Odisha Link
Bridging the Missing Links in Odisha
Browsing Tag

News

ନଦୀରେ ଖସି ପଡ଼ିଲା ଇଞ୍ଜିନ୍

ରାଉରକେଲା: ନଦୀରେ ଖସି ପଡ଼ିଲା ଟ୍ରେନ୍ ଇଞ୍ଜିନ୍। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ କନରବା ଷ୍ଟେସନ ନିକଟରେ ଘଟିଛି ଏଭଳି ଦୁର୍ଘଟଣା। ହାଟିଆ-ରାଉରକେଲା ପାସେଞ୍ଜର ଟ୍ରେନର ଇଞ୍ଜିନ ବଗିରୁ ଅଲଗା ହୋଇ ନଦୀରେ ଖସି ପଡ଼ିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବିକ, ଟ୍ରେନ୍‌ଟି ହାଟିଆରୁ ରାଉରକେଲା ଯାଉଥିଲା।…

ରାଜ୍ୟରେ କରୋନା: କମୁଛି ସଂକ୍ରମିତଙ୍କ…

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏସବୁ ମଧ୍ୟରେ ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୯୭୯୩ କରୋନା ପଜିଟିଭ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫୫୩୪ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୨୫୯ ଜଣ…

ଖବରକାଗଜ ପ୍ରତିନିଧିଙ୍କ ବିରୋଧରେ ପୁଲିସ…

ଯାଜପୁର: ଦୈନିକ ସମ୍ବାଦପତ୍ର 'ସମ୍ବାଦ'ର ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ ପ୍ରତିନିଧିଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ରଂଜନ କୁମାର ଦାସ। ଭୁଲ ତଥ୍ୟ ପ୍ରଚାର କରିବା ଅଭିଯୋଗରେ ଦଶରଥପୁର 'ସମ୍ବାଦ' ପ୍ରତିନିଧି ଚନ୍ଦ୍ରଶେଖର ସାହୁ ଓ ଏହି ଖବରକୁ ହ୍ବାଟ୍ସଆପରେ…

ତାଜମହଲ ଓ ଷ୍ଟାଚ୍ୟୁ ଅଫ୍‌ ୟୁନିଟିକୁ ନେଇ…

ନୂଆଦିଲ୍ଲୀ: ଲୌହ ମାନବ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ପାଇଁ ଉତ୍ସର୍ଗୀକୃତ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତବର୍ଷ ଅକ୍ଟୋବର ୩୧ରେ ଉଦ୍‌ଘାଟନ କରିଥିଲେ। ୧୮୨ ମିଟର ଉଚ୍ଚତା ସହ ଏହା ବିଶ୍ବର ସର୍ବୋଚ୍ଚ ପ୍ରତିମୂର୍ତ୍ତି ବିବେଚିତ ହୋଇଛି। ଗତ ଅକ୍ଟୋବର ୩୧ ତାରିଖରେ…

ଫନି ପ୍ରଭାବ: ରାଜ୍ୟରେ ୪ ପ୍ରମୁଖ ଟିଭି…

ଭୁବନେଶ୍ବର: ମହାବାତ୍ୟା ଫନି ପ୍ରଭାବରେ ରାଜ୍ୟରେ ୪ ଗୋଟି ପ୍ରମୁଖ ଖବର ଚ୍ୟାନେଲର ପ୍ରସାରଣ ସାମୟିକ ଭାବେ ବନ୍ଦ ରହିଛି। ଭୁବନେଶ୍ବର ସହର ଫନି ଦ୍ୱାରା ବ୍ୟାପକ କ୍ଷୟକ୍ଷତିର ଶିକାର ହୋଇଥିବା ବେଳେ ଭୁବନେଶ୍ବରରୁ ପ୍ରସାରଣ ଯୋଗାଉଥିବା ଏହି ଚାରି ଚ୍ୟାନେଲ ପ୍ରଭାବିତ ହୋଇଛନ୍ତି । ଭୁବନେଶ୍ବରରେ…