Odisha Link
Bridging the Missing Links in Odisha
Browsing Tag

NDA

ବଳ ଗୋଟାଉଛି ବିଜେପି, ଲକ୍ଷ୍ୟ ୪୦୦

ଓଏଲ୍‌ ବ୍ୟୁରୋ: ଗଣତନନ୍ତ୍ରର ମହାନ ପର୍ବ ପାଇଁ ପ୍ରସ୍ତୁତ ହେଉଛି ଭାରତ। ଆଉ ଖାସ୍‌ ସେଇଥିପାଇଁ ନିର୍ବାଚନ ଯେତେ ପାଖଉଛି ପଲ୍ଲୀରୁ ଦିଲ୍ଲୀ ରାଜନୀତି ସରଗରମ ହେଇ ଉଠିଛି। ବିଶେଷ ଭାବେ ଏନ୍‌ଡିଏ ଓ ଇଣ୍ଡିଆକୁ ନେଇ ରାଜନୈତିକ ପାଣିପାଗ ଗରମ ରହିଛି। ଏସବୁ ମଧ୍ୟରେ ବଳ ଗୋଟାଇବାରେ ଲାଗିଛି ଭାରତୀୟ ଜନତା…

ନୀତୀଶ କୁମାର: ରାଜନୀତିରେ ଆଜି ଯିଏ ନିଜର…

ଓଏଲ୍‌ ବ୍ୟୁରୋ: ବିହାର ରାଜନୀତିକୁ ନେଇ ସାରା ଦେଶରେ ବଡ଼ ଚର୍ଚ୍ଚା। ପୁଣିଥରେ ବିହାର ରାଜନୀତିରେ ନୂଆ ମୋଡ଼ ଦେଖିବାକୁ ମିଳିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ରାଜନୀତିରେ ପରିବାରବାଦକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯେଉଁ ମନ୍ତବ୍ୟ ରଖିଛନ୍ତି ତାକୁ ନେଇ ଆରଜେଡି ଓ ଜେଡିୟୁ ମଧ୍ୟରେ ଆରମ୍ଭ ହୋଇଛି କଥା…

ନା INDIA, ନା NDA; ଏକାକି ଲୋକସଭା…

ଓଏଲ୍‌ ବ୍ୟୁରୋ: ଜନ୍ମଦିନରେ ବଡ଼ ଘୋଷଣା କଲେ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ। ଜନ୍ମଦିନ ଅବସରରେ ଆୟେଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମାୟାବତୀ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିବା ସହିତ ଇଭିଏମ୍‌ ଓ INDIA ମେଣ୍ଟକୁ ନେଇ ଦେଇଛନ୍ତି ବଡ଼ ବୟାନ। ଏଥିସହିତ ୨୦୨୪ ଲୋକସଭା…

ଏନ୍‌ଡିଏ ଛାଡ଼ିଲେ ଅଭିନେତା ତଥା ରାଜନେତା…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉଠୁଛି ପଡ଼ୁଛି ସାରା ଦେଶର ରାଜନୀତି। ନିର୍ବାଚନକୁ ଆଖି ଆଗରେ ରଖି ଦେଶର ପ୍ରମୁଖ ଦଳ ଅଙ୍କକଷା ଆରମ୍ଭ କଲେଣି। ତେବେ ନିର୍ବାଚନ ପାଖେଇ ଆସୁଥିବାବେଳେଏନଡିଏରୁ ଓହରିଲେ ପୱନ କଲ୍ୟାଣ। ଜନସେନା ପାର୍ଟି ମୁଖ୍ୟ ପୱନ କଲ୍ୟାଣ ଏନଡିଏ ଛାଡ଼ିଥିବା ଘୋଷଣା…

ବିଜେପି ସହ ମେଣ୍ଟ ଭାଙ୍ଗିଲା ଏଆଇଏଡିଏମକେ

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ। ଏଥିପାଇଁ ଏବେଠି ଆରମ୍ଭ ହେଲାଣି ଗଠବନ୍ଧନ ଚର୍ଚ୍ଚା। ରାଜନୈତିକ ଦଳ ଗୁଡ଼ିକ ଗଠବନ୍ଧନ କରିବାରେ ଲାଗିଛନ୍ତି। ଅନ୍ୟପଟେ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଝଟକା। ଏନଡିଏ ମେଣ୍ଟରୁ ଏଆଇଏଡିଏମକେ ଅଲଗା ହୋଇଯାଇଛି ବୋଲି ଆଜି…

