Odisha Link
Bridging the Missing Links in Odisha
Browsing Tag

Odia Boy

ୟୁରୋପ୍‌ର ସର୍ବୋଚ୍ଚ ଶୃଙ୍ଗ ଚଢ଼ିବେ…

ଭୁବନେଶ୍ବର: ନୟାଗଡ଼ର ଗୌରବ ଆଇରନ୍‌ ମ୍ୟାନ୍‌ ଓ ପର୍ବତାରୋହୀ ସୌଭାଗ୍ୟ କୁମାର ରଥ ଅଗଷ୍ଟ ମାସରେ ୟୁରୋପ୍‌ ଓ ରୁଷ୍‌ର ସର୍ବୋଚ୍ଚ ଶୃଙ୍ଗ ୧୮୫୧୦ ଫୁଟ ଉଚ୍ଚ ମାଉଣ୍ଟ୍ ଏଲ୍‌ବ୍ରସ୍‌ ଚଢ଼ିବାକୁ ଯାଉଛନ୍ତି। ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ସଫଳତା କାମନା କରିବା ପାଇଁ ଆଜି ନୟାଗଡ଼ ବିକାଶ ମଞ୍ଚ…

ଇସ୍ରୋରେ ଓଡ଼ିଆ ପୁଅ ପବିତ୍ର ମୋହନ

କାମାକ୍ଷାନଗର: ଇସ୍ରୋରେ ଓଡ଼ିଆ ପୁଅ। ମହାକାଶ ବିଜ୍ଞାନ ଉପରେ ଗବେଷଣା କରିବେ ଓଡ଼ିଆ ପୁଅ ପବିତ୍ର ମୋହନ ନାୟକ। ସେଥିପାଇଁ ଇସ୍ରୋ (Indian Space Research Organisation)ରେ ଯୋଗଦେଇଛନ୍ତି। ନିଜର କଠିନ ପରିଶ୍ରମ ଓ ଅଧ୍ୟାବସାୟ ବଳରେ ସେ ଏହି ଶିଖରରେ ପହଞ୍ଚିଛନ୍ତି। ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।…

ଏନ୍‌ଡିଏ ଟପ୍ପର ହେଲେ ଓଡ଼ିଆ ପୁଅ ରୋନିତ୍

ଭୁବନେଶ୍ୱର: ଏନ୍‌ଡିଏ ଟପ୍ପର ହେଲେ ଓଡ଼ିଆ ପୁଅ ରୋନିତ୍। ନ୍ୟାସନାଲ୍‌ ଡିଫେନ୍ସ ଏକାଡେମୀ ପ୍ରବେଶିକା ପରୀକ୍ଷାରେ ସମଗ୍ର ଦେଶରେ ଟପ୍ପର ହୋଇଛନ୍ତି ଭଦ୍ରକ ଜଗନ୍ନାଥପୁର ବଛଡ଼ା ଗାଁର ରୋନିତ୍ ରଞ୍ଜନ ନାୟକ। ରୋନିତ୍‌ ଗୋଆସ୍ଥିତ ନାଭାଲ ପବ୍ଲିକ୍ ସ୍କୁଲରୁ ପ୍ରାଥମିକ ଶିକ୍ଷା ଓ କେନ୍ଦ୍ରୀୟ ବିଦ୍ୟାଳୟରୁ…

ଗିନିଜ୍ ରେକର୍ଡ କଲେ ଓଡ଼ିଆ ପୁଅ ଯୋଗବ୍ୟାସ

କେସିଙ୍ଗା: ଗିନିଜ୍ ବୁକ ରେକର୍ଡରେ ସ୍ଥାନ ପାଇଛନ୍ତି ଓଡ଼ିଆ ପୁଅ ଯୋଗବ୍ୟାସ। ଗତ ଅଗଷ୍ଟ ୧୫ ତାରିଖ ଦିନ ଗିନିଜ୍ ବୁକ ଅଫ ଓ୍ଵାଲ୍‌ର୍ଡ ରେକର୍ଡ ତରଫରୁ ଫେସ୍‌ବୁକରେ ୧ ଘଣ୍ଟା ମଧ୍ୟରେ ସର୍ବାଧିକ ପର୍ବତାରୋହୀଙ୍କ ଫଟୋ ଅପ୍‌ଲୋଡ କରିବା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ…

ପାକିସ୍ତାନରୁ ଫେରିଲେ ବନ୍ଦୀ ଓଡ଼ିଆ ଯୁବକ

ସୁନ୍ଦରଗଡ଼: ୨୫ ବର୍ଷ ପରେ ପାକିସ୍ତାନ ଜେଲ୍‌ରୁ ମୁକୁଳିଲେ ବନ୍ଦୀ ଓଡ଼ିଆ ଯୁବକ। ପାକିସ୍ତାନ ଜେଲ୍‌ରେ ୨୫ ବର୍ଷ ସଜା କାଟି ସୁନ୍ଦରଗଡ଼ କୁତ୍ରା ବ୍ଲକ କଟଙ୍ଗ ଜଙ୍ଗାଟୋଲିର ବିରଜୁ କୁଲୁ। ପାକିସ୍ତାନରୁ ଫେରିବା ପରେ ପଞ୍ଜାବର ଅମୃତସରର ଏକ ହସ୍ପିଟାଲ୍‌ରେ କ୍ବାରେଣ୍ଟାଇନ୍‌ରେ ଅଛନ୍ତି ବିରଜୁ। ଏନେଇ…

ଜାପାନରେ ଫସିରହିଛନ୍ତି ଓଡିଆ ଯୁବକ

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ଏନ୍ତୁଡିଶାଳ ଜନାପାନରେ ଫସି ରହିଛନ୍ତି ଓଡିଆ ଯୁବକ। ଜାପାନର ୟକୋହମା ଜାହାଜରେ ଫସିରହିଛନ୍ତି ଓଡିଆ ଯୁବ ଇଞ୍ଜିନିୟର। ୧୪ ଦିନ ହେଲା ଜାହାଜରେ ଫସିରହିଛନ୍ତି ୧୬୦ ଭାରତୀୟ। ଏମାନଙ୍କ ମଧ୍ୟରେ ବ୍ରହ୍ମପୁରର ଜଣେ ଯୁବ ଇଞ୍ଜିନିୟର ଅଛନ୍ତି। ବ୍ରହ୍ମପୁର ପନ୍ଦରା ସାହରା ସାହିର…

ଓଡ଼ିଆ ପୁଅ ଜିତିଲେ ମାଇକ୍ରୋସଫ୍ଟ…

ବେଙ୍ଗାଲୁରୁ: ଆଜିର ସମୟରେ ବହୁତ ଲୋକ ଅର୍ଗାନ ଡୋନେସନ ବା ଅଙ୍ଗଦାନ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ହେଲେ ଉଚିତ୍‌ ସମୟରେ ଅଙ୍ଗପ୍ରତ୍ୟଙ୍ଗ ଲୋଡୁଥିବା ବ୍ୟକ୍ତିଙ୍କୁ ଏହା ମିଳିପାରୁ ନାହିଁ। ଏଭଳି କିଛି ସମସ୍ୟା ବାବଦରେ ଓ୍ୱେବ୍ ସିରିଜରେ ଦେଖିଥିଲେ ଓଡ଼ିଆ ପୁଅ ପ୍ରତୀକ ମହାପାତ୍ର। ଏହାପରେ…