Odisha Link
Bridging the Missing Links in Odisha
Browsing Tag

Odia Media Private Limited

ଉତ୍କଳ ଦିବସ ଉପଲକ୍ଷେ ମୁକ୍ତିଲାଭ କଲା…

ଭୁବନେଶ୍ବର: ଉତ୍କଳ ଦିବସର ଅବ୍ୟବହିତ ପୂର୍ବରୁ ଆଜି ଶ୍ରୋତାର୍ପିତ ହୋଇଯାଇଛି ଏକ ଅଭିନବ ଦୃଶ୍ୟଗୀତ “ଭାଷା ସଂଗୀତ”। ଚଳିତଥର ଉତ୍କଳ ଦିବସ ଅବସରର ଦିନକ ପୂର୍ବରୁ “ଭାଷା ସଂଗୀତ”ର ଶ୍ରୋତାର୍ପଣ ଉତ୍ସବ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ଭବ୍ୟ ଉତ୍ସବରେ ଅତିଥି ଭାବେ ବିଖ୍ୟାତ କଣ୍ଠଶିଳ୍ପୀ…

୭ମ ପେନ୍‌ ଇନ୍‌ ବୁକ୍ସ ଯୁବଲେଖକ…

ଭୁବନେଶ୍ବର: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଏବେ କବିତା ଲେଖିପାରୁଛି, ସାହିତ୍ୟ ରଚନା କରିପାରୁଛି। କିନ୍ତୁ ମୌଳିକତାର ବିକଳ୍ପ ନାହିଁ। ମଣିଷର ଚେତନାର ବିକଳ୍ପ ଭାବେ କେବେ ବି ଯନ୍ତ୍ର ଠିଆହୋଇ ପାରିବ ନାହିଁ ବୋଲି କହିଛନ୍ତି ବିଶିଷ୍ଟ କବି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡ. ହୃଷୀକେଶ ମଲ୍ଲିକ।…

୭୦ ବର୍ଷରେ ବିଶିଷ୍ଟ ସାହିତ୍ୟିକ ଦାଶ…

ଭୁବନେଶ୍ବର: ଆଜି ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁରଙ୍କ ୭୦ତମ ଜନ୍ମ ଦିବସ। ଏହି ଅବସରରେ ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା 'ପେନ୍‌ ଇନ୍‌ ବୁକ୍ସ' ପକ୍ଷରୁ ଜୟଦେବ ଭବନରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଜନ୍ମ ଦିବସ ଅବସରରେ ଆଜି ‘ପେନ୍‌ ଇନ୍‌ ବୁକ୍ସ’ ପ୍ରକାଶନୀ ସଂସ୍ଥା ପକ୍ଷରୁ ଦାଶ…

“ଭୁବନେଶ୍ବର@୭୫ :…

ଭୁବନେଶ୍ବର: ବିଗତ ୧୦ ବର୍ଷ ଭିତରେ ଭୁବନେଶ୍ବର ସହରର ଦ୍ରୁତ ବିକାଶ ଘଟିଛି। ତେବେ ସହରର ଉନ୍ନତିରେ ସରକାରଙ୍କର ଯେତିକି ଦାୟିତ୍ବ, ନାଗରିକଙ୍କର ଦାୟିତ୍ବ ମଧ୍ୟ ତତୋଧିକ। ଭୁବନେଶ୍ବରର ବିକାଶ ପାଇଁ ନାଗରିକ ସମାଜର ସହଭାଗିତା ଜରୁରୀ ବୋଲି କହିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ। ପେନ୍‌ ଇନ୍‌ ବୁକ୍ସ…

ମୁଖ୍ୟମନ୍ତ୍ରୀଙ୍କ ୨୫ ବର୍ଷ ରାଜନୀତିର…

ଭୁବନେଶ୍ବର: ଦୀର୍ଘ ୨୫ ବର୍ଷ ଧରି ରାଜନୀତିେର ଅବିଚଳିତ ଓ ଅଲଂଘ୍ୟ ହୋଇ ରହିଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଚିନ୍ତାଧାରା ବିରଳ। ଜନତାଙ୍କ ପ୍ରିୟଭାଜନ ହୋଇ ନିରନ୍ତର ସଫଳତା ହାସଲ କରିଥିବା ମୁଖ୍ୟମନ୍ତ୍ରୀଙ୍କ ବଡ଼ ପୁଞ୍ଜି ହେଉଛି ପ୍ରଗତି ଓ ସରଳତା। ତାଙ୍କ ରାଜନୈତିକ ସ୍ଥିରତା…

