Odisha Link
Bridging the Missing Links in Odisha
Browsing Tag

Oath

ଆଜି ଶପଥ ନେବେ ନେପାଳର ନୂଆ…

ନୂଆଦିଲ୍ଲୀ: ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବେ ଆଜି ଶେର ବାହାଦୁର ଦେଓବା ଶପଥ ଗ୍ରହଣ କରିବେ। ୨୮ ଘଣ୍ଟା ମଧ୍ୟରେ ଦେଓବାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଅବସ୍ଥାପିତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ପ୍ରଧାନମନ୍ତ୍ରୀ କେପି ଓଲିଙ୍କୁ ଶକ୍ତି ଶକ୍ତ ଧକ୍କା ଲାଗିଛି। ରାଷ୍ଟ୍ରପତି…

CAG ଭାବେ ଶପଥ ନେଲେ ଗିରୀଶ ଚନ୍ଦ୍ର…

ନୂଆଦିଲ୍ଲୀ: ଆଜି CAG ଭାବେ ଶପଥ ନେଲେ ଗିରୀଶ ଚନ୍ଦ୍ର ମୁର୍ମୁ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ ମୁର୍ମୁଙ୍କୁ ଶପଥ ପାଠ କରାଇଥିଲେ। ଶପଥ ପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଥିଲେ। ଏଥିସହିତ ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିଲେ। ଆୟୋଜିତ ଶପଥ…

ରାଜ୍ୟସଭା: ଆଜି ଶପଥ ନେବେ ରଂଜନ ଗୋଗୋଇ

ନୂଆଦିଲ୍ଲୀ: ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ରାଜ୍ୟସଭା ସାଂସଦ ରୂପେ ଶପଥ ନେବେ ସୁପ୍ରମିକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇ। ଏଥିପାଇଁ ସେ ଗତକାଲି ଦିଲ୍ଲୀରେ ପହଞ୍ଚିଥିଲେ। ସରକାରଙ୍କ ସୁପାରିଶ କ୍ରମେ ଗୋଗୋଇଙ୍କୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଗତ ସୋମବାର ରାଜ୍ୟସଭାକୁ ମନୋନୀତ…

ଆଜି ଶପଥ ନେବେ ସଞ୍ଜୀବ କୁମାର…

କଟକ : ଆଜି ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ଶପଥ ନେବେ ସଞ୍ଜୀବ କୁମାର ପାଣିଗ୍ରାହୀ। ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଶ୍ରୀ ପାଣିଗ୍ରାହୀଙ୍କୁ ଶପଥ ପାଠ କରାଇବେ।ହାଇକୋର୍ଟର ନୂତନ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ସଞ୍ଜୀବ କୁମାର…

ବିଧାୟକ ନ ହୋଇ ବି ଶପଥ ନେବେ ଉଦ୍ଧବ, ଏହି…

ମୁମ୍ବାଇ: ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ। ମହାରାଷ୍ଟ୍ରର ଶିବାଜୀ ପାର୍କରେ ସନ୍ଧ୍ୟ ୬ଟା ୪୦ ମିନିଟରେ ଶପଥ ନେବେ ଉଦ୍ଧବ। ବିଧାନସଭାକୁ ନିର୍ବାଚିତ ନ ହୋଇ ବି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବ ଉଦ୍ଧବ ଠାକରେ। ସେ ମହାରାଷ୍ଟ୍ରର ୮ମ…

ସବୁଜ ପୃଥିବୀ ପାଇଁ ଶପଥ ନେଲେ ୮ ଦେଶର…

ଭୁବନେଶ୍ୱର: ପରିବେଶ ସୁରକ୍ଷା, ବୃକ୍ଷରୋପଣ, ଜଙ୍ଗଲ ଓ ପଶୁପକ୍ଷୀ ସୁରକ୍ଷା ପାଇଁ କାର୍ଯ୍ୟରତ ଅନୁଷ୍ଠାନ ‘ପ୍ରେରଣା ଗ୍ରିନ ଆର୍ମି’ ପକ୍ଷରୁ ଗଙ୍ଗନଗରଠାରେ ‘ସବୁଜ ପୃଥିବୀ ପାଇଁ ଆମେ’ ନାମକ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ୮ଟି ଦେଶର ୬୦ପ୍ରତିନିଧି ଓ ୫୦୦ଗ୍ରିନ୍ ଆର୍ମି ଯୋଗ ଦେଇ ସବୁଜ…

୨୯ରେ ଶପଥ ନେବେ ନବୀନ, ମନ୍ତ୍ରୀ ପଦ ପାଇଁ…

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ନୂତନ ସରକାର ଆସନ୍ତା ୨୯ ତାରିଖ ଦିନ ଶପଥ ନେବାକୁ ଯାଉଛନ୍ତି। ତାଙ୍କ ମନ୍ତ୍ରିମଣ୍ଡଳରେ କିଏ ସ୍ଥାନ ପାଇବେ ସେଥିନେଇ ଲବି ଆରମ୍ଭ ହୋଇଯାଇଛି। ନବୀନଙ୍କ ବାସଭବନ ନବୀନ ନିବାସରେ ଏଥିପାଇଁ ନେତାଙ୍କ ଭିଡ଼ ଲାଗିଗଲାଣି। ନବୀନଙ୍କୁ ଛାଡ଼ିଦେଲେ…