ଗରିବ, ଯୁବବର୍ଗ, ଚାଷୀ ଏବଂ ମହିଳାଙ୍କ…
ଓଏଲ୍ ବ୍ୟୁରୋ: ପ୍ରତୀକ୍ଷାର ଅନ୍ତ ଘଟିଲା। ସଂସଦରେ ଉପସ୍ଥାପିତ ହେଲା ବଜେଟ୍ ୨୦୨୫। ଲଗାତାର ୮ମ ଥର ପାଇଁ ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ୍ ଉପସ୍ଥାପିତ କରି ନିର୍ମଳା କହିଛନ୍ତି, ଭାରତୀୟ ଅର୍ଥନୀତିର ସମୃଦ୍ଧି ସାରା ବିଶ୍ବକୁ ଚକିତ କରିଛି। ଦେଶର ପ୍ରଗତି ଆମର…