Odisha Link
Bridging the Missing Links in Odisha
Browsing Tag

NIA

ଓଟିପି ସେୟାରିଂ ମାମଲା: ଭୁବନେଶ୍ବରରେ…

ଓଏଲ୍‌ ବ୍ୟୁରୋ: ଖୋଲିବ ଓଟିପି ସେୟାରିଂ ସ୍କାମର ଗୁମର। ଓଟିପି ସେୟାରିଂ ସ୍କାମ ତଥ୍ୟ ଲିକ୍ ଘଟଣାରେ ଖୋଲିବ ପାକିସ୍ତାନ ଆଇଏସ୍ଆଇ ଏଜେଣ୍ଟଙ୍କ ସହ ଆର୍ଥିକ କାରବାରର ଲିଙ୍କର ଖୋଲତାଡ଼ କରିବ ଏନ୍‌ଆଇଏ। ଏଥିପାଇଁ ଭୁବନେଶ୍ବରରେ ପହଞ୍ଚିଲା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)। ଓଟିପି ସେୟାର ମାମାଲାର…

ଏନଆଇଏ ଜାଲରେ କୋର୍ଟ ବିସ୍ଫୋରଣ…

ଓଏଲ୍ ବ୍ୟୁରୋ : ଗିରଫ ହେଲା କୋର୍ଟ ବିସ୍ଫୋରଣ ଷଡ଼ଯନ୍ତ୍ରକାରୀ ହରପ୍ରିତ ସିଂହ। ଷଡ଼ଯନ୍ତ୍ରକାରୀ ହରପ୍ରିତକୁ ଲୁଧିଆନା କୋର୍ଟ ବିସ୍ଫୋରଣର ପ୍ରାୟ ୧୧ ମାସ ପରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଜାତୀୟ ତଦନ୍ତକାରୀ ସଂସ୍ଥା ଗିରଫ କରିଛି। ପୂର୍ବରୁ ବିସ୍ଫୋରଣକାରୀକୁ ଧରିବା ପାଇଁ…

ମମତା ବାନାର୍ଜୀଙ୍କ ମୁଖ୍ୟ ସହଯୋଗୀ ଗିରଫ

କୋଲକାତା : ଭୁବନେଶ୍ବର ରାଜଧାନୀ ଏକ୍ପପ୍ରେସକୁ ହାଇଜାକ୍ କରିବା ଉଦ୍ୟମରେ ଏନଆଇଏ ଜଣଙ୍କୁ ଗିରଫ କରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ସହଯୋଗୀ ଛତ୍ରଧର ମହତୋଙ୍କୁ ଗିରଫ କରାଯାଇଛି। ପ୍ରକାଶ ଯେ, ଗତ ୨୦୦୯ରେ ଟିଏମସି ନେତା ଛତ୍ରଧର ମହତୋ ଏବଂ ତାଙ୍କ ସହଯୋଗୀ ମାନେ ଗୁଳିଚାଳନା କରି ରାଜଧାନୀ…

ଆଇଏସଆଇଏସ ଲିଙ୍କ୍: ଏନଆଇଏର ଚଢ଼ାଉ, ୫…

ନୂଆଦିଲ୍ଲୀ: ଆତଙ୍କୀ ସଙ୍ଗଠନ ଆଇଏସଆଇଏସ ଲିଙ୍କ ନେଇ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ପକ୍ଷରୁ ୩ଟି ରାଜ୍ୟରେ ଚଢ଼ାଉ କରାଯାଇଛି । ଦିଲ୍ଲୀ, କେରଳ ଓ କର୍ଣ୍ଣାଟକର ୧୦ଟି ଜାଗାରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ଆକ୍ରମଣ ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୫ ଜଣଙ୍କୁ ଏନଆଇଏ ଗିରଫ କରିଛି।…

ଭୁବନେଶ୍ବରରେ ଜଣଙ୍କୁ ଉଠାଇନେଲା ଏନଆଇଏ

ଭୁବନେଶ୍ବର: ଭୁବନେଶ୍ବରରେ ନେସନାଲ ଇନଭେଷ୍ଟିଗେସନ ଅଜେନ୍ସି ଟିମ୍। କୌଣସି ଏକ ଲିଙ୍କ୍‌ରେ ଜଣଙ୍କୁ ଉଠାଇ ନେଲା ଏନଆଇଏ। ଜଣକୁ ଉଠାଇ ନେଇ ଅଜ୍ଞାତ ସ୍ଥାନରେ ପଚରା ଉଚରା ଜରି ରଖିଛି।କେଉଁ ଲିଙ୍କ୍‌ ରେ ଉଠାଇ ନେଇଛି ଏଯାଏ ସ୍ପଷ୍ଟ ଜଣାପଡ଼ି ନାହିଁ।

