Odisha Link
Bridging the Missing Links in Odisha
Browsing Tag

Odia Language

ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି, ୧୮…

ଓଏଲ୍‌ ବ୍ୟୁରୋ: ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ ଗୃହୀତ ପ୍ରସ୍ତାବ ଭିତ୍ତିରେ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିବା ନିଷ୍ପତ୍ତି ସଂପର୍କରେ ବିଧାନସଭାରେ ବଡ଼ ଘୋଷଣା କରିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ବିନୀ ପାତ୍ର। ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ବିଭିନ୍ନ…

ଆଜିଠୁ ଆରମ୍ଭ ଓଡ଼ିଆ ଭାଷା ମହାକୁମ୍ଭ

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଉପରେ ସାରା ବିଶ୍ବର ନଜର। କାରଣ ଆଜିଠୁ ଆରମ୍ଭ ହେଉଛି ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ। ଏଥିପାଇଁ ସାରା ବିଶ୍ବରେ ଥିବା ଓଡ଼ିଆଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ। ଭୁବନେଶ୍ବର ଜନତା ମଇଦାନରେ ଭାଷାର ମହାକୁମ୍ଭ ପାଇଁ ସାରା ରାଜ୍ଯରେ ଉତ୍ସୁକତା। ଦେଶ ବିଦେଶରୁ ୧୦୦ରୁ ଅଧିକ…

ଦିନକ ପରେ ଇତିହାସ ରଚିବ ଓଡ଼ିଶା; ଆରମ୍ଭ…

ଓଏଲ୍‌ ବ୍ୟୁରୋ: ଶାସ୍ତ୍ରୀୟ ଓଡ଼ିଆ ଭାଷାକୁ ଆହୁରି ବ୍ୟାପକ କରିବାକୁ ବଡ଼ ପଦ‌କ୍ଷେପ ନେଇଛନ୍ତି ଓଡ଼ିଶା ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପନାରେ ଆସନ୍ତାକାଲିଠୁ ଅର୍ଥାତ ଫେବ୍ରୁଆରୀ ୩ରୁ ୫ ତାରିଖ ତିନି ଦିନ ସ୍ଥାନୀୟ ଜନତା ମଇଦାନରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ‘ବିଶ୍ୱ ଓଡ଼ିଆ ଭାଷା…

ଅଯୋଧ୍ୟାରେ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ,…

ଓଏଲ୍‌ ବ୍ୟୁରୋ: ଅଗଣିତ ରାମଭକ୍ତଙ୍କ ଅପେକ୍ଷାର ହେବ ଅନ୍ତ, ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରରେ ବିରାଜମାନ ହେବେ ରାମଲାଲ। ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ପାଇଁ ଚାଲିଛି ସଜବାଜ। କୋଟି କୋଟି ହିନ୍ଦୁଙ୍କ ଦୀର୍ଘ ୫୦୦ ବର୍ଷର ପ୍ରତୀକ୍ଷାର ହେବ ଅନ୍ତ। ଅଯୋଧ୍ୟାରେ ଅସଂଖ୍ୟ ହିନ୍ଦୁଙ୍କ ଆରାଧ୍ୟ ଦେବତା…

ନୂଆ ସଂସଦରେ ବନାନ ତ୍ରୁଟି, ଓଡ଼ିଆ…

ଭୁବନେଶ୍ବର: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଉଦ୍‌ଘାଟିତ ନୂଆ ସଂସଦ ଭବନରେ ଓଡ଼ିଆ ସହରର ନାମ ଭୁଲ ଲେଖାଯାଇଛି। ଏ ନେଇ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଓଡ଼ିଆ ଲେଖକ ଶୁଭ୍ରାଂଶୁ ପଣ୍ଡା। ସେ ଟୁଇଟ୍‌ କରି ତ୍ରୁଟିର ସଂଶୋଧନ ପାଇଁ ପ୍ରଧାନମନ୍ତ୍ରୀ ଓ ଲୋକସଭା ବାଚସ୍ପତିଙ୍କୁ…

ଭାଷାକୁ ଦଳୀୟ ଦୁଷ୍କର୍ମ! 

