Odisha Link
Bridging the Missing Links in Odisha
Browsing Tag

Nilagiri

ନୀଳଗିରି ବିଧାନସଭା: ପ୍ରାର୍ଥୀ ଘୋଷଣା…

ଓଏଲ୍‌ ବ୍ୟୁରୋ:ବାଜି ସାରିଛି ନିର୍ବାଚନୀ ବିଗୁଲ।ପ୍ରଚାରରେ କମ୍ପୁଛି ନିର୍ବାଚନୀ ମାହୋଲ। ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ନୀଳଗିିରି ରାଜନୀତି ପ୍ରତି ମୁହୁର୍ତ୍ତରେ ରୋଚକ ମୋଡ଼ ନେବାରେ ଲାଗିଛି। କାରଣ ନୀଳଗିରି ବିଧାନସଭା ଏଭଳି ଏକ ଆସନ ଯେଉଁଠି ରାଜ୍ୟର ତିନି ପ୍ରମୁଖ ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ…

କରୋନା କାଳରେ ଭୋକର ବିକଳ ଚିତ୍ର, ପେଟ…

ନୀଳଗିରି: ମହାମାରୀ କରୋନା କାଳରେ ସାମ୍ନାକୁ ଆସୁଛି ଭୋକର ବିକଳ ଚିତ୍ର। ଯାହାର ଫଟୋ ଦେଖିଲେ ଯେକେହିବି ବିଚଳିତ ହୋଇ ଉଠିବେ। ଭୋକର ଜ୍ବାଳା ସହି ନପାରି ପେଟ ଚାଖଣ୍ଡକ ପାଇଁ ଏଠି ମଣିଷ ପଶୁ ଏକାଠି। ବାଲେଶ୍ଵର ଜିଲ୍ଲା ନୀଳଗିରି ସହର ଉପଖଣ୍ଡ କଚେରୀ ବଜାରରେ ଦେଖିବାକୁ ମିଳିଛି ଏଭଳି ଭୋକର ବିକଳ ଚିତ୍ର।…

ଧୁମ୍‌ଧାମ୍‌ରେ ସରିଲା ବାହାଘର, ଅଧା…

ନୀଳଗିରି: ଧୁମ୍‌ଧାମ୍‌ରେ ସରିଲା ବାହାଘର। ଶାଶୁଘରେ ଚତୁର୍ଥୀ ପୂଜା ପରେ ଥାନାରେ ପହଞ୍ଚିଲେ ନବବଧୂ। ପରିସ୍ଥିତି ଏପରି ହେଲା ଯେ, ପୁଅ ଘରେ ଅଟକ ରହିଲେ ଝିଅ ଘର ଲୋକ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ବାଉଁଶବଣିଆ ଅଞ୍ଚଳରେ। ସୂଚନା ମୁତାବକ, ଗତ ୫…

ଶନି ମନ୍ଦିରରୁ ରୁପା ମୁକୁଟ ସହ ଅନ୍ୟାନ୍ୟ…

ନୀଳଗିରି: ରାଜ୍ୟରେ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ମନ୍ଦିର ତାଲା ଭାଙ୍ଗି ଠାକୁରଙ୍କ ସୁନା ଓ ରୂପା ଅଳଙ୍କାର ଲୁଟିନେଲେ ଲୁଟେରା । ଏହି ନିନ୍ଦନୀୟ ଘଟଣାଟି ନୀଳଗିରି ଥାନା ଖଡିପଦା ଗାଁର ଶନିମନ୍ଦିରରେ ଘଟିଛି। ପ୍ରକାଶ ଯେ, ଗତକାଲି ସନ୍ଧ୍ୟାରେ ସନ୍ଧ୍ୟା ଆରତୀ ପରେ ପୂଜକ ଚାବି ଦେଇ ଯାଇଥିଲେ।…