ଆଜି ସଂଧ୍ୟାରେ ଓଡ଼ିଶା ଶିକ୍ଷା ସମ୍ମାନ…

ଭୁବନେଶ୍ବର: ଆଜି (ଶନିବାର‍) ସଂଧ୍ୟାରେ ଅନୁଷ୍ଠିତ ହେବ ବହୁ ପ୍ରତୀକ୍ଷିତ ଓଡ଼ିଶା ଶିକ୍ଷା ସମ୍ମାନ ୨୦୨୧ ସମାରୋହ। ଆଜି ସଂଧ୍ୟା ୬ଟା ୩୦ରେ ସ୍ଥାନୀୟ ହୋଟେଲ ଏକ୍ସେଲେନ୍ସି ପରିସରରେ ଅନୁଷ୍ଠିତ ହେବ ସମ୍ମାନ ସମାରୋହ । ଅଗ୍ରଣୀ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ଏହି ଉତ୍ସବକୁ…

ଓଡ଼ିଶାର ଉତ୍କର୍ଷ, ନୁହଁନ୍ତି ସାରା…

ଭୁବନେଶ୍ବର: ଆଜି ଭୁବନେଶ୍ବର ସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ର ସଭାଗୃହରେ ଆୟୋଜିତ ହୋଇଯାଇଛି ୨ୟ ଓଡ଼ିଶା ଉତ୍କର୍ଷ ସମ୍ମାନ। ଏହି ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲ ଓ ପ୍ରସିଦ୍ଧ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପ୍ରସିଦ୍ଧ ସମ୍ମାନ ସମାରୋହରେ…

ଆସନ୍ତାକାଲି ୨ୟ ଉତ୍କର୍ଷ ସମ୍ମାନ,…

ଅତିଥି ଭାବେ ଯୋଗଦେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ବରିଷ୍ଠ କବି ପଦ୍ମ ବିଭୂଷଣ ସୀତାକାନ୍ତ ମହାପାତ୍ର ଭୁବନେଶ୍ବର: ଆସନ୍ତାକାଲି ଆୟୋଜିତ ହେଉଛି ଦ୍ବୀତିୟ ଓଡ଼ିଶା ଉତ୍କର୍ଷ ସମ୍ମାନ ସମାରୋହ। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆୟୋଜିତ ହେଉଛି ଦ୍ବୀତିୟ ଓଡ଼ିଶା ଉତ୍କର୍ଷ ସମ୍ମାନ ସମାରୋହ। ଜଣାଶୁଣା…

୨୦ରୁ ‘କୋରାପୁଟ ସାହିତ୍ୟ ଉତ୍ସବ’,…

କୋରାପୁଟ: ଆସନ୍ତା ୨୦ ତାରିଖରୁ ଅନୁଷ୍ଠିତ ହେବ ଦ୍ବିତୀୟ କୋରାପୁଟ ସାହିତ୍ୟ ଉତ୍ସବ। ଏହି ଉତ୍ସବ ୨ଦିନ ହେବ। ଏହି ଦୁଇ ଦିନିଆ ସାରସତ୍ବ ସମାରୋହରେ ଦେଶର ବିଭିନ୍ନ ଭାଗରୁ ଶତାଧିକ ସାରସତ୍ବ ସାଧକ ଯୋଗ ଦେବେ। ଏହି ଅବସରରେ ବିଶିଷ୍ଟ କଥାକାର ଡ.ଗୌରହରି ଦାସ ଓ କବି ବିିପିନ୍‌ ନାୟକଙ୍କୁ କୋରାପୁଟ ସାହିତ୍ୟ…

ଓଡ଼ିଶା ଯୁବ ସମ୍ମାନ ୨୦୧୯: ବିଭିନ୍ନ…

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଆଜି ଆୟୋଜିତ ହୋଇଯାଇଛି ପ୍ରଥମ ଓଡ଼ିଶା ଯୁବ ସମ୍ମାନ ସମାରୋହ। ଏ ଅବସରରେ ୪୦ ବର୍ଷରୁ କମ୍‌ ଯୁବ ବର୍ଗର ୧୭ ଜଣ ପ୍ରସିଦ୍ଧ, ସଫଳ ଓ ଉଦ୍‌ଯୋଗୀ ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଯଇଛି। ସ୍ଥାନୀୟ ଜୟଦେବ ଭବନରେ ଆଜି…