Odisha Link
Bridging the Missing Links in Odisha
Browsing Tag

Odisha Politics

ମିଳିଲାନି ଟିକେଟ୍; ପ୍ରଭୁ ଖାଟୁ…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତେ ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ଏସବୁ ମଧ୍ୟରେ ଆଜି ଭାରତୀୟ ଜନତା ପାର୍ଟି ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଆଉ ୨୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପୂର୍ବରୁ ୧୧୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା ଦଳ। ସବୁଠୁ ବଡ଼ କଥା ହେଲା…

ବିଜେପି ଛାଡ଼ିଲେ ପ୍ରକାଶ

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜ୍ୟ ବିଜେପିକୁ ବଡ଼ ଝଟକା। ଭାରତୀୟ ଜନତା ପାର୍ଟି ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା। କଟକ ବିଜେପି ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେବା ସହିତ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ପ୍ରକାଶ…

ବାଲେଶ୍ବରରୁ ସ୍ବାଧୀନ ଭାବେ ଲଢ଼ିବି:…

ଓଏଲ୍‌ ବ୍ୟୁରୋ: ଗତକାଲି ରାତିରେ ଓଡ଼ିଶାର ୧୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ଏଥର ୪ ଜଣ ସାଂସଦଙ୍କ ଟିକଟ କଟିଛି। ଆଜି ପ୍ରକାଶ ପାଇଥିବା ତାଲିକାରେ କଳାହାଣ୍ଡି, ସମ୍ବଲପୁର, ବରଗଡ଼ ଓ ମୟୂରଭଞ୍ଜ ସାଂସଦଙ୍କ ନାଁ କଟିଛି। କନ୍ଧମାଳ ଆସନ ପାଇଁ ଟିକେଟ୍‌ ଘୋଷଣା…

ମେଣ୍ଟ ସମ୍ପର୍କରେ ଅମିତ ଶାହଙ୍କ ବଡ଼ ବୟାନ

ଓଏଲ୍‌ ବ୍ୟୁରୋ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ନିର୍ବାଚନ କମିଶନର ଘୋଷଣା କରିବା ନିର୍ବାଚନ ତାରିଖ। ହେଲେ ଏବେ ସୁଦ୍ଧା ଓଡ଼ିଶାରେ ବିଜେଡି-ବିଜେପି ମଧ୍ୟରେ ନିର୍ବାଚନୀ ମେଣ୍ଟକୁ ନେଇ ଚର୍ଚ୍ଚା ଥମୁନାହିଁ। ଏହାରିମଧ୍ୟରେ ବିଜେପିର ଚାଣକ୍ୟ ଭାବେ ପରିଚିତ ତଥା ଗୃହମନ୍ତ୍ରୀ ଅମିତ ଶାହ ମେଣ୍ଟ…

ମେଣ୍ଟ ଚର୍ଚ୍ଚା ଭିତରେ ଗୋଟିଏ ମଞ୍ଚରେ…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ଯେତେ ପାଖଉଛି ଓଡ଼ିଶା ରାଜନୈତିକ ମାହୋଲ ସେତେ ସରଗରମ ହେବାରେ ଲାଗିଛି। ବିଗତ କିଛି ଦିନ ହେବ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ହେବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା। ହେଲେ ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମେଣ୍ଟ ହେବ ନାହିଁ କହି ପୂର୍ଣ୍ଣଚ୍ଛେଦ ପକାଇଥିଲେ।…

“ଯାହାଙ୍କୁ ଗଢ଼ିଥିଲି, ତାଙ୍କ ଗୁଣ…

ଓଏଲ୍‌ ବ୍ୟୁରୋ: ଆଜି ଖୋର୍ଦ୍ଧାରେ ଜାନକୀ ଜୟନ୍ତୀ ପାଳନ ଅବସରରେ ଯୋଗ ଦେଇଥିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ପୁଣିଥରେ ପୁରୁଣା ଢଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନର ରଖିଲେ ସୌମ୍ୟ ପଟ୍ଟନାୟକ। ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି ଶ୍ରୀ…

ଧାମନଗରରୁ ପାଣ୍ଡିଆନଙ୍କ ନିଶାନା,…

ଓଏଲ୍‌ ବ୍ୟୁରୋ: ବିଜୁ ଜନତା ଦଳର ନଜରରେ ମିଶନ୍‌ ୨୦୨୪। ୬ଷ୍ଠ ଥର ପାଇଁ ସିଂହାସନରେ ବସିବା ପାଇଁ ଆରମ୍ଭ କଲାଣି କସରତ। ଆଉ ଏହାର ମଙ୍ଗ ଧରିଛନ୍ତି ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀ ପାଣ୍ଡିଆନ୍‌ ରାଜ୍ୟର ବିଭିନ୍ନ…

ଉପବାଚସ୍ପତି ପଦରୁ ଇସ୍ତଫା ଦେବେ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦରୁ ଇସ୍ତଫା ଦେବେ ରଜନୀକାନ୍ତ ସିଂହ। ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ ସିଂହଙ୍କୁ ଇସ୍ତଫା ଦେବା ପାଇଁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେ ଆସନ୍ତାକାଲି ବିଧିବଦ୍ଧ ଭାବେ ବାଚସ୍ପତିଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେବେ ବୋଲି ଜଣାପଡ଼ିଛି।…

ଚାକିରି ଛାଡିଲେ ପାଣ୍ଡିଆନ

ଓଏଲ ବ୍ୟୁରୋ: ସ୍ବେଚ୍ଛାକୃତ ଅବସର ନେଲେ ୫-ଟି ସଚିବ ଭିକେ ପାଣ୍ଡିଆନ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୨୦୦୦ ମସିହା ବ୍ୟାଚ୍‌ ଆଇଏଏସ୍‌ ଅଫିସର ଭିକେ ପାଣ୍ଡିଆନଙ୍କୁ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ପାଇଁ ଅନୁମତ ମିଳିଛି। ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ପାଣ୍ଡିଆନ…

ସ୍ବେଚ୍ଛାକୃତ ଅବସର ନେଲେ ଭିକେ…

ଓଏଲ ବ୍ୟୁରୋ: ସ୍ବେଚ୍ଛାକୃତ ଅବସର ନେଲେ ୫-ଟି ସଚିବ ଭିକେ ପାଣ୍ଡିଆନ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୨୦୦୦ ମସିହା ବ୍ୟାଚ୍‌ ଆଇଏଏସ୍‌ ଅଫିସର ଭିକେ ପାଣ୍ଡିଆନଙ୍କୁ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ପାଇଁ ଅନୁମତ ମିଳିଛି। ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ପାଣ୍ଡିଆନ…