ନୀଳଗିରି ମୁହାଁ ଝାଡ଼ଖଣ୍ଡି ହାତୀପଲ

ନୀଳଗିରି: ନୀଳଗିରିକୁ ପ୍ରବେଶ କରିଛନ୍ତି ଝାଡ଼ଖଣ୍ଡି ହାତୀପଲ। ଏହି ହାତୀପଲରେ ଛୋଟବଡ଼ ମିଶି ୪୨ଟି ହାତୀ ଅଛନ୍ତି। ଝାଡଖଣ୍ଡର ଦଲମା ଜଙ୍ଗଲରୁ ଆସିଥିବା ଏହି ହାତୀପଲ ମୟୁରଭଞ୍ଜ ପରେ ବାଲେଶ୍ଵର ଜିଲ୍ଲା ନୀଳଗିରି ରେଞ୍ଜର ଦୁର୍ଗାଦେବୀ, ସୋନନଦୀ, ପୁନ୍ଦାଳ, କାଠପାଳ, ପାଟଣା ପରେ ଅଯୋଧ୍ୟା ଗୋପାଳପୁର ରାସ୍ତା…

ଲକ୍‌ଡାଉନ୍: ବିପୁଳ ପରିମାଣର ନକଲି…

ବାଲେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ୨୧ ଦିନ ଯାଏ ଲକ୍‌ଡାଉନ୍। ଏହି ସମୟରେ ଅତ୍ୟାବଶ୍ୟତ ସାମଗ୍ରୀ ଦୋକାନ ବ୍ୟତୀତ ଆଉ ସବୁ ଦୋକାନ ବନ୍ଦ ରହିଛି। ଏହି ସମୟରେ ମଦ ଦୋକାନ ମଧ୍ୟ ବନ୍ଦ ରହିବା ନେଇ କଟକଣା ଲାଗିଛି। ହେଲେ ଲକ୍‌ଡାଉନ୍‌ ସମୟରେ ବି ଚୋରାରେ ମିଳୁଛି ମଦ।…

ଗଛକୁ ପିଟିଲା ମିନିବସ୍

ନୀଳଗିରି: ଆଜି ସକାଳ ସମୟରେ ବାଲେଶ୍ବର ଜିଲ୍ଲା ସେରଗଡ଼ ଉଦଳା ରାସ୍ତା ସାଆନ୍ତା ଛକରେ ଗଛକୁ ପିଟିଛି ମିନିବସ୍। ବସ୍‌ଟି ପଞ୍ଚଲିଙ୍ଗେଶ୍ବରରୁ ବାଲେଶ୍ଵରକୁ ପର୍ଯ୍ୟଟକ ଆଣିବାକୁ ଏକ ମିନି ବସ ଯାଉଥିବାବେଳେ ଡ୍ରାଇଭରର ଆଖି ଲାଗିଯିବାରୁ ରାସ୍ତା ପାର୍ଶ୍ଵରେ ଥିବା ଏକ ଗଛକୁ ବାଡେଇଥିଲା।ଏଥିରେ ଡ୍ରାଇଭର ଆହତ…

ଧାନ ମଣ୍ଡିରେ ଚାଲିଗଲା ଜୀବନ

ନୀଳଗିରି: ମୃତ୍ୟୁ ନିରାଟ ନିରାଟ ସତ୍ୟ। କେତେବେଳେ ମଣିଷର ପ୍ରାଣ ବାୟୁ ଚାଲିଯିବ ତାହା କହିବା ମୁସ୍କିଲ। ଏମିତି ଏକ ଘଟଣା ଘଟିଛି ନୀଳଗିରି ବ୍ଲକ ବରହମପୁର ଅଂଚଳରେ। ଏକ ଧାନ ମଣ୍ଡିକୁ ଧାନ ବସ୍ତା ଟେକୁଥିବା ସମୟରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଚାଷୀ ଜଣଙ୍କ ହେଉଛନ୍ତି ପ୍ରତାପ…

ଅନଶନ ଭାଙ୍ଗିଲେ ନୀଳଗିରି ବିଧାୟକ,…

ନୀଳଗିରି: ଅନଶନ ଭାଙ୍ଗିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ। ନୀଳଗିରି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମହରିରଙ୍କ ଚାଳିଆ ଭଙ୍ଗା ଘଟଣାକୁ ନେଇ ତହସିଲଦାରଙ୍କ ସହ ଯୁକ୍ତିତର୍କ ପରେ ଅନଶନରେ ବସିଥିବା ବିଧାୟକ। ସେ ପ୍ରାୟ ୧୫ ଘଣ୍ଟା ପରେ ଅନଶନ ଭାଙ୍ଗିଥିଲେ। ବାଲେଶ୍ୱର ଜିଲ୍ଲାପାଳ…