Odisha Link
Bridging the Missing Links in Odisha
Browsing Tag

new farmer law

କୃଷି ଆଇନ ନେଇ କେନ୍ଦ୍ରକୁ କଡ଼ା ଭତ୍ସନା…

ନୂଆଦିଲ୍ଲୀ: କୃଷି ଆଇନ ନେଇ କେନ୍ଦ୍ର ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରମିକୋର୍ଟ। କୃଷି ଆଇନକୁ ନେଇ ସାରା ଭାରତରେ ଚାଷୀ ଆନ୍ଦୋଳନ ଚାଲିଥିବାବେଳେ ସୁପ୍ରିମକୋର୍ଟ ଉଭୟ କୃଷି ଆଇନ ଓ ଚାଷୀ ଆନ୍ଦୋଳନ ନେଇ ଅସନ୍ତୋଷ ଜାହିର କରିଛନ୍ତି। ଆପୋଷ ବୁଝାମଣା ନେଇ କେନ୍ଦ୍ରର ଭୂମିକା ଉପରେ ମଧ୍ୟ…

ଆଜି ଚାଷୀଙ୍କୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ: ଆଜି ଚାଷୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ କୃଷି ଆଇନ ସଂପର୍କରେ ୬ଟି ରାଜ୍ୟର ଚାଷୀଙ୍କ ସହ ମୋଦି ଆଲୋଚନା କରିବେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଅବସରରେ ମଧ୍ୟାହ୍ନରେ ଚାଷୀଙ୍କ ସହ ସେ ଭିଡିଓ କନ୍ଫରେନ୍ସ ଆଲୋଚନା କରିବେ…

ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ଇସ୍ତଫା…

ଚଣ୍ଡୀଗଡ଼: ନୂଆ କୃଷି ଆଇନକୁ ନେଇ ଜାରି ରହିଛି ବିରୋଧ ପ୍ରଦର୍ଶନ। ଏହାରି ଭିତରେ ପଞ୍ଜାବର ଡିଆଇଜି (ଜେଲ୍) ଲଖବିନ୍ଦର ସିଂହ ଜାଖର ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ରାଜ୍ୟର ଗୃହ ସଚିବଙ୍କୁ ଇସ୍ତଫା ଦେଇଛନ୍ତି। ଜାଖରର ଗୃହ ସଚିବଙ୍କୁ ପତ୍ର ଲେଖି ଲଖବିନ୍ଦର ସମୟ ପୂର୍ବରୁ ରିଟାୟରମେଣ୍ଟ ନେବା କଥା…

ଚାଷୀଙ୍କୁ କୃଷି ଆଇନ ସମ୍ପର୍କରେ ବୁଝାଇବ…

ଭୁବନେଶ୍ୱର: କୃଷି ଆଇନକୁ ନେଇ ଚାଷୀଙ୍କୁ ବୁଝାଇବ ବିଜେପି। କୃଷକ ସମାବେଶ କରି କେନ୍ଦ୍ର କୃଷି ଆଇନ ସମ୍ପର୍କରେ ଚାଷୀଙ୍କୁ ବୁଝାଇବା ବିଜେପି। କଟକ, ବରଗଡ଼, ଢେଙ୍କାନାଳ, ବାଲେଶ୍ୱର, ଜୟପୁର ରେ କୃଷକ ସମାବେଶ କରିବ ଦଳ ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ।…

କୃଷି ଆଇନକୁ ବିରୋଧ: ରାଜରାସ୍ତାରେ ଶହ ଶହ…

ଭୁବନେଶ୍ୱର: ନୂତନ କୃଷି ଆଇନକୁ ବିରୋଧ କରି ରାଜରାସ୍ତାରେ ଶହ ଶହ ଚାଷୀ। ଆଜି ଭୁବନେଶ୍ୱରରେ ନବ ନିର୍ବାଣ କୃଷି ସଂଗଠନ ପକ୍ଷରୁ ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରାଯାଇଛି। ଏହାର ପ୍ରତିବାଦରେ ଶହ ଶହ ଚାଷୀ ଜାତୀୟ ରାଜପଥ ଉପରେ ବସିଛନ୍ତି। ଆନ୍ଦୋଳନ ପାଇଁ ଭୁବନେଶ୍ୱରକୁ ଆସୁଥିବା ଏକ ବିରାଟ…