୨୦୧୫ ମସିହାରେ ଦିଲ୍ଲୀରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଆୟୋଜିତ ଜାତୀୟ ଯୁବ ଲେଖକ ସମ୍ମିଳନୀରେ ଏ ଲେଖକ ଓଡ଼ିଆ ଭାଷାକୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଥିଲା। ଉଭୟ ଇଂରାଜୀ ଓ ହିନ୍ଦୀ ଲିପିରେ ଲିଖିତ ନିମନ୍ତ୍ରଣ ପତ୍ରଟି ପୂର୍ବରୁ ହସ୍ତଗତ ହୋଇଥିଲା ଏବଂ ସେଥିରେ ହିନ୍ଦୀରେ ଏ ଲେଖକର ନାମ ଶୁଭ୍ରାଂଶୁ…

ରାଜ୍ୟସଭାରେ ବଢ଼ୁଛି ଆଞ୍ଚଳିକ ଭାଷାର…

ନୂଆଦିଲ୍ଲୀ: ସଂସଦରେ ବଢ଼ୁଛି ଆଞ୍ଚଳିକ ଭାଷାର ବ୍ୟବହାର। ୨୦୧୮ ମସିହା ପରଠୁ ରାଜ୍ୟସଭାରେ ବଢ଼ତିବାରେ ଲାଗିଛି ଆଞ୍ଚଳିକ ଭାଷାର ବ୍ୟବହାର। ରାଜ୍ୟସଭାରେ ଆଞ୍ଚଳିକ ଭାଷାରେ ବିଭିନ୍ନ ପ୍ରସଙ୍ଗ ଉତ୍‌ଥାପନ କରିବା ସହିତ ବିତର୍କରେ ଭାଗ ନେବାପାଇଁ ସାଂସଦମାନଙ୍କ ଭିତରେ ଆଗ୍ରହ ବଢ଼ୁଛି। ଏନେଇ ରାଜ୍ୟସଭା ସଚିବାଳୟ…

ମାଇକ୍ରୋସଫ୍ଟ ଟ୍ରାନ୍ସଲେଟର ଆପ୍‌ରେ ଓଡ଼ିଆ…

ଭୁବନେଶ୍ବର: ମାଇକ୍ରୋସଫ୍ଟ ପକ୍ଷରୁ ଓଡ଼ିଆଙ୍କ ପାଇଁ ଆସିଛି ଏକ ଖୁସି ଖବର। ଏଣିକି ମାଇକ୍ରୋସଫ୍ଟ ଟ୍ରାନ୍ସଲେଟର ଆପ୍‌ରେ ଉପଲବ୍ଧ ହେବ ଓଡ଼ିଆ ଭାଷା। ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ଓଡ଼ିଆ ଭାଷା ଯୋଡି ହେବା ନେଇ କମ୍ପାନୀ ପକ୍ଷରୁ ଟୁଇଟ୍‌ କରାଯାଇଛି। ମାଇକ୍ରୋସଫ୍ଟ ଅଫିସରେ ମଧ୍ୟ ଏହି ଅନୁବାଦ ସୁବିଧା…

କରୋନା ବିଜ୍ଞାପନରେ ଓଡ଼ିଆ ଭାଷାକୁ ଅଣଦେଖା

ଭୁବନେଶ୍ବର: କରୋନା ଏବେ ବିଶ୍ବବ୍ୟାପୀ ଭୟଙ୍କର ମହାମାରୀରେ ପରିଣତ ହୋଇଥିବା ବେଳେ ଏ ନେଇ ସଚେତନତା ସୃଷ୍ଟିଲାଗି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ହାତମିଳାଇବା ବଦଳରେ ନମସ୍କାର କରିବା ନେଇ ବିଶ୍ବବ୍ୟାପୀ ସଚେତନତା ସୃଷ୍ଟି ହୋଇଛି। ଏପରିକି ବହୁ ବଡ଼ ବଡ଼…

‘ଗୁଗଲ୍‌ ଟ୍ରାନ୍‌ସ୍‌ଲେଟ୍‌’ରେ ସାମିଲ…

ସାନ୍‌ ଫ୍ରାନ୍‌ସିସ୍‌କୋ: ‘ଗୁଗଲ୍‌ ଟ୍ରାନ୍‌ସ୍‌ଲେଟ୍‌’ରେ ମାମିଲ ହେବ ଓଡ଼ିଆ ଭାଷା। ଅନୁବାଦ ସେବାରେ ଆଉ ପାଞ୍ଚଟି ଭାଷା ଅନ୍ତର୍ଭୁକ୍ତ କରାଯିବ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ସର୍ଚ ଇଞ୍ଜିନ୍‌ ଜାଏଣ୍ଟ୍‌ ‘ଗୁଗଲ୍‌’ ଘୋଷଣା କରିଛି। ଏହି ଭାଷାଗୁଡ଼ିକ ହେଉଛି କିନିୟାର୍‌ଓ୍ଵାଣ୍ଡା, ଓଡ଼ିଆ, ତାତାର୍‌,…