ଗଣତନ୍ତ୍ର ଦିବସ ପାଇଁ ମାର୍ଗଦର୍ଶିକା:…
ଓଏଲ୍ ବ୍ୟୁରୋ: ଗତବର୍ଷ ପରି ଚଳିତଥର ମଧ୍ୟ କୋଭିଡ କଟକଣା ମଧ୍ୟରେ ପାଳନ ହେବ ଗଣତନ୍ତ୍ର ଦିବସ। ଆଉ ଏଥର ପଞ୍ଚାୟତ ନିର୍ବାଚନ ବିଗୁଲ ବାଜି ସାରିଥିବା ବେଳେ ଗଣତନ୍ତ୍ର ଦିବସ ମଧ୍ୟ ଆଚରଣ ବିଧି ମଧ୍ୟରେ ପାଳନ ହେବ। ଏନେଇ ମଙ୍ଗଳବାର ଗାଇଡଲାଇନ୍ ଜାରି କରିଛନ୍ତି ନିର୍ବାଚନ କମିଶନର।
ଜାରି ହୋଇଥିବା…