ଏନ୍‌ଆଇଏର ଚଢ଼ାଉ, ୯ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଏନ୍‌ଆଇଏକୁ ବଡ଼ ସଫଳତା। ଅଲ କାଏଦାର ଏକ ବଡ଼ ନେଟୱାର୍କର ଷଡଯନ୍ତ୍ରକୁ ପଣ୍ଡ କରିଛି ଏନ୍‌ଆଇଏ। ଆଜି ସକାଳେ ଅଲ କାଏଦା ମଡ୍ୟୁଲ ସମ୍ପର୍କରେ କେରଳ ଏବଂ ପଶ୍ଚିମବଙ୍ଗରେ ଚଢ଼ାଉ କରିଛି ଏନ୍‌ଆଇଏ। ଏନଆଇଏର ଏହି ଚଢ଼ାଉ ସମୟରେ ୯ ଜଣ ଆଙ୍କବାଦୀକୁ ଗିରଫ କରାଯାଇଛି। କେରଳର ଏରନାକୁଲମରେ ଏବଂ…

ପୁଲୱାମା ଆକ୍ରମଣ: ମହିଳା ଗିରଫ, ବାପାଙ୍କ…

ଶ୍ରୀନଗର: ପୁଲଓ୍ବାମା ଆତଙ୍କୀ ଆକ୍ରମଣକୁ ନେଇ ଜୋରଦାର ଯାଞ୍ଚ ଆରମ୍ଭ କରିଛି ରାଷ୍ଟ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା (NIA)। ଯାଞ୍ଚ ଯେତିକି ଆଗକୁ ବଢ଼ୁଛି ଗୋଟାଏ ପରେ ଗୋଟିଏ ସତ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଦେଶକୁ ଦୋହଲାଇ ଦେବା ପରି ଏଭଳି ଆତଙ୍କୀ ହମଲା ପାକିସ୍ତାନର ଆତଙ୍କୀ ସଙ୍ଗଠନ ଜୈସ୍-ଏ-ମହମ୍ମଦର…

ପୁଲଓ୍ବାମା ଆକ୍ରମଣ: ୧୩,୫୦୦ ପୃଷ୍ଠାର…

ନୂଆଦିଲ୍ଲୀ: ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା(NIA) ଆଜି ୨୦୧୯ ମସିହା ଫେବୃ୍ଆରୀ ୧୪ରେ ହୋଇଥିବା ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ମାମଲାରେ ଏକ ଚାର୍ଜସିଟ୍‌ ଦାଖଲ କରିଛି। ଆଜି ଜମ୍ମୁର ସ୍ବତନ୍ତ୍ର NIA କୋର୍ଟରେ ୧୩,୫୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି NIA। NIA ଚାର୍ଜସିଟରେ ୧୯ ଜଣଙ୍କ ନାମ ଅଭିଯୁକ୍ତ…

ଗିରଫ ଡିଏସ୍‌ପି ଦବିନ୍ଦର ସିଂହଙ୍କୁ…

ନୂଆଦିଲ୍ଲୀ: ଦିଲ୍ଲୀ ଆସିବ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ସହ ଗିରଫ ହୋଇଥିବା ଜମ୍ମୁ-କଶ୍ମୀର ଡିଏସ୍‌ପି ଦବିନ୍ଦର ସିଂହ। ଅଧିକ ତଦନ୍ତ ପାଇଁ ଜମ୍ମୁ କଶ୍ମୀରରୁ ଦିଲ୍ଲୀ ଆଣିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଏନଆଇଏ ଏହି ମାମଲାର…

ପାକିସ୍ତାନ ହାଇକମିଶନ ବିଚ୍ଛିନ୍ନତାବାଦୀ…

ନୂଆଦିଲ୍ଲୀ: ପାକିସ୍ତାନରୁ ଆଶୁଥିଲା ବିଚ୍ଛିନ୍ନତାବାଦୀ ନେତାଙ୍କ ପାଖକୁ ଟଙ୍କା। ପାକିସ୍ତାନ ହାଇକମିଶନ ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲ୍ଲିକଙ୍କୁ ଟଙ୍କା ପଠାଉଥିଲା। ଗତକାଲି ଜାତୀୟ ତଦନ୍ତକାରୀ ଟିମ୍ (ଏନଆଇଏ) ଟେରର୍‌ ଫଣ୍ଡିଂ ମାମଲାରେ ଦିଲ୍ଲୀର ଏକ କୋର୍ଟରେ ଦ୍ୱିତୀୟ ଚାର୍ଜଶିଟ୍‌ ଦାଖଲ କରିଛି।…