Odisha Link
Bridging the Missing Links in Odisha
Browsing Tag

NewDelhi

ଚୋର ସନ୍ଦେହରେ ୨ ଯୁବକଙ୍କୁ ପିଟି ପିଟି…

ନୂଆଦିଲ୍ଲୀ: ଚୋର ସନ୍ଦେହରେ ୨ ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ଗ୍ରାମବାସୀ। ମୃତ ଯୁବକ ଦୁଇଜଣ ଲୋକେଶ ଓ ଭୈୟା ବୋଲି ଜଣାପଡ଼ିଛି। ଏହି ଘଟଣାଟି ଦିଲ୍ଲୀର ଆଜାଦପୁର ଅଞ୍ଚଳରେ ଘଟିଛି। ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ବିଜେଆରଏମ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ…

୨୦୦୮ ବାଟଲା ହାଉସ ମାମଲା, ଅଭିଯୁକ୍ତ…

ନୂଆଦିଲ୍ଲୀ: ଆଜି ଦିଲ୍ଲୀର ସାକେତ କୋର୍ଟ ବାଟଲା ହାଉସ ଏନକାଉଣ୍ଟର ମାମଲାରେ ରାୟ ଶୁଣାଇଛନ୍ତି। କୋର୍ଟ ଅଭିଯୁକ୍ତ ଆରିଜ ଖାନକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଇଣ୍ଡିଆନ ମୁଜାହିଦ୍ଦିନ ଆତଙ୍କବାଦୀ ଆରିଜ ଖାନକୁ ୧୩ ବର୍ଷ ପରେ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ବିଚାରପତି ସନ୍ଦୀପ ଯାଦବ କହିଥିଲେ ୧୯…

ମାର୍ଚ୍ଚ ମାସରେ ୧୧ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ମାସରେ ପଡ଼ୁଥିବା ପର୍ବପର୍ବାଣିକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ କୋଣ ଅନୁକୋଣରେ ବ୍ୟାଙ୍କ ବନ୍ଦ ରହିବ। ମାର୍ଚ୍ଚ ମାସରେ ବ୍ୟାଙ୍କ ୧୧ ଦିନ ବନ୍ଦ ରହିବ। ଆରବିଆଇ ସୂଚନା ଅନୁଯାୟୀ, ମାର୍ଚ୍ଚ ମାସରେ କିଛି ଅତିରିକ୍ତ ଛୁଟି ଦିବସ ରହିବା କିଛି ଆଞ୍ଚଳିକ ଉତ୍ସବ ପଡ଼ୁଥିବାରୁ…

ବଜେଟ୍ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ: ଆଜି ବଜେଟ୍ ଅଧିବେଶନ ଆରମ୍ଭ ହୋଇଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣରୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ, ‘କରୋନା ସମୟରେ ଏହି ଅଧିବେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କରୋନା ବିରୋଧରେ ଦେଶ ଏକଜୁଟ୍ ହୋଇ ଲଢିଛି । ଯେତେ ସମସ୍ୟା…

ଛାତ ଭୁଷୁଡ଼ି ୩ ମୃତ, ୬ ଆହାତ

ନୂଆଦିଲ୍ଲୀ:  ଛାତ ଭୁଶୁଡ଼ି ତିନି ଜଣ ମୃତ୍ୟୁ ବରଣ କରିଛନ୍ତି। ଏହି ଅଭାବନୀୟ ଘଟଣାଟି ରାଜଧାନୀ ଦିଲ୍ଲୀର ବିଷ୍ଣୁ ଗାର୍ଡେନରେ ଘଟିଛି। ଏହି ଦୁର୍ଘଟଣାଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହାତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚିଛି। ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ…

ଜେଏନୟୁ : ଫି’ ବୃଦ୍ଧି ନିଷ୍ପତ୍ତି…

ନୂଆଦିଲ୍ଲୀ: ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଛାତ୍ର ଆନ୍ଦୋଳନକୁ ଦୃଷ୍ଟିରେ ରଖି ମୁଣ୍ଡ ନୁଆଁଇଛନ୍ତି ସରକାର। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବର୍ଦ୍ଧିତ ହଷ୍ଟେଲ ଫିକୁ ଆଂଶିକ ଭାବେ ପ୍ରତ୍ୟାହାର କରିନେଇଛନ୍ତି। ଏହା ସତ୍ତ୍ୱେ ଆନ୍ଦୋଳନ ଜାରି ରଖିବାକୁ ଛାତ୍ରଛାତ୍ରୀମାନେ ନିଷ୍ପତି…

ଦିଲ୍ଲୀ: ଯୁଗ୍ମ-ଅଯୁଗ୍ମ ନିୟମ ନମାନି…

ନୂଆଦିଲ୍ଲୀ: ଆଜିଠୁ ଦିଲ୍ଲୀରେ ଲାଗୁ ହୋଇଛି ଯୁଗ୍ମ-ଅଯୁଗ୍ମ ନିୟମ। ଏଥି ସହିତ ଦିଲ୍ଲୀରେ ଦେଖିବାକୁ ମଳିଛି ଯୁଗ୍ମ ଅଯୁଗ୍ମ ରାଜନୀତି। କିଛିଟା ପ୍ରଦୂଷଣକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ଦିଲ୍ଲର ସରକାର। ହେଲେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବା ବେଲେ ଦିଲ୍ଲୀରେ ବାକ୍‌ ଯୁଦ୍ଧ ରାଜନୀତି…

ଦେଶର ପର୍ଯ୍ୟଟନକୁ ନୂଆ ପରିଚୟ ଦେବ…

ନୂଆଦିଲ୍ଲୀ: ଦେଶର ପ୍ରତି ଜିଲ୍ଲାରେ ଭିନ୍ନ ସଂସ୍କୃତି, ପର୍ଯ୍ୟଟନଙ୍କୁ ଆକର୍ଷିତ କରିବା ପାଇଁ ପର୍ଯ୍ୟଟନ ସ୍ଥଳ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମାରକୀ ରହିଛି । ଆଜି ଉଦ୍ଘାଟିତ ହୋଇଯାଇଥିବା ୪ର୍ଥ ପର୍ଯ୍ୟଟନ ପର୍ବ ଦେଶର ପର୍ଯ୍ୟଟନକୁ ନୂତନ ପରିଚୟ ଦେବ ବୋଲି ବୁଧବାର ନୂଆଦିଲ୍ଲୀ ଠାରେ ଏହି କାର୍ଯ୍ୟକ୍ରମର…

ଆସାମ ପରେ ଦିଲ୍ଲୀରେ ଏନ୍‌ଆରସି ତାଲିକା…

ନୂଆଦିଲ୍ଲୀ: ଆସାମ ପରେ ଦିଲ୍ଲୀରେ ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ(ଏନ୍ଆରସି) ତାଲିକା ପ୍ରକାଶ କରିବା ପାଇଁ ଦାବି କରିଛି ବିଜେପି। ଦିଲ୍ଲୀ ବିଜେପି ସଭାପତି ତଥା ସାଂସଦ ମନୋଜ ତିଓ୍ୱାରୀ କହିଛନ୍ତି ଦିଲ୍ଲୀରେ ଅନେକ ଲୋକ ରହୁଛନ୍ତି। ସେଥିମଧ୍ୟରୁ ଦିଲ୍ଲୀ ବାହାର ଲୋକଙ୍କ ସଂଖ୍ୟା ଅଧିକ।…