ଆଜି ଜାତୀୟ ପାଣିପାଗ କନକ୍ଲେଭ୍ ଉଦ୍ଘାଟନ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାତୀୟ ପାଣିପାଗ କନ୍କ୍ଳେଭରେ ଉଦ୍ଘାଟନ କରିବେ। ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କନ୍କ୍ଳେଭର ଉଦ୍ଘାଟନ କରିବେ ମୋଦି। ଏହି ଅବସରରେ ମୋଦି ଜାତୀୟ ଆଟମିକ ଟାଇମ ସ୍କେଲ୍ ଏବଂ ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ଅନୁଷ୍ଠାନକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ…