Odisha Link
Bridging the Missing Links in Odisha
Browsing Tag

NCP

ଶରଦ ପାଓ୍ବାରଙ୍କ ହାତରୁ ଗଲା ଏନସିପି;…

ଓଏଲ୍‌ ବ୍ୟୁରୋ: ଏନ୍‌ସିପି କାହାର ? ଶରଦ ପାଓ୍ବାରଙ୍କର ନା ଅଜିତ ପାଓ୍ବାରଙ୍କର। ଏନେଇ ଆଜି ନିର୍ବାଚନ ଆୟୋଗ ଶୁଣାଇଛନ୍ତି ନିଷ୍ପତ୍ତି। ଦାଦା ପୁତୁରା କଳିରେ ପୁତୁରାର ବିଜୟ ହୋଇଛି। ନିର୍ବାଚନ ଆୟୋଗ କହିଛନ୍ତି ଯେ ଅଜିତ ପାଓ୍ବାର ଗୋଷ୍ଠୀ ଏନିସିପି ହିଁ ଅସଲ ଏନସିପି। ନିର୍ବାଚନ ଆୟୋଗ କହିଛନ୍ତି,…

ମହାରାଷ୍ଟ୍ର ରାଜନୀତିରେ ମହା ଟ୍ବିଷ୍ଟ;…

ଓଏଲ୍‌ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଅଙ୍କକଷା ଆରମ୍ଭ କରିଛନ୍ତି। ଆଗାମୀ ନିର୍ବାଚନରେ ବର୍ତ୍ତମାନର ମୋଦି ସରକାରକୁ ଗାଦିରୁ ହଟାଇବା ପାଇଁ ୧୫ରୁ ଅଧିନ ବିରୋଧୀ ଦଳ ମେଳି କରି ବିଜେପି ସରକାରକୁ ଟକ୍କର ଦେବା ପାଇଁ କରୁଛନ୍ତି ସ୍ବତନ୍ତ୍ର ରଣନୀତି। ଏସବୁ ମଧ୍ୟରେ…

ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା…

ଓଏଲ୍‌ ବ୍ୟୁରୋ: ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (ଏନିସିପି)ରେ ଲାଗି ରହିଥିବା ହଟଚମଟରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ୩ ଦିନ ତଳେ ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଘୋଷଣା କରିଥିଲେ ଶରଦ ପାଓ୍ବାର। ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ହେଲେ ଏବେ ଚର୍ଚ୍ଚାରେ ଲାଗିଲା ବିରାମ। କାରଣ ଏନସିପି ଅଧ୍ୟକ୍ଷ ପଦରୁ…

ମହାରାଷ୍ଟ୍ର ରାଜନୀତିରେ ମହାଡ୍ରାମା

ଓଏଲ୍‌ ବ୍ୟୁରୋ: ଜାତୀୟ ରାଜନୀତିରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ ଯେତିକି ଚର୍ଚ୍ଚା ହେଉଛି ତାଠୁ ବେଶି ମହାରାଷ୍ଟ୍ର ରାଜୀନତିର ହଟଚମଟକୁ ନେଇ ହେଉଛି ଚର୍ଚ୍ଚା। ଗତକିଛି ଦିନ ହେବ ଏନସିପିର ଗୋଟିଏ ଗୋଷ୍ଠୀ ଅଜିତ ପାୱାରଙ୍କ ନେତୃତ୍ୱରେ ଭାଜପା ଆଡ଼କୁ ଢଳୁଥିବା ଚର୍ଚ୍ଚା ହେଉଛି। ଅବଶ୍ୟ ଏହାକୁ…

ଶରଦ ପାଓ୍ୱାର ହୋଇପାରନ୍ତି ପରବର୍ତ୍ତୀ…

ମୁମ୍ବାଇ: ଶରଦ ପାଓ୍ୱାର ହୋଇପାରନ୍ତି ପରବର୍ତ୍ତୀ ରାଷ୍ଟ୍ରପତି। ଏନସିପି ଅଧ୍ୟକ୍ଷ ଶରଦ ପାଓ୍ୱାରଙ୍କୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କରାଯିବା ସପକ୍ଷରେ ଏବେଠାରୁ ଏନସିପି ଓ ଶିବସେନା ପକ୍ଷରୁ ଯୋଜନା ପ୍ରସ୍ତୁତ କରାଗଲାଣି। ଗତକାଲି ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏନେଇ ନିଜର…

