Odisha Link
Bridging the Missing Links in Odisha
Browsing Tag

NASA

ଅସହ୍ୟ ହେବ ତାତି! ବିଶ୍ବ ତାପମାତ୍ରାକୁ…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ତାପମାତ୍ରା ହାର ବଢ଼ିବାରେ ଲାଗିଛି। ବଢୁଥିବା ତାପମାତ୍ରାକୁ ନେଇ ନାସା ଏକ ସତର୍କବାଣୀ ଜାରି କରିଛି। ଚଳିତ ବର୍ଷ ବିଶ୍ବ ତାପମାତ୍ରା ସବୁ ରେକର୍ଡ ଅତିକ୍ରମ କରିଥିବାବେଳେ ୨୦୨୪ରେ ଉତ୍ତାପ ବଢିବା ସହିତ ଆହୁରି ଅଧିକ ଗରମ ଅନୁଭୂତ ହେବ ବୋଲି ସତର୍କତା ଜାରି କରିଛି। ଏଥିପାଇଁ…

ସମୁଦ୍ରରେ ଲୀନ ହୋଇଯିବ ଦେଶର ୧୨ ସହର,…

ନୂଆଦିଲ୍ଲୀ: ୨୧୦୦ ମସିହା ବେଳକୁ ଭାରତର ୧୨ ଉପକୂଳବର୍ତ୍ତୀ ସହର ପାଣିରେ ବୁଡ଼ିଯିବ। ଅର୍ଥାତ୍‌ ଆଉ ୭୯ ବର୍ଷ ପରେ ସମୁଦ୍ର ଗର୍ଭରେ ଲୀନ ହେବ ଦେଶର ପ୍ରମୁଖ ୧୨ ସହର। କାରଣ କ୍ରମାଗତ ତାପମାତ୍ରା ବଢୁଥିବାରୁ ଆର୍ଣ୍ଟକଟିକା ଅର୍ଥାତ ଉତ୍ତରମେରୁରେ ଜମା ବରଫ ତରଳିବାରେ ଲାଗିଛି। ଏଥିରେ ସମୁଦ୍ରର ଜଳସ୍ତର…

ଆଜି ପୃଥିବୀ ନିକଟତର ହେବ ଏହି ଗ୍ରହାଣୁ

ନୂଆଦିଲ୍ଲୀ: ଆଜି ପୃଥିବୀ ନିକଟତର ହେଇ ଗତି କରିବ ଗ୍ରହାଣୁ। ‘୨୦୦୧ ଏଫ୍‌ଓ୩୨’ ପ୍ରକାଣ୍ଡ ଗ୍ରହାଣୁ ଅତି କ୍ଷୀପ୍ର ବେଗରେ ପୃଥିବୀ ନିକଟତର ହେଇ ଗତି କରିବ।ଭାରତୀୟ ସମୟ ରବିବାର ରାତି ପ୍ରାୟ ୯.୩୦ରେ ଏହି ଗ୍ରହାଣୁ ପୃଥିବୀର ନିକଟତର ହେବ ବୋଲି ଫ୍ରାନ୍‌ସ୍‌ର ସର୍ବବୃହତ୍‌ ଜ୍ୟୋତିର୍ବିଜ୍ଞାନ ଗବେଷଣା…

ଚର୍ଚ୍ଚାରେ ଡ. ସ୍ୱାତୀ ମୋହନଙ୍କର ବିନ୍ଦି

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ଚର୍ଚ୍ଚାରେ ଡ. ସ୍ୱାତୀ ମୋହନଙ୍କର ବିନ୍ଦି। ଏହାର ଶବ୍ଦ ମଙ୍ଗଳ ଗ୍ରହ ପର୍ଯ୍ୟନ୍ତ ପହଞ୍ଚିଯାଇଛି। ଭାରତ ଜନ୍ମିତ ଆମେରିକୀୟ ବୈଜ୍ଞାନିକ ଡା. ସ୍ୱାତୀ ମୋହନ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ନିଜର ସ୍ୱପ୍ନ ସାକାର କରିବା ସହ ଭାରତର ନାଁକୁ ମଧ୍ୟ ସେ…

ସଫଳ ହେଲା ‘ନାସା’ର ମଙ୍ଗଳ ମିଶନ୍

ନୂଆଦିଲ୍ଲୀ: ଇତିହାସ ରଚିଲା ଆମେରିକାର ନାସା । ସଫଳ ହୋଇଛି ‘ନାସା’ର ମଙ୍ଗଳ ମିଶନ୍। ଦୀର୍ଘ ୭ ମାସର ଯାତ୍ରା କରିବା ପରେ ମଙ୍ଗଳ ଗ୍ରହରେ ଓହ୍ଲାଇଛି ନାସାର ଏହି ରୋଭର। ଗୁରୁବାର ରାତି ୨ଟା ୨୫ ମିନିଟରେ ଏହି ରୋଭର ଅବତରଣ କରିଥିଲା। ରୋଭର ଲ୍ୟାଣ୍ଡ କରିବା ମାତ୍ରେ କାଲିଫର୍ଣ୍ଣିଆସ୍ଥିତ ଜେଟ୍ ପ୍ରପଲସନ୍…

