Odisha Link
Bridging the Missing Links in Odisha
Browsing Tag

NITISH KUMAR

ଆଜି ଶପଥ ନେବେ ନୀତୀଶ

ପାଟନା: ଆଜି ଶପଥ ନେବେ ନୀତୀଶ କୁମାର। ଆଜି ଅପରାହ୍ନରେ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ। ଲଗାତାର ମୁଖ୍ୟମନ୍ତ୍ରୀ ହେବାରେ ଏହା ନୀତୀଶଙ୍କ ଚତୁର୍ଥ ପାଳି ହେବ। ବିହାର ଏନ୍‌ଡିଏ ବିଧାୟକ ଦଳ ବୈଠକରେ ସର୍ବସମ୍ମତିକ୍ରମେ ନୀତୀଶ କୁମାରଙ୍କୁ ନେତା ନିର୍ବାଚିତ କରାଯାଇଛି।…

କିଏ ହେବ ବିହାରର ମୁଖ୍ୟମନ୍ତ୍ରୀ? ଆଜି…

ପାଟଣା: କରୋନା କାଳରେ ସରିଲା ବିହାର ବିଧାନସଭା ନିର୍ବାଚନ। ଫଳାଫଳ ବି ପ୍ରକାଶ ପାଇ ସାରିଛି। ଚଳିତ ନିର୍ବାଚନରେ ଏନ୍‌ଡିଏ ବହୁମତ ପାଇଛି। ବିହାରରେ ଏନଡିଏ ହିଁ ସରକାର ଗଠନ କରିବ ତାହା ସ୍ପଷ୍ଟ ହୋଇ ସାରିଛି। ହେଲେ କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ ଲାଗି ରହିଛି ଅଙ୍କକଷା। ବିଜେପି ସର୍ବାଧିକ ଭୋଟ…

କିଏ ହେବେ ବିହାର ମୁଖ୍ୟମନ୍ତ୍ରୀ? ନୀତିଶ…

ପାଟନା: ବିହାର ରାଜନୀତିକୁ ନେଇ ଚର୍ଚ୍ଚା। ବିହାରରେ ସରକାର ଗଠନ କରିବାକୁ ଏନଡିଏ ମ୍ୟାଜିକ ନମ୍ବର ହାସଲ କରିଥିଲେ ହେଁ କିଏ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ, ତା’କୁ ନେଇ ଚର୍ଚ୍ଚା ଲାଗି ରହିଛି। ଏସବୁ ମଧ୍ୟରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପ୍ରଥମ ଥର ପାଇଁ ଗୁରୁବାର ଜେଡିୟୁର…

ନଭେମ୍ବର ୧୬ରେ ଶପଥ ନେଇପାରନ୍ତି ନୀତିଶ

ପାଟନା: ବିହାର ବିଧାନସଭା ନିର୍ବାଚନରେ ଏନଡିଏକୁ ମିଳିଛି ସ୍ପଷ୍ଟ ବହୁମତ। ବହୁମତ ମିଳିବା ପରେ ବିହାରରେ ପୁଣିଥରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଦୀପାବଳି ପରେ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ନୀତିଶ କୁମାର। ସୂଚନା ମୁତାବକ ୧୬ ନଭେମ୍ବରରେ ଶପଥ ଗ୍ରହଣ ସମାରୋହ ହେବ।…

ମୁଖ୍ୟମନ୍ତ୍ରୀ ଭାବେ ସପ୍ତମ ଥର ପାଇଁ ଶପଥ…

ପାଟନା: ବିହାର ବିଧାନସଭା ନିର୍ବାଚନ ଶେଷ ହୋଇଛି। ଏଥର ପୁଣି ସରକାର ଗଢ଼ିବେ ନୀତୀଶ। ଲଗାତାର ଚତୁର୍ଥ ଥର ଓ ମୋଟ ୭ ଥର ବିହାରର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟଭାର ଗ୍ରହଣ କରିବେ ନୀତୀଶ। ସେ ଦେଶର ୩୭ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ନୀତୀଶ ଏଥର ୭ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ…

