Odisha Link
Bridging the Missing Links in Odisha
Browsing Tag

Naveen Niwas

ନବୀନ ନିବାସରେ ତନୟା ପଟ୍ଟନାୟକ

ଭୁବନେଶ୍ବର: ବିଜୁ ଜନତା ଦଳରୁ ଦୂରେଇ ଯାଇଥିବା ବରିଷ୍ଠ ରାଜନେତା ତଥା ଖଣ୍ଡପଡ଼ାର ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ କନ୍ୟା ତଥା ଦୈନିକ ସମ୍ବାଦର ସଂପାଦକ ତନୟା ପଟ୍ଟନାୟକ ଆଜି ଅପରାହ୍ଣରେ ନବୀନ ନିବାସ ଯାଇଥିବା ନେଇ ସୂଚନା ମିଳିଛି। ଅନ୍ୟପଟେ ଆଜି ବିଳମ୍ବିତ ରାତିରେ ବିଜେଡିର ବରିଷ୍ଠ ନେତା ତଥା…

ନବୀନ ନିବାସରେ ପଶ୍ଚିମ ଓଡ଼ିଶା ନେତାଙ୍କ…

ଓଏଲ୍‌ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନରେ ବିଜୟୀ ହେବା ପରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବର୍ଷା ସିଂ ବରିହା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ବର୍ଷା ସିଂ ବରିହା । ବର୍ଷାଙ୍କ ସହ ସାଥିରେ ମନ୍ତ୍ରୀ ରୀତା ସାହୁ, ଟୁକୁନି ସାହୁ,…

ସୁରଙ୍କ ଚେତାବନୀ

ଖୋର୍ଦ୍ଧା : ନବୀନ ନିବାସ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି ବିଧାୟକ ଶ୍ରୀ ରାଉତରାୟ। ଜଟଣୀ ବ୍ଲକ୍‌ର ସ୍ଥିତିବାନ ଜମିକୁ ରାଜସ୍ବ ବିଭାଗ ପକ୍ଷରୁ ଶ୍ରୀଜଗନ୍ନାଥ ଜମି ବୋଲି ଚିହ୍ନଟ କରାଯାଇ ଏହାର କିଣାବିକା ଉପରେ ରୋକ୍‌ ଲଗାଇଛନ୍ତି। ଏହି ଘଟଣାକୁ ନେଇ ଆସନ୍ତା ୨୭ ତାରିଖରେ ନବୀନ ନିବାସ ଘେରାଉ…

ନବୀନ ନିବାସରୁ ଚନ୍ଦ୍ରଙ୍କୁ ଡାକରା

ଭୁବନେଶ୍ୱର: ବ୍ରହ୍ମପୁର ସାଂସଦ ବିଜେଡିର କାର୍ଯ୍ୟକାରିଣୀ ବୈଠକରେ ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରିବା ଘଟଣା ଏବେ ଚର୍ଚ୍ଚାରେ। ଏମିତିକି ଚାପୁଡ଼ା ମାରିବା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ବେହେରାଙ୍କୁ ମହଙ୍ଗା ପଡ଼ିପାରେ କାରଣ ଚାପୁଡ଼ା ମାରିବା ସମ୍ପର୍କିତ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଆଜି ନବୀନ…

ନବୀନ ନିବାସ ପାଖରେ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର: ପୁଲିସ କାର୍ୟ୍ୟାନୁଷ୍ଠନ ଗ୍ରହଣ ନ କରିବାରୁ ଶନିବାର ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସ ପାଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଛନ୍ତି। ସେ ହେଉଛନ୍ତି କଟକ ଜିଲ୍ଲା ଅନ୍ତର୍ଗତ ନିଆଳୀ ଥାନା ଅଞ୍ଚଳର ପହଙ୍ଗା ଗ୍ରାମ ନିବାସୀ ରଘୁନାଥ ଓଝା। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…