Odisha Link
Bridging the Missing Links in Odisha
Browsing Tag

Nagarjuna Besha

ନାଗାର୍ଜୁନ ବେଶ ସାମଗ୍ରୀ ସଂପୂର୍ଣ୍ଣ…

ଭୁବନେଶ୍ବର: ନାଗାର୍ଜୁନ ବେଶ ସୂର୍ଯ୍ୟ, ଚନ୍ଦ ନେଇ ସ୍ପଷ୍ଟ କଲା ଶ୍ରୀମନ୍ଦିର ପ୍ରଶାସନ। ଚର୍ଚ୍ଚିତ ସୂର୍ଯ୍ୟ, ଚନ୍ଦ୍ର ଶ୍ରୀଜିଉଙ୍କ ବେଶର ଅଂଶବିଶେଷ ନୁହେଁ ବୋଲି କହିଲା ପ୍ରଶାସନ। ସୂର୍ଯ୍ୟ, ଚନ୍ଦ୍ର ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରେସରିଲିଜ୍‌ ଜାରି କରିଛି। ଏହି ପ୍ରେସରିଲିଜ୍‌ରେ କହୁଯାଇଛି…

ଫେରିଲା ନାଗାର୍ଜୁନ ବେଶର ଚନ୍ଦ୍ରସୂର୍ଯ୍ୟ

ଭୁବନେଶ୍ୱର: ଫେରିଲା ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶର ଚନ୍ଦ୍ରସୂର୍ଯ୍ୟ। ଗତ ୨୭ ତାରିଖ ଦିନ ନାଗାର୍ଜୁନ ବେଶ ଓଲାଗି ପରେ ୨୮ତାରିଖରେ ଚନ୍ଦ୍ରସୂର୍ଯ୍ୟ ଶ୍ରୀମନ୍ଦିର ବାହାରକୁ ଅଣାଯାଇଥିଲା। କାହିଁକି ଆଉ କିଏ ଆଣିଥିଲା ସେନେଇ ତଦନ୍ତ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିଲା ନିର୍ଦ୍ଦେଶ।…

୨୬ ବର୍ଷ ପରେ ଆଜି ବିରଳ ନାଗାର୍ଜୁନ ବେଶ

ଦୀର୍ଘ ୨୬ ବର୍ଷ ପରେ ଜଗତର ନାଥ ଜଗନ୍ନାଥ ବିରଳ ନାଗାର୍ଜୁନ ବେଶରେ ସଜିତ ହୋଇଛନ୍ତି। ତାଙ୍କର ଏହି ବେଶକୁ ପର୍ଶୁରାମ ଦେଶ ବୋଲି ମଧ୍ୟ କୁହାଯାଏ। ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ଛଅ ଦିନ ପଡେ, ସେ ବର୍ଷ ମଳ ତିଥିରେ ଠାକୁରମାନଙ୍କ ନାଗାର୍ଜୁନ ବେଶ ହୋଇଥାନ୍ତି। ପୂର୍ବଥର ଏହି ବେଶ ୧୬ ନଭେମ୍ବର…

ପୁରୀରେ ୧୪୪ ଧାରା ଜାରି

ପୁରୀ: ପୁରୀରେ ଜାରି ହେଲା ୧୪୪ ଧାରା। ନାଗାର୍ଜୁନ ବେଶ ଲାଗି ପାଇଁ ପାଇଁ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ପୁଲିସ୍ ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସମସ୍ତ ତଥା ବିଶେଷ କରି ପୁରୀର ନାଗରିକଙ୍କ ସ୍ୱାସ୍ଥ୍ୟ ପ୍ରତି ସର୍ବୋଚ୍ଚ ପ୍ରାଥମିକତା ଦେବା ଏବଂ…

୨ ଦିନ ପରେ ନାଗାର୍ଜୁନ ବେଶ,…

ପୁରୀ: ଆଉ ଦୁଇଦିନ ପରେ ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ। ୨୭ ତାରିଖରେ ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ। ୨୫ ବର୍ଷ ପରେ ପଡୁଛି ଶ୍ରୀଜୀଉଙ୍କ ଏହି ଦୁର୍ଲଭ ବେଶ। ଛତିଶା ନିଯୋଗ ବୈଠକରେ ନାଗାର୍ଜୁନ ବେଶର ନୀତି ନିର୍ଘଣ୍ଟ ହୋଇଛି। ନିଷ୍ପତ୍ତି ଅନୁଯାୟୀ ନାଗାର୍ଜୁନ ବେଶରେ ମହାପ୍ରଭୁଙ୍କୁ ଏକ ଶୋଭାଯାତ୍ରାରେ ରାତି…

ନାଗାର୍ଜୁନ ବେଶ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଚଳିତ ବର୍ଷ କରୋନା କଟକଣା ପାଇଁ ଆଡମ୍ବରରେ ହେବ ନ‌ାହିଁ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଶ୍ରୀ ମନ୍ଦିରରେ ନାଗାର୍ଜୁନ ବେଶ ପାଇଁ ନୀତିକାନ୍ତି ଚୂଡାନ୍ତ ହୋଇଛି। କେବଳ ବେଶ ନୀତି ଅନୁଷ୍ଠିତ ହେବ। ନାଗାର୍ଜୁନ ବେଶ ସମୟରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ବନ୍ଦ କରାଯିବ। ଆସନ୍ତା ନଭେମ୍ବର ୨୭…