ଓଡ଼ିଶାରେ ଘର; ଆନ୍ଧ୍ରରେ ଡ଼ାକଘର
ଭୁବନେଶ୍ବର: ସ୍ବାଧିନତାର ୭୪ ବର୍ଷ ପରେ ଏବେ ବି ରାଜ୍ୟ ରାଜ୍ୟ ଭିତରେ ସ୍ବତନ୍ତ୍ର ପରିଚୟକୁ ନେଇ ଟଣାଓଟରା ଲାଗିରହିଛି। କେତେବେଳେ ଗୋଟିଏ ରାଜ୍ୟରେ ଗ୍ରାମ ଥାଇ ଆଉ ଗୋଟିଏ ରାଜ୍ୟରେ ପଞ୍ଚାୟତ ରହୁଛି ତ ପୁଣି ଗୋଟିଏ ରାଜ୍ୟରେ ଘର ଥାଇ ଆଉ ଗୋଟିଏ ରାଜ୍ୟରେ ଡ଼ାକଘର ରହୁଛି। ଏମିତି ଏକ ଘଟଣା ଦେଖିବାକୁ…