Odisha Link
Bridging the Missing Links in Odisha
Browsing Tag

Naveen Patnaik

ଦାରିଦ୍ର୍ୟ ଦୂରୀକରଣରେ ଆଗରେ ଓଡ଼ିଶା,…

ଓଏଲ୍‌ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ଉତ୍ସବ ମୁଖର ରଥଦାଣ୍ଡ। ଏସବୁ ଭିତରେ ଓଡ଼ିଶାର ଦାରିଦ୍ର୍ୟ ଦୂରୀକରଣକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ନୀତି ଆୟୋଗର ତଥ୍ୟ ଅନୁସାରେ, ଗତ ୨୦୨୩-୨୦୨୪ରେ ଦାରିଦ୍ର୍ୟ ଦୂରୀକରଣରେ ଓଡ଼ିଶା ଆଗରେ ରହିଛି। ବିଗତ ବର୍ଷ ମାନଙ୍କ ତୁଳନାରେ ଓଡ଼ିଶା ଆଗରେ…

କିଏ ହେବେ ବିରୋଧୀ ଦଳ ନେତା? ଆଜି ବିଜେଡି…

ଓଏଲ୍‌ ବ୍ୟୁରୋ: ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ମୋହନ ସରକାର ଶାସନ ଗାଦିରେ ବସିବା ପରେ ଗତକାଲିଠୁ ଆରମ୍ଭ ହୋଇଛି ପ୍ରଥମ ବିଧାନସଭା ଅଧିବେଶନ। ଶପଥ ଗ୍ରହଣ ସମାରୋହ ଚାଲିଥିବାବେଳେ ଆଜି ବିଜେଡି ବିଧାୟକ ଦଳ ବୈଠକ ବସିବ। ବୈଠକରେ ବିରୋଧୀ ଦଳ ନେତା ନିର୍ବାଚିତ ହେବେ। ବିଜେଡି ସୁପ୍ରିମୋ ନବୀନ…

ବାହା ହେଲେ ବିଜେଡି ସୁପ୍ରିମୋ ନବୀନଙ୍କ…

ଓଏଲ୍‌ ବ୍ୟୁରୋ: ବିବାହ ବନ୍ଧନରେ ବାନ୍ଧି ହେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ। ସୁଦୂର ନେଦରଲ୍ୟାଣ୍ଡସରେ ବିବାହ କଲେ ଅରୁଣ। ନାଦିଆ ନାମ୍ନୀ ଜଣେ ବିଦେଶୀ ଯୁବତୀଙ୍କୁ ବିବାହ କରିଛନ୍ତି ବିଜୁ ପଟ୍ଟନାୟକଙ୍କ ନାତି ତଥା ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ ପଟ୍ଟନାୟକ। ତେବେ…

ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ନବୀନଙ୍କୁ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ମୋହନ ମାଝୀ। ଏହାପୂର୍ବରୁ ସେ ବରପୂତ୍ରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଛନ୍ତି। ଏଥିସହିତ ସାଧାରଣ ଲୋକଙ୍କ ସହିତ ଭଲମନ୍ଦ ପଚାରି ବୁଝିଛନ୍ତି। ଏସବୁ ମଧ୍ୟରେ ଜାତୀୟ ରାଜନୀତିକୁ ନୂଆ ଦିଶା ଦେଖାଇଛି ଓଡ଼ିଶା ରାଜନୀତି। ୨୪ ବର୍ଷ ଧରି…

ବୁଧବାର ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ,…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶା ପାଇବ ନୂଆ ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବାକୁ ଓଡ଼ିଶା ଆସୁଛନ୍ତି। ଏଥିସହିତ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବରେ ଯୋଗଦେବାକୁ ନବୀନ…

ପରାଜୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା…

ଓଏଲ୍‌ ବ୍ୟୁରୋ: ୨୪ ବର୍ଷ ପରେ ବିଜୁ ଜନତା ଦଳ ବିଧାନସଭା ନିର୍ବାଚନରେ ହାରିଛି। ବିଜେପି ପ୍ରଥମଥର ପାଇଁ ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି। ନିର୍ବାଚନ ଫଳାଫଳରେ ବିଜେଡି ହାରିବା ପରେ ଆଜି ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ସାଢ଼େ ୪ କୋଟି…

ବିଜେଡିର ପରାଜୟ ପରେ ନବୀନଙ୍କ ପ୍ରଥମ…

ଓଏଲ୍‌ ବ୍ୟୁରୋ: ୨୪ ବର୍ଷ ପରେ ବିଜୁ ଜନତା ଦଳ ବିଧାନସଭା ନିର୍ବାଚନରେ ହାରିଛି। ବିଜେପି ପ୍ରଥମଥର ପାଇଁ ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି। ନିର୍ବାଚନ ଫଳାଫଳରେ ବିଜେଡି ହାରିବା ପରେ ଆଜି ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ସାଢ଼େ ୪ କୋଟି…

ନବୀନ ନିବାସରେ ପାଣ୍ଡିଆନ

ଓଏଲ୍‌ ବ୍ୟୁରୋ: ବିଜୁ ଜନତା ଦଳର ନିର୍ବାଚନୀ ବିପର୍ଯ୍ୟୟ ପରେ ଏକାଠି ହେଲେ ବରିଷ୍ଠ ନେତା। ଆଜି ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ମେଳି ଦେଖିବାକୁ ମିଳିଛି। ଜଣଙ୍କ ପରେ ଜଣେ ବରିଷ୍ଠ ବିଜେଡି ନେତା ନବୀନ ନିବାସ ଅଭିମୁଖେ ଯାଉଛନ୍ତି। ସବୁଠୁ ବଡ଼କଥା ହେଲେ ବିଜେଡିର ପୋଷ୍ଟର ବୟ ଭି କାର୍ତ୍ତିକ…

ନବୀନ ନିବାସରେ ବରିଷ୍ଠ ବିଜେଡି ନେତାଙ୍କ…

ଓଏଲ୍‌ ବ୍ୟୁରୋ: ବିଜୁ ଜନତା ଦଳର ନିର୍ବାଚନୀ ବିପର୍ଯ୍ୟୟ ପରେ ଏକାଠି ହେଲେ ବରିଷ୍ଠ ନେତା। ଆଜି ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ମେଳି ଦେଖିବାକୁ ମିଳିଛି। ଜଣଙ୍କ ପରେ ଜଣେ ବରିଷ୍ଠ ବିଜେଡି ନେତା ନବୀନ ନିବାସ ଅଭିମୁଖେ। ମିଳିଥିବା ସୂଚନା ମୁତାବକ, ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସ…

ନବୀନ ନିବାସରେ ନବନିର୍ବାଚିତ ବିଧାୟକ

ଓଏଲ୍‌ ବ୍ୟୁରୋ: ନବୀନ ନିବାସରେ ନବନିର୍ବାଚିତ ବିଜେଡି ବିଧାୟକ। ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରୁଛନ୍ତି ବିଜୟୀ ବିଧାୟକ। ୫୧ ଜଣ ବିଧାୟକଙ୍କ ସହିତ ଆଲେଚନା କରିଛନ୍ତି ନବୀନ ପଟ୍ଟନାୟକ। ବିିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିକାଶର ଧାରା ଜାରି ରଖିବା…