Odisha Link
Bridging the Missing Links in Odisha
Browsing Tag

OCA

ମାଟିରେ ମିଶିବ ବାରବାଟୀ ଷ୍ଟାଡିୟମ!

ଓଏଲ୍‌ ବ୍ୟୁରୋ: ଖେଳ ଏବଂ ଖେଳାଳିଙ୍କୁ ପ୍ରାଧାନ୍ୟ ଦେଉଛନ୍ତି ରାଜ୍ୟ ସରକାର। ସେଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଖେଳପଡିଆକୁ ପ୍ରସ୍ତୁତ କରାଗଲାଣି। ସେହିଭଳି ଆଗାମୀ ତିନି ବର୍ଷ ମଧ୍ୟରେ ଐତିହାସିକ ବାରବାଟୀ ଷ୍ଟାଡିୟମକୁ ବିଶ୍ବସ୍ତରୀୟ କ୍ରିକେଟ ଷ୍ଟାଡିୟମର ମାନ୍ୟତା ଦେବା ପାଇଁ ରାଜ୍ୟସରକାର…

ଓଡ଼ିଶା ରଣଜୀ ଦଳର ନୂଆ କୋଚ୍ ଦିନେଶ…

ଭୁବନେଶ୍ବର: ଓଡ଼ିଶା ରଣଜୀ ଦଳର ନୂଆ କୋଚ ହେଲେ ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ ମୋଙ୍ଗିଆ। ସେହିପରି ଓଡ଼ିଶା ମହିଳା ଦଳର କୋଚ ଭାବେ ନିଯୁକ୍ତି ପାଇଛନ୍ତି ରୁମେଲି ଧର। ଏନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୨୧ ତାରିଖରେ ଦିନେଶ ମୋଙ୍ଗିଆ ଓଡ଼ିଶା ଆସିବେ। ଏହାସହ ଓଡ଼ିଶା ରଣଜୀ ଦଳର ଦାୟିତ୍ୱ…

ଓସିଏରେ ଆଜି ଯୋଗ ଦେବେ ୱାସିମ୍ ଜାଫର

ଭୁବନେଶ୍ବର: ଆଜି ଓସିଏ କାର୍ଯ୍ୟାଳୟରେ ଯୋଗ ଦେବେ ଓଡ଼ିଶା କ୍ରିକେଟ ଟିମ୍‌ର ନୂଆ ମୁଖ୍ୟ କୋଚ୍‌ ୱାସିମ ଜାଫର।ଅନ୍ତର୍ଜାତୀୟ କ୍ରିକେଟର ୱାସିମ ଜାଫର ଦୁଇଟି କ୍ରିକେଟ ସିଜନ୍‌ (୨୦୨୧-୨୨, ୨୦୨୨-୨୩) ଓଡ଼ିଶା ଦଳକୁ କୋଚିଂ ଦେବେ। ତାଙ୍କ ସହ ଚୁକ୍ତି କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ)। ଶୁକ୍ରବାର…

IPL ଅକସନ୍‌ ୨୦୨୧: ୬ ଖେଳାଳିଙ୍କ ନାଁ…

କଟକ: ଆଉ କିଛି ମାସ ପରେ ବାଜିବ ଆଇପିଏଲ ୨୦୨୧ର ବିଗୁଲ। ଏଥିପାଇଁ ପ୍ରସ୍ତୁତି ଚଳାଇଛି ବିସିସିଆଇ। ଆଇପିଏଲ ମହାସମର ପୂର୍ବରୁ ଅନୁଷ୍ଠିତ ହେବ ଅକସନ୍। ଏଥିପାଇଁ ଶୁକ୍ରବାର ଦିନ ଆଇପିଏଲ ଅକସନରେ ସାମିଲ ହେବା ପାଇଁ ୬ ଓଡ଼ିଆ ଖେଳାଳିଙ୍କୁ ମନୋନୀତ କରିଛି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍। ୬ଜଣ ଖେଳାଳିଙ୍କ…

ବାରବାଟୀ ଦିନିକିଆ ଟିକଟ: ଖୋଲିବ ୧୨ଟି…

ଭୁବନେଶ୍ବର: ଆସନ୍ତା ୨୨ରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ତୃତୀୟ ଦିନିକିଆ। ଏଥିପାଇଁ ପୁରା ପ୍ରସ୍ତୁତ ଓସିଏ। ଏଥିନେଇ ଆଜି ଓସିଏ ପକ୍ଷରୁ ବାରବାଟୀ ଦିନିକିଆକୁ ନେଇ ଏକ ପ୍ରେସ୍‌ ମିଟ୍‌ ଆୟୋଜନ କରିଛି। ସାମ୍ବାଦିକ ସମ୍ମିଳନୀରେ ଓସିଏ ପକ୍ଷରୁ କୁହାଯାଇଛି ଯେ,…

ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ…

କଟକ: ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗିରଫ। ତାଙ୍କୁ ସିବିଆଇ ଗିରଫ କରିଛି। ଆଜି ସକାଳ ପ୍ରାୟ ୭ଟା ସମୟରେ ସିବିଆଇ ଆଶୀର୍ବାଦଙ୍କ ଘରେ ଚଢ଼ାଉ କରିଥିଲା। ଏବଂ ଆଶୀର୍ବାଦ ଘରେ ଥିଲେ। ଏହାପରେ ତାଙ୍କୁ ଗିରଫ କରିଥିବା ସୂଚନାରହିଛି। ଅର୍ଥତତ୍ତ୍ୱ ଚିଟଫଣ୍ଡ…