ଭାରତୀୟ ବଂଶୋଦ୍ଭବଙ୍କୁ ଗୁରୁ ଦାୟିତ୍ବ ,…

ନୂଆଦିଲ୍ଲୀ: ବିଶ୍ବ ଦରବାରରେ ବଢ଼ୁଛି ଭାରତୀୟ ବଂଶୋଦ୍ଭବଙ୍କ ଦବଦବା। ଏବେ ଭାରତୀୟ-ଆମେରିକୀୟ ଭବ୍ୟା ଲାଲ NASAର କାମଚଳା ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ସୋମବାର ତାଙ୍କୁ ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି କାମଚଳା ମୁଖ୍ୟ ଭାବେ ନିଯୁକ୍ତ କରିଛି। ଏହା ପୂର୍ବରୁ ୨୦୦୫ରୁ ୨୦୨୦ ପର୍ଯ୍ୟନ୍ତ NASAର…

ସ୍ପେସ୍‌ ଏକ୍ସ ରଚିଲା ଇତିହାସ

ୱାଶିଂଟନ: ଇତିହାସ ରଚିଲା ଆମେରିକାର ସ୍ପେସ୍‌ ଏକ୍ସ। ଆଜି ୪ ଜଣ ମହାକାଶଚାରୀଙ୍କୁ ନେଇ ଫ୍ଲୋରିଡା ସ୍ଥିତ ସ୍ପେସ୍‌ ସେଣ୍ଟରରୁ ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ର ଅଭିମୁଖେ ବାହାରିଛି ଫାଲକନ୍‌ ରକେଟ୍। ଏହି ମହାକାଶ ଯାତ୍ରାରେ ପ୍ରଥମ ଥର ପାଇଁ ଆମେରିକାର କୌଣସି ବେସରକାରୀ ସଂସ୍ଥା ମହାକାଶ…

ନାସା ହ୍ୟୁମାନ ରୋଭର ଚ୍ୟାଲେଞ୍ଜରେ ୧୦…

ଭୁବନେଶ୍ୱର: ଆନ୍ତର୍ଜାତିକ ପ୍ରତିଯୋଗିତା ନାସା ହ୍ୟୁମାନ ରୋଭର ଚ୍ୟାଲେଞ୍ଜରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ଓଡ଼ିଶାରୁ ୧୦ ଜଣ ସ୍କୁଲ ଛାତ୍ରଛାତ୍ରୀ। ଭାରତରେ ପ୍ରଥମ ଥର ପାଇଁ ସ୍କୁଲ୍ ପିଲାଙ୍କୁ ନେଇ ଏକ ଟିମ୍ ଏଥିପାଇଁ ଚୟନ କରାଯାଇଛି। ଆବେଦନ କରିଥିବା ୮୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଓଡ଼ିଶାର…

ଆଜି ପୃଥିବୀ ନିକଟତର ହେବ ଗ୍ରହାଣୁ

ଭୁବନେଶ୍ୱର: ଆଜି ଏକ ବିରାଟ ଗ୍ରହାଣୁ ପୃଥିବୀର କକ୍ଷପଥ ଦେଇ ଅତିକ୍ରମ କରିବ। ପୃଥିବୀ ସହ ଗ୍ରହାଣୁର ଧକ୍କା ଦେବାର ସମ୍ଭାବନା ନାହିଁ ବୋଲି ନାସା ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆଜି ଭାରତୀୟ ସମୟ ଅପରାହ୍ନ ୨ଟା ୮ ମିନିଟରେ ‘ଗ୍ରହାଣୁ ୪୬୫୮୨୪୨୦୧୦ ଏଫଆର’ ପୃଥିବୀର ନିକଟତ ହେବ ବୋଲି ବୈଜ୍ଞାନିକମାନେ…

ଇତିହାସ ରଚିଲା ଆମେରିକା, ଲଞ୍ଚ ହେଲା…

ଓ୍ବାଶିଂଟନ: ଖରାପ ପାଖ କାରଣରୁ ୩ଦିନ ପୂର୍ବରୁ ଆମେରିକା ମହାକାଶ ଜଗତରେ ଇତିହାସ ଲେଖିବା ପୂର୍ବରୁ ଅଟକି ଯାଇଥିଲା। ହେଲେ ଆଜି ମେ ୩୧ରେ, ଆମେରିକାର ସ୍ପେସ୍ ଏଜେନ୍ସି ନାସା (ନାସା) ଘରୋଇ ମହାକାଶଯାନ ଡ୍ରାଗନ୍ ୨ଜଣ ମହାକାଶଚାରୀଙ୍କୁ ନେଇ ସଫଳତାର ସହ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍‌କୁ ଉଡ଼ାଣ ଭରିଛି।…