Odisha Link
Bridging the Missing Links in Odisha
Browsing Tag

Odi

ଟିମ୍‌ ଇଣ୍ଡିଆର ରାଜ: ଶୁବମନ ଗିଲ ଓ…

ଓଏଲ୍‌ ବ୍ୟୁରୋ: ବିଶ୍ବ କ୍ରିକେଟରେ ଟିମ୍‌ ଇଣ୍ଡିଆର ରାଜୁତି। ଦିନିକିଆ ବିଶ୍ବକପ୍‌ରେ ବର୍ତ୍ତମାନ ପର୍ଯ୍ୟନ୍ତ ଅପରାଜେୟ ଥିବା ଭାରତୀୟ କ୍ରିକେଟ ଦଳ ଦିନିକିଆ, ଟେଷ୍ଟ ଓ ଟି-୨୦ରେ ୧ ନମ୍ବର ସ୍ଥାନରେ ରହିଛନ୍ତି। ଏଥିସହିତ ପ୍ରଥମ ଥର ପାଇଁ ଆଇସିସି ବ୍ୟାଟିଂ ଓ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ଦୁଇ ଯୁବ…

ବିଶ୍ବକପ୍‌ ପୂର୍ବରୁ ଐତିହାସିକ ଶୃଙ୍ଖଳା…

ଓଏଲ୍‌ ବ୍ୟୁରୋ: ଆଜି ରାଜକୋଟରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜର ଶେଷ ମୁକାବିଲା। ଭାରତ ୨-୦ରେ ଆଗୁଆ ଥିଲେ ବି ବିଶ୍ବକପ୍‌ ପୂର୍ବରୁ ଏହି ମ୍ୟାଚ୍‌ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କାରଣ ଭାରତ ତାର ଟିମ୍‌ କମ୍ବିନେଶନ୍‌କୁ ଗୁରୁତ୍ବ ଦେବାକୁ ଚେଷ୍ଟା କରିବ। ବିଶ୍ୱକପ ପୂର୍ବରୁ ଏହା ଶେଷ…

ପ୍ରଥମ ଦିନିକିଆ: ପ୍ରଥମେ ବୋଲିଂ କରିବ…

ଓଏଲ୍‌ ବ୍ୟୁରୋ: ଟେଷ୍ଟ ଶୃଙ୍ଖଳା ଜିତିବା ପରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ପ୍ରଥମ ଦିନିକିଆରେ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି। ସେହିପରି ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ…

ଶିଖର ଧାଓ୍ବନଙ୍କ ୧୫୦*

ଓଏଲ୍‌ ବ୍ୟୁରୋ: ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଛି ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ। ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ପ୍ରଥମେ ବ୍ୟାଟିଂ କରୁଛି ଇଂଲଣ୍ଡ ଦଳ। ଏଥିସହିତ ଶିଖର ଧାଓ୍ବନ ଓ ହାର୍ଦ୍ଦିକ ପାଣ୍ଡ୍ୟା…

ପ୍ରଥମ ଦିନିକିଆରେ ଟସ୍‌ ଜିତିଲା ଭାରତ

ଓଏଲ୍‌ ବ୍ୟୁରୋ: ଟି-୨୦ ସିରିଜ ଦଖଲ ପରେ ଏବେ ଟିମ୍‌ ଇଣ୍ଡିଆର ନଜର ଦିନିକିଆ ସିରିଜ ଉପରେ। ଇଂଲଣ୍ଡ ଦଳକୁ ଇଂଲଣ୍ଡ ମାଟିରେ ହରାଇ ୨-୧ରେ ଟି-୨୦ ସିରିଜ ଜିତିଥିଲା ଭାରତୀୟ ଦଳ। ଏବେ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଦଳର ନଜର ଦିନିକିଆ ଶୃଙ୍ଖଳା ଉପରେ। ପ୍ରଥମ ଦିନିକିଆରେ ଟିମ୍‌ ଇଣ୍ଡିଆ ଅଧିନାୟକ…

ଟିମ୍‌ ଇଣ୍ଡିଆ କିଭଳି ଜିତିବ ବିଶ୍ବକପ୍‌…

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ଐତିହାସିକ ହେବାକୁ ଯାଉଛି। କାରଣ ଟି-୨୦ ଅଧିନାୟକ ହେବା ପରେ ରୋହିତ ଶର୍ମାଙ୍କୁ ଏବେ ଦିନିକିଆ ଦଳର ଅଧିନାୟକ ପଦ ମଧ୍ୟ ମିଳିଛି। ଦକ୍ଷିଣ ଆଫ୍ରିକା ଗସ୍ତ ରୋହିତଙ୍କ ପାଇଁ ବଡ଼ ଚ୍ୟ୍ୟାଲେଞ୍ଜ ହେବ ନିଶ୍ଚିତ। କାରଣ ଫୁଲ ଟାଇମ୍‌ ଅଧିନାୟକ ହେବା ପରେ…

କ୍ୟାପଟେନ୍ ବିବାଦ ପ୍ରସଙ୍ଗ: ବଡ଼ ବୟାନ…

ନୂଆଦିଲ୍ଲୀ: ଚର୍ଚ୍ଚାରେ ଟିମ୍‌ ଇଣ୍ଡିଆରେ କ୍ୟାପଟେନ୍ସି ପ୍ରସଙ୍ଗ। ଭାରତୀୟ କ୍ରିକେଟ ଦଳର ସୀମିତ ଓଭରର ନୂଆ ଅଧିନାୟକ ଭାବେ ରୋହିତ ଶର୍ମାଙ୍କୁ ମିଳିଛି ଦାୟିତ୍ବ। ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଯାଇ ରୋହିତଙ୍କୁ ଅଧିନାୟକ ଦାୟିତ୍ବ ମିଳିବା ପରେ ସାମାଜିକ ଗଣମାଧ୍ୟମରେ ବିତର୍କ ଜାରି…

ଦିନିକିଆରେ ୩ଅଙ୍କ ଛୁଇଁଲେ ଶ୍ରେୟସ

ହାମିଲଟନ: ପ୍ରଥମ ଦିନିକିଆରେ ଭାରତ ୩୪୭ ରନ୍‌ କରିଥିଲେ ହେଁ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ଟିକୁ ୪ ୱିକେଟରେ ଜିତି ନେଇଛି। ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆର ଯୁବ ତାରକା ଶ୍ରେୟସ ଆୟର ଆଜି ନିଜ ଦିନିକିଆ କ୍ୟାରିୟର ପ୍ରଥମ ଶତକ ହାସଲ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ସେ ଏଭଳି ସଫଳତା…

ଅଷ୍ଟ୍ରେଲିଆ ଆଗରେ ୨୫୬ ରନର ବିଜୟ ଲକ୍ଷ୍ୟ

ମୁମ୍ବାଇ: ଭାରତ ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ମ୍ୟାଚ ମୁମ୍ବାଇ ସ୍ଥିତ ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳା ଯାଉଛି। ଏହି ମ୍ୟାଚରେ ପ୍ରଥମ ଟସ୍‌ ଜିତି ଅଷ୍ଟ୍ରେଲିଆ ଦଳ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଫଳରେ ପ୍ରଥମେ ବ୍ୟାଟି କରି ଟିମ୍‌ ଇଣ୍ଡିଆ ୪୯.୧ ଓଭରରେ ୨୫୫ ରନ୍ କରି ଅଲଆଉଟ୍ ହୋଇଛି। ଶିଖର ଧୱନ୍…