Odisha Link
Bridging the Missing Links in Odisha
Browsing Tag

Nurse

ନର୍ସମାନେ ଯତ୍ନର ସହ ରୋଗୀ ସେବା କରନ୍ତୁ:…

ଭୁବନେଶ୍ୱର: ନର୍ସମାନେ ତ୍ୟାଗ ଓ ସେବାର ପ୍ରତୀକ। ତାଙ୍କ ହାତରେ ମଣିଷର ଜୀବନ ନିର୍ଭର କରେ। ତେଣୁ ସେମାନେ ଯତ୍ନର ସହ ରୋଗୀ ସେବା କରନ୍ତୁ ବୋଲି ଗ୍ୱାଲିୟର ସ୍ଥିତ କ୍ୟାନ୍ସର ହିଲ ହସ୍ପିଟାଲ୍‌ର ଅବସରପ୍ରାପ୍ତ ଅଧ୍ୟକ୍ଷା ପ୍ରଫେସର ରେଣୁକା ଦାସ କହିଛନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍‌…

ରାଜ୍ୟରେ ନିଯୁକ୍ତ ହେବେ ୧୧ ହଜାର ନୂଆ…

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଫୋକସ୍‌ରେ ସ୍ବାସ୍ଥ୍ୟସେବା। ରାଜ୍ୟରେ ସ୍ବାସ୍ଥ୍ୟସେବା କିଭଳି ଆହୁରି ଲୋକାଭିମୁଖୀ ହୋଇପାରିବ ସେଥିପାଇଁ ସର୍ବଦା ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର। ଏସବୁ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ଅଧିକ ଦକ୍ଷ ଓ…

ରସିକିଆ ପ୍ରଧାନ ଶିକ୍ଷକଙ୍କୁ ମାଡ଼ ମାରିଲେ…

ବେଙ୍ଗାଲୁରୁ: ପ୍ରଧାନଶିକ୍ଷକଙ୍କୁ ନିର୍ଧୁମ ପିଟିଲେ ମହିଳା ନର୍ସ। ତାହା ପୁଣି କାର୍ଯ୍ୟାଳୟ ଭିତରେ ପଶି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏମିତି ଖବର ଆସିଛି କର୍ଣ୍ଣାଟକର ବେଲଗାବୀ ଜିଲ୍ଲାରୁ। ମିଳିଥିବା ସୂଚନା ମୁତାବିକ, ଏକ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକ ଜଣେ…

କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଓ…

ଭୁବନେଶ୍ବର: ମହାମାରୀ କରୋନା ସଙ୍କଟରେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ପାଇଁ ଖୁସି ଖବର। କୋଭିଡ୍‌ ହସ୍‌ପିଟାଲ୍‌ରେ କାର୍ଯ୍ୟରତ ଡାକ୍ତର,ପାରାମେଡିକାଲ ଷ୍ଟାଫ ଓ ନର୍ସଙ୍କୁ ମିଳିବ ପ୍ରୋତ୍ସାହନ ରାଶି।ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। କୋଭିଡ୍‌ ହସ୍‌ପିଟାଲ୍‌ରେ…

ଯାଜପୁର: କ୍ୱାରେଣ୍ଟାଇନରେ ରହିଲେ ୩…

ଯାଜପୁର: ରାଜ୍ୟରେ ୨ ଦିନରେ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାରିମ ମଧ୍ୟରେ ଆଜି ଯାଜପୁର ଜିଲ୍ଲାର ୩ ଜଣ ଡାକ୍ତର ଓ ୧୯ ଜଣ ନର୍ସଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ ଗତକାଲି ଯାଜପୁରରେ ଚିହ୍ନଟ ହୋଇଥିବା…

ଆଜି ବିଶ୍ବ ସ୍ବାସ୍ଥ୍ୟ ଦିବସ:…

ଭୁବନେଶ୍ବର: ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ। ଏହି ଅବସରରେ ଟ୍ୱିଟ କରି ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଶୁଭେଚ୍ଛା ଜଣାଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଟୁଇଟ କରି ସ୍ବାସ୍ଥ୍ୟ ବିଭାଗ କହିଛି ଯେ, ସମାଜକୁ ସୁସ୍ଥ ରଖିବାରେ ସ୍ବାସ୍ଥ୍ୟକର୍ମୀଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। କରୋନା ବିରୋଧ ଲଢେଇରେ…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ…

ଭୁବନେଶ୍ୱର : ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ କର୍ତ୍ତବ୍ୟରତ ନର୍ସଙ୍କୁ ରୋଗୀଙ୍କ ସମ୍ପର୍କୀୟଙ୍କ ମାଡ଼ ମରା ଘଟଣାରେ ଆଜି ନର୍ସମାନେ ଏହି ଘଟଣାର ପ୍ରତିବାଦ ସ୍ୱରୂପ ଧାରଣାରେ ବସି ରହିଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ହସ୍ତକ୍ଷେପ ପରେ ବଲାଙ୍ଗୀର…

ଆନ୍ଦୋଳନରୁ ଓହରିଲେ ନର୍ସ

ବଲାଙ୍ଗୀର: ଆନ୍ଦୋଳନରୁ ଓହରିଲେ ନର୍ସ। ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ନର୍ସ ଓ ପାରା ମେଡିକାଲ କର୍ମଚାରୀମାନେ ଆନ୍ଦୋଳନରୁ ଓହରିଛନ୍ତି। ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛନ୍ତି ନର୍ସ। ୭ ଦିନ ମଧ୍ୟରେ ଆକ୍ରମଣକାରୀଙ୍କୁ ଗିରଫ ଦାବି କରିଛନ୍ତି ନର୍ସ। ରୋଗୀଙ୍କ ସମ୍ପର୍କୀୟ…

ନୟାଗଡ଼ ଚିକିତ୍ସାଳୟରେ ପ୍ରସୂତିଙ୍କ ଠାରୁ…

ନୟାଗଡ଼: ପୁଣିଥରେ ଚର୍ଚ୍ଚାରେ ନୟାଗଡ଼ ମେଡିକାଲ। କାରଣ ଜଣେ ନର୍ସ ଲାଞ୍ଚ ନେଇଥିବାର ଭିଡିଓ ଏବେ ଚର୍ଚ୍ଚାର ବିଷୟ। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଷ୍ଟିଚ୍‌ ଖୋଲିବା ପାଇଁ ନର୍ସ ୨୦୦ଟଙ୍କା ନେଇଥିବାର ଭିଡିଓ ଭାଇରାଲ ହେବା ଘଟଣାରେ ବୁଧବାର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶ୍ବେତ ମହାପାତ୍ର…