ବିହାର ନିର୍ବାଚନ ଫଳାଫଳ: କିଏ ପିନ୍ଧିବ…

ପାଟନା: ଆଉ କେଇ ଘଣ୍ଟାର ଅପେକ୍ଷା ପରେ ପ୍ରକାଶ ପାଇବ ବିହାର ବିଧାନସଭା ନିର୍ବାଚନ ଫଳାଫଳ। କରୋନା କାଳରେ ବିହାରରେ ହୋଇଥିବା ବିଧାନସଭା ନିର୍ବାଚନରେ କିଏ ବାଜି ମାରିବ ଓ କିଏ ରାଜ୍ୟର ଶାସନ ଗାଦଦିରେ ବସିବ ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ। ଠିକ୍‌ ମଙ୍ଗଳବାର ସକାଳ ୮ଟା ହେଲେ ଆରମ୍ଭ ହେବ ଭୋଟ ଗଣତି।…

ଏଥର ମୋର ଶେଷ ନିର୍ବାଚନ: ନୀତୀଶ କୁମାର

ବିହାର: ଆସନ୍ତା ୭ ତାରିଖରେ ବିହାରର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ। ଏଥିପାଇଁ ଆଜି ପ୍ରଚାର ଶେଷ ହୋଇଛି। ତେବେ ତୃତୀୟ ପର୍ଯ୍ୟାୟର ପ୍ରଚାର ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବଡ଼ ବୟାନ ଦେଇଛନ୍ତି। ସେ ଲୋକଙ୍କୁ ସମ୍ବୋଧନ କରିବା ବେଳେ ଏହା ତାଙ୍କର ଶେଷ ନିର୍ବାଚନ ଓ ଏହା ଭଲରେ ଶେଷ ହେବ…

ନୀତୀଶଙ୍କ ଉପରକୁ ପିଆଜ ମାଡ଼

ମଧୁବନୀ: ନୀତୀଶ କୁମାରଙ୍କୁ ପିଆଜ ମାଡ଼। ବିହାର ବିଧାନସଭା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର କରୁଥିଲେ। ଆଜି ପ୍ରଚାର ସମୟରେ ସଭାରେ ଅପ୍ରୀତିକର ଘଟଣା ଦେଖିବାକୁ ମିଳିଛି। ନୀତୀଶ କୁମାରଙ୍କ ବିରୋଧରେ ଥିବା…

ବିହାର ନିର୍ବାଚନ: ଏନ୍‌ଡିଏର ଆସନ…

ବିହାର: ବିହାର ନିର୍ବାଚନ ପାଇଁ ଏନ୍‌ଡିଏ ପକ୍ଷରୁ ଆସନ ଭାଗବଣ୍ଟା ଘୋଷଣା ହୋଇଛି। ପ୍ରେସ୍‌ମିଟ୍‌ରେ ଜରିଆରେ ନିର୍ବାଚନ ପାଇଁ ଆସନ‌ ଭାଗବଣ୍ଟା ଘୋଷଣା କଲେ ନୀତିଶ କୁମାର। ଜେଡିୟୁକୁ ୧୧୫ଟି ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା ହୋଇଛି। ଏଥିସହ ୧୨୧ଟି ଆସନରେ ପ୍ରାର୍ଥୀ ଦେବ ବିଜେପି। ପୂର୍ବତନ ମୁଖ୍ୟମନ୍ତ୍ରୀ…

ନବୀନଙ୍କ ସମର୍ଥନ ଲୋଡ଼ିଲେ ନୀତିଶ

ନୂଆଦିଲ୍ଲୀ : ନବୀନଙ୍କ ସମର୍ଥନ ଲୋଡ଼ିଲେ ନୀତିଶ ସରକାର। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ସମର୍ଥିତ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ ଦେବା ପାଇଁ ନୀତୀଶ, ନବୀନଙ୍କ ସମର୍ଥନ ଲୋଡ଼ିଛନ୍ତି। ଚଳିତ ରାଜ୍ୟସଭା ଅଧିବେଶନ ସେପ୍ଟେମ୍ୱର ୧୪ରୁ ଆରମ୍ଭ ହେଉଛି। ଉପାଧ୍ୟକ୍ଷ ଦାୟିତ୍ୱରେ…