Odisha Link
Bridging the Missing Links in Odisha
Browsing Tag

Night Curfew

ଆଜିଠୁ ନୂଆ କଟକଣା, କ’ଣ ଖୋଲା…

ଭୁବନେଶ୍ବର: ୭ ମାସ ପରେ ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏହାରରି ମଧ୍ୟରେ ଆଜିଠୁ ରାଜ୍ୟରେ ଲାଗୁହେବ ନୂଆ କୋଭିଡ ଗାଇଡଲାଇନ୍। ଆଜି ରାତି ୯ଟାରୁ ରାଜ୍ୟର ସହରାଞ୍ଚଳରେ ଲାଗୁ ହେବ ନାଇଟ୍‌ କର୍ଫ୍ୟୁ। ଏଥିସହିତ ୫୦ ପ୍ରତିଶତ କ୍ଷମତାରେ ହୋଟେଲ , ବାର ଖୋଲିବ। ହେଲେ ଏକା ସମୟରେ ୫ଜଣରୁ ଅଧିକ…

ଓଡ଼ିଶାକୁ ଫେରିଲା ନାଇଟ୍‌କର୍ଫ୍ୟୁ, ବନ୍ଦ…

ଭୁବନେଶ୍ବର: ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏହାକୁ ନଜରରେ ରଖି ବଡ଼ ଘୋଷଣା କରିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା। ଆଜି ଅପରାହ୍ନରେ ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟରେ ସଂକ୍ରମଣ ବୃଦ୍ଧିକୁ ନେଇ ନୂଆ ଗାଇଡଲାଇନ୍‌ ଜାରରି କରିଛନ୍ତି। ରାଜ୍ୟର ସମସ୍ତ ସହରାଞ୍ଚଳରେ ଏଣିକି…

ଫେରିଲା ରାତ୍ରିକାଳୀନ କର୍ଫ୍ୟୁ

ଭୋପାଳ: ଦେଶରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ । ଏବେ ଦେଶରେ ପାଖାପାଖି ୩୦୦ରେ ପହଁଞ୍ଚିଲାଣି ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ଗୁରୁତର ସହ ନେଇ ସତର୍କତା ଅବଲମ୍ବନ ପାଳନ କରିବା ପାଇଁ ସରକାର ଦେଲେଣି ବାର୍ତ୍ତା। ଏସବୁ ମଧ୍ୟରେ ଫେରିଲା ନାଇଟ୍‌…

ଆଶିଂକ ଲକ୍‌ଡାଉନରେ ବଦଳିଲା ନାଇଟ୍…

ଭୁବନେଶ୍ବର: ରାଜ୍ୟରେ ଜୁଲାଇ ୧୬ ଯାଏଁ ଆଶିଂକ ଲକ୍‌ଡାଉନ। ଆଶିଂକ ଲକ୍‌ଡାଉନ ନେଇ ଘୋଷଣା କଲେ ମୁଖ୍ୟ ଶାସନ ସଚିବ। ମୁଖ୍ୟ ଶାସନ ସଚିବ କହିଛନ୍ତି, ଆଂଶିକ ଲକ୍‌ଡାଉନକୁ ଲୋକେ ପାଳନ କରିଛନ୍ତି। ସଂକ୍ରମଣ କମିଥିବାରୁ କାଟେଗୋରୀ Aକୁ ଆଉ ୩ ଜିଲ୍ଲା ଉନ୍ନୀତ ହୋଇଛି। ଏହି ୩ଟି ଜିଲ୍ଲା ହେଲା ଢେଙ୍କାନାଳ,…

ରାତି ୮ଟାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା

ପୁରୀ: କାୟା ମେଲାଉଛି ମହାମାରୀ କରୋନା। ଦିନକୁ ଦିନ କରୋନା ସଂକ୍ରମଣ ହାର ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଜି ଠାରୁ ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ଏଥିସହ ନାଇଟ କର୍ଫ୍ୟୁ ନେଇ ଶ୍ରୀମନ୍ଦିର ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ନାଇଟ କର୍ଫ୍ୟୁ ପାଇଁ ଆଜି ରାତି ୮ଟାରୁ…

ଆଜିଠୁ ନାଇଟ୍ କର୍ଫ୍ୟୁ ଲାଗୁ, କ’ଣ ଖୋଲା…

ଭୁବନେଶ୍ୱର: ରାଜ୍ୟରେ ହୁହୁ ନେଇ ବଢିଚାଲିଛି କରୋନା ସଂକ୍ରମଣ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜିଠୁ ଓଡ଼ିଶାରେ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି। ସୀମାବର୍ତ୍ତୀ ୧୦ ଜିଲ୍ଲାରେ କଟକଣା ଅଧିକ କରାଯାଇଛି। ସୀମାବର୍ତ୍ତୀ ୧୦ ଜିଲ୍ଲାରେ ଆଜି ସଂଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ…

ଦ୍ବନ୍ଦ୍ବରେ ରଖିଲେ ସରକାର!

ଭୁବନେଶ୍ବର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ସରକାର ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିଥିବା ବେଳେ ଏହା କେବେଠାରୁ ଲାଗୁ ହେବ ସେ ନେଇ ଦ୍ବନ୍ଦ୍ବ ରହିଛି। ସରକାର ଭିନ୍ନ ଭିନ୍ନ ଅବସରରେ ଭିନ୍ନ ତାରିଖ ଉଲ୍ଲେଖ କରିଛନ୍ତି। ଗତକାଲି ସଂଧ୍ୟାରେ ମୁଖ୍ୟ ସଚିବ ରାଜ୍ୟରେ ନାଇଟ୍‌ କର୍ଫ୍ୟୁ…

କରୋନା: ସାରା ରାଜ୍ୟରେ ନାଇଟ କର୍ଫ୍ୟୁ

ଭୁବନେଶ୍ବର: ପୁଣି ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନା ମୁକାବିଲା ନେଇ ଆଜି ମୁଖ୍ୟ ଶାସନ ସଚିବ ବଡ ଘୋଷଣା କରିଛନ୍ତି। ଆସନ୍ତାକାଲି ଠାରୁ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ସନ୍ଧ୍ୟା ୬ଟାରୁ ଭୋର୍ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ଏନେଇ ସାମ୍ବଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି…

ଆଜିଠୁ ପଞ୍ଜାବରେ ନାଇଟ କର୍ଫ୍ୟୁ ଲାଗୁ

ଚଣ୍ଡୀଗଡ଼: ପୁଣି ଅଣାୟତ୍ତ କଲାଣି ମହାମାରୀ କରୋନା। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଯାହା ଏବେ ଚିନ୍ତାଜନକ ପରିସ୍ଥିତ ସୃଷ୍ଟି କଲାଣି। କରୋନା ସଂକ୍ରମଣକୁ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପରେ ଏବେ ପଞ୍ଜାବରେ ନାଇଟ କର୍ପ୍ୟୁ ଜାରି କରାଯାଇଛି। ଏହି…

ଭୁବନେଶ୍ୱରରେ ନାଇଟ କର୍ଫ୍ୟୁ ଆବଶ୍ୟକ:…

ଭୁବନେଶ୍ୱର: ପୁଣି ଅଣାୟତ୍ତ କଲାଣି ମହାମାରୀ କରୋନା। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। କରୋନା ଗ୍ରାଫ ଉପରମୁହାଁ ରହୁଛି। ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ନାଇଟ କର୍ଫ୍ୟୁ ଆହୁରି କଡ଼ାକଡ଼ି କରାଯିବ ବୋଲି…