କେନ୍ଦ୍ରରେ ପୁଣି ଥରେ ‘ମୋଦି…

ଓଏଲ୍‌ ବ୍ୟୁରୋ: ୭୭ ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଲାଲକିଲ୍ଲାରୁ ସମ୍ବୋଧନ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ୨୦୨୪ରେ କ୍ଷମତାକୁ ଫେରିବେ ବୋଲି ଦମ୍ଭୋକ୍ତି କରିଥିଲେ। ଆଉ ଏହାର ଦିନକ ପରେ ଟାଇମ୍ପ ନାଓ-ଇଟିଜି ତା'ର ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଯାହା ଏବେ ଜାତୀୟ…

ସଂସଦରେ ଅନାସ୍ଥା ବିତର୍କ; ଏନ୍‌ଡିଏ…

ଓଏଲ୍‌ ବ୍ୟୁରୋ: ପ୍ରଥମଥର ପାଇଁ ନବନିର୍ମିତ ସଂସଦ ଭବନରେ ସଂସଦର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେଉଛି। ଆଜି ସଂସଦରେ ଅନାସ୍ଥା ବିତର୍କ ଜାରି ରହିଛି। ମଣିପୁର ପ୍ରସଙ୍ଗକୁ ନେଇ ବିରୋଧୀ ସାଂସଦ ପକ୍ଷ ରଖୁଛନ୍ତି। ସଂସଦରେ ଅନାସ୍ଥା ପ୍ରସ୍ତାବ ଚର୍ଚ୍ଚା ମଧ୍ୟରେ ଏନ୍‌ଡିଏ ସପକ୍ଷରେ ୩୬୬ ସମର୍ଥନ ରହିଛି।…

୨୦୨୪ ନିର୍ବାଚନ: NDAକୁ ଟକ୍କର ଦେବ କି …

ଓଏଲ୍‌ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ରାଜନୈତିକ ମାହୋଲ ସରଗରମ ହୋଇ ଉଠୁଛି। ଶାସନାଧିନ ଏନଡିଏକୁ ସରକାରରୁ ଗାଦିଚ୍ୟୁତ କରିବାକୁ ବିରୋଧି ବାରମ୍ବାର ମେଳି କରୁଥିବା ବେଳେ ବିରୋଧୀଙ୍କୁ କିଭଳି ଚକମା ଦେବ ସେ ନେଇ ରଣନୀତି ପ୍ରସ୍ତୁତ କରୁଛି ଏନଡିଏ । ଏସବୁ ମଧ୍ୟରେ ଗୋଟିଏ କଥା…

୨ ବର୍ଷ ପରେ ନିିର୍ବାଚନ, ୩ ବର୍ଷରେ ହାତ…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ଭାରତୀୟ ରାଜନୀତିରେ ବଢ଼ୁଛି ଭାରତୀୟ ଜନତା ପାର୍ଟିର ପତିଆରା। ଶକ୍ତିଶାଳୀ ହେବାରେ ଲାଗିଛି ଭାରତୀୟ ଜନତା ପାର୍ଟି। କିନ୍ତୁ ଭାରତୀୟ ଜନତା ପାର୍ଟି ଯେଉଁ ସମୟରେ ସଂଘର୍ଷ କରୁଥିଲା ତାକୁ ସହଯୋଗ କରୁଥିବା ଦଳ ଗୁଡ଼ିିକ ଏବେ ରାଷ୍ଟ୍ରୀୟ ଜନତାନ୍ତ୍ରିକ ଗଠବନ୍ଧନ(ଏନଡିଏ)ର ହାତ ଛାଡ଼ି…

ଏନଡିଏ ପ୍ରବେଶିକା ପରୀକ୍ଷା ଦେଇପାରିବେ…

ନୂଆଦିଲ୍ଲୀ: ନ୍ୟାସନାଲ ଡିଫେନ୍ସ ଏକାଡେମୀ(ଏନଡିଏ) ପ୍ରବେଶିକା ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଏଣିକି ଏନଡିଏ ପ୍ରବେଶିକା ପରୀକ୍ଷା ଦେଇପାରିବେ ମହିଳା। ମହିଳାମାନଙ୍କୁ ଏନଡିଏ ପରୀକ୍ଷାରେ ଭାଗ ନେବାକୁ ଦେଇ ନ ଥିବାରୁ ସୁପ୍ରିମକୋର୍ଟ ଭାରତୀୟ ସେନାକୁ ନିନ୍ଦା…