତ ଘରୋଇ ମେଡ଼ିକାଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ ହେବ। ସବୁ…

ଆଉ ମାସେ ବଢ଼ାଯାଉ ଲକ୍‌ଡାଉନ୍: ନବ ଦାସ

ଭୁବନେଶ୍ବର: କରୋନା ଭୂତାଣୁ ଜନିତ ମହାମାରୀ ପାଇଁ ଏ ପର୍ଯ୍ୟନ୍ତ କୌଣସି ପ୍ରତିଷେଧକ ବାହାରି ନାହିଁ। ଫଳରେ କରୋନା ମୁକାବିଲାର ଏକମାତ୍ର ଭରସା ହେଉଛି ଲକ୍‌ଡାଉନ୍। ଦେଶ ତଥା ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଲକ୍‌ଡାଉନ୍ ହିଁ ଭୂତାଣୁ ସଂକ୍ରମଣ ପ୍ରତିହତ କରିପାରିବ ବୋଲି କହିଛନ୍ତି…

ମୋ ଝିଅ ଗ୍ରୋନ୍‌ ଅପ୍‌ ଗାର୍ଲ : ମନ୍ତ୍ରୀ

ଭୁବନେଶ୍ୱର: ହୀରାକୁଦ ଡ୍ୟାମ୍‌ ନିଷିଦ୍ଧାଞ୍ଚର ଭିଡିଓ ଭାଇରାଲ୍‌ ଘଟଣାରେ ମୁହଁ ଖୋଲିଛନ୍ତି ମନ୍ତ୍ରୀ। ଭିଡିଓରେ ୩ ଅଭିନେତ୍ରୀଙ୍କ ସହ ନବ ସାଦଙ୍କ ଝିଅ ଥିବା ଚର୍ଚ୍ଚା ହେଉଥିବା ବେଳେ ମନ୍ତ୍ରୀ ନବ କହିଛନ୍ତି ଯେ, ମୁଁ ଭିଡିଓ ଦେଖି ନାହିଁ କି ଏ ବାବଦରେ କିଛି ଜାଣି ନାହିଁ। ଯିଏ ଭିଡିଓରେ ଥିଲା ତାଙ୍କୁ…

ରାଜ୍ୟରେ ନକଲି ଡାକ୍ତର ଅଛନ୍ତି:…

ଭୁବନେଶ୍ବର: ନକଲି ଡାକ୍ତର ପ୍ରସଙ୍ଗରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପ୍ରତିକ୍ରିୟା ଦେଇଛନ୍ତି। ରାଜ୍ୟରେ ନକଲି ଡାକ୍ତର ନାହାଁନ୍ତି ବୋଲି ମୁଁ କହୁନାହିଁ। ଯେଉଁଠି ବି ନକଲି ଡାକ୍ତର ଧରାପଡୁଛନ୍ତି ସେଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଆଗମୀ ସମୟରେ ଦୃଷ୍ଟିକୁ ଆସିଲେ ମଧ୍ୟ କାର୍ଯ୍ୟନୁଷ୍ଠାନ…

କଟାକ୍ଷ ପରେ ବୁଲିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ବିରୋଧୀଙ୍କ ସମାଲୋଚନା ଖାତିରି ନ କରି ମେଡିକାଲ ବୁଲିଲେ ମନ୍ତ୍ରୀ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଶୁକ୍ରବାର ଅଚାନକ ଭଦ୍ରକ ମେଡିକାଲ ପରିଦର୍ଶନ କରିଛନ୍ତି । ମନ୍ତ୍ରୀ ଶ୍ରୀ ଦାସ ଅଚାନକ ପହଞ୍ଚି ମେଡିକାଲର ବିଭିନ୍ନ ୱାର୍ଡ ବୁଲିଛନ୍ତି। ପୂର୍ବରୁ ରାଜ୍ୟର ବିଭିନ୍ନ ମେଡିକାଲରେ ବୁଲୁଥିଲେ…

ସୁର ଭାଇ ଜାଣି ନାହାନ୍ତି: ସ୍ବାସ୍ଥ୍ୟ…

ଭୁବନେଶ୍ବର: ସୁର ଭାଇଙ୍କ ବେଳେ ଯାହାହେଉଥିଲା, ଏବେ ଯୁଗ ବଦଳିଯାଇଛି। ମନ୍ତ୍ରୀ ଯେଉଁଠି ଥିଲେ ବି ଓଏସଡବ୍ଲୁ୍ୟଏଏସ(ଓସ୍ୱାସ)ରେ କାମ କରିପାରିବେ। ଡିଜିଟାଲରେ କେମିତି ଦସ୍ତଖତ ହୁଏ ସୁର ଭାଇ ଜାଣିନାହାନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି। ୫-ଟିକୁ ନେଇ ସୁର ରାଉତରାୟଙ୍କ କଟାକ୍ଷର ଜବାବ…

ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ରଙ୍କ…

ଭୁବନେଶ୍ବର: ଗୁରୁତର ଅସୁସ୍ଥ ହୋଇଥିବା ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର (ଜିତୁ ମିତ୍ର)ଙ୍କ ସ୍ବାସ୍ଥ୍ୟବସ୍ଥା ତଦାରଖ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ବର୍ତ୍ତମାନ ଜିତୁ ମିତ୍ର ଗୁରୁତର ଅସୁସ୍ଥ ହୋଇ ମୁମ୍ବାଇରେ ଚିକିତ୍ସାଧୀନ ହେଉଛନ୍ତି। ମୁମ୍ବାଇ ଯାଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ…

ଲିଚୁର ନମୁନା ଯାଞ୍ଚ ହେବ, ନିର୍ଦ୍ଦେଶ…

ଭୁବନେଶ୍ବର: ବିହାରରେ ଏଇସି ମୃତ୍ୟୁକୁ ଦୃଷ୍ଟିରେ ରଖି ସଜାଗ ହୋଇଛନ୍ତି ରାଜ୍ୟ ସରକାର। ରାଜ୍ୟର ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ସଜାଗ ହୋଇଛି। ଖାଦ୍ୟ ନିରାପତ୍ତା କମିସନରଙ୍କୁ ସଜାଗ ରହିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଏହାସହ ବଜାରରେ ବିକ୍ରି ହେଉଥିବା ଲିଚୁର…