ଏନସିପି ଟାର୍ଗେଟରେ ମୋଦି, କହିଲା ଯଦି…

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ରୋଚନକ ମୋଡ ଆଣିଛି ବିଜେପି ନେତା ଅନନ୍ତ ହେଗଡେଙ୍କ ମନ୍ତବ୍ୟ। ଯାହାକୁ ନେଇ ରାଜନୀତି ଥମିବାର ନାଁ ଧରୁନି। ଯାହାକୁ ନେଇ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛି ଏନସିପି। ଏନସିପିର ମୁଖପାତ୍ର ନବାବ ମଲ୍ଲିକ କହିଛନ୍ତି ଯେ, ରାଜ୍ୟ ସରକାର ପାଇଁ ଆସିଥିବା ୪୦ ହଜାର କୋଟି…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦ୍ଧବ

ମୁମ୍ବାଇ: ମହାରାଷ୍ଟ୍ରରେ ଲାଗି ରହିଥିବା ମହା ରାଜନୀତିର ସମସ୍ତ କଳ୍ପନା ଜଳ୍ପନାର ଅନ୍ତ। ଆଜି ମହାରାଷ୍ଟ୍ରର ୨୯ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ। ସେ ମୁମ୍ବାଇ ଶିବାଜୀ ପାର୍କରେ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ପଦ ଓ ଗୋପନୀୟତାର ସହ ଶପଥ ପାଠ…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ…

ମୁମ୍ବାଇ: କ୍ରମାଗତ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍। ଏଥିସହିତ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅଜିତ ପାଓ୍ବାର। ଫଳରେ ମହାରାଷ୍ଟ୍ରରେ ବିଜେପି ଓ ଏନସିପି ମିଶି ସରକାର ଗଠନ କରିଛନ୍ତି। ଆଜି ଦେବେନ୍ଦ୍ରଙ୍କୁ ଶପଥ ପାଠ କରାଇଛନ୍ତି…

ପାଓ୍ବାର କହିଲେ ନିଷ୍ପତ୍ତି କାଲି ନେବୁ,…

ମୁମ୍ବାଇ: ଏନସିପି, କଂଗ୍ରେସ ଓ ଶିବସେନା ବୈଠକ ପରେ ଏନସିପି ନେତା ଶରଦ ପାଓ୍ବାରଙ୍କ ସୂଚନା। ସେ କହିଛନ୍ତି ଯେ, ମେଣ୍ଟ ସରକାର ନେଇ ଆଲୋଚନା ଜାରି ରହିଛି। ସରକାର ଗଠନ ଲାଗି କେବେ ଆବେଦନ କରିବୁ କାଲି ନିଷ୍ପତ୍ତି ନେବୁ ବୋଲି କହିଛନ୍ତି ଶରଦ ପାଓ୍ବାର।…

ମହାରାଷ୍ଟ୍ର: ଆଜି ହେବ ଆଲୋଚନା,…

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଆଜି ହେଉଛି ବହୁ ଗୁରୁତ୍ବପୂର୍ଣ୍ଣ ଦିବସ। କାରଣ ଗତକାଲି ଏନିସିପି ଓ କଂଗ୍ରେସ ସରକାର ଗଠନ ନେଇ ସହମତି ପ୍ରକାଶ କରିଛନ୍ତି। ଆଜି ଶିବସେନା, କଂଗ୍ରେସ ଓ ଏନସିପି ମଧ୍ୟରେ ବୈଠକ ବସିବ। ଏହି ବୈଠକ ପରେ ମହାରାଷ୍ଟ୍ର ରାଜନୀତିର ମଙ୍ଗ କିଏ ଧରିବ ଏବଂ ସମୀକରଣ କଣ…