Odisha Link
Bridging the Missing Links in Odisha
Browsing Tag

Omicron

ନୂଆବର୍ଷରୁ ବିଦେଶରୁ ଆସୁଥିବା ଯାତ୍ରୀଙ୍କ…

ଓଏଲ୍‌ ବ୍ୟୁରୋ: ବିଶ୍ବର କିଛି ଦେଶରେ ପୁଣିଥରେ କାୟା ମେଲାଇଛି ମହାମାରୀ କରୋନା। ଏପରିକି ବିଭିନ୍ନ ଦେଶରେ ଉଗ୍ରରୂପ ନେଲାଣି ଏହି ମହାମାରୀ। ଦିନ ଗଡ଼ିବା ସହିତ ନୂଆ ନୂଆ ଭାରିଏଣ୍ଟ ଚିହ୍ନଟ ହେଉଛି।ଏସବୁ ମଧ୍ୟରେ ଭାରତରେ ଓମିକ୍ରନର ନୂଆ ଭାରିଏଣ୍ଟ ଏକ୍ସବିବି-.୫ ଚିହ୍ନଟ ହୋଇଛି। ଏହାକୁ ନଜରରେ ରଖି ନୂଆ…

ଚୀନରେ ଆତଙ୍କ ଖେଳାଇଥିବା ଓମିକ୍ରନ୍‌…

ଓଏଲ୍‌ ବ୍ୟୁରୋ: ଚୀନ ସମେତ ବିଶ୍ବର ୫ଟି ଦେଶରେ ଆତଙ୍କ ସୃଷ୍ଟି କରିଛି ମହାମାରୀ କରୋନା । ଚୀନ୍‌,ଜାପାନ୍‌, ଆମେରିକାରେ ଆତଙ୍କ ସୃଷ୍ଟି କରିଥିବା କରୋନା ଏବେ ଓଡ଼ିଶା ତଥା ଭାରତରେ କାୟା ବିସ୍ତାର କଲାଣି। ଓଡ଼ିଶାରେ ଚୀନ୍ ଭାଇରସ୍‌ ଚିହ୍ନଟ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଓଡିଶା ସମେତ…

ରାଜ୍ୟରେ ଓମିକ୍ରନ୍‌ ସଂଖ୍ୟା ୫୦ ପାର,…

ଭୁବନେଶ୍ବର: ଦିନକୁ ଦିନ ଚିନ୍ତା ବଢ଼ାଉଛି କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍‌। ଦିନକରେ ରାଜ୍ୟରେ ଆଉ ୨୪ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୧୮ ସାମ୍ପଲର ଜେନମ୍‌ ସିକ୍ବେନ୍ସିଂ ପରେ ୨୪ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୨୪ ଆକ୍ରାନ୍ତଙ୍କ ମଧ୍ୟରୁ ୫…

ଭାରତରେ ଓମିକ୍ରନ୍‌ ନେଲା ପ୍ରଥମ ମୁଣ୍ଡ

ନୂଆାଦିଲ୍ଲୀ: ସାରା ବିଶ୍ବରେ କାୟା ବିସ୍ତାର କରିବାରେ ଲାଗିଛି କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍‌। ଏଥିସହିତ ଭାରତରେ ମଧ୍ୟ ଓମିକ୍ରନ୍‌ ଆତଙ୍କ ଦେଖିବାକୁ ମିଳିଛି। ଓମିକ୍ରନକୁ ନେଇ ଦେଶବାସୀ ଚିନ୍ତାରେ ଥିବାବେଳେ ଆସିଛି ବଡ଼ ଖବର। ଭାରରତରେ ଓମିକ୍ରନ୍ରେ ପ୍ରଥମ ମୃତ୍ୟୁ ଘଟିଥିବା ଖବର ଏବେ ସାମ୍ନାକୁ…

ବିଦେଶ ନଯାଇ ବି ଓମିକ୍ରନ୍‌ ଆକ୍ରାନ୍ତ

ଭୁବନେଶ୍ବର: ଚିନ୍ତା ବଢ଼ାଉଛି ଓମିକ୍ରନ୍‌। ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଓମିକ୍ରନ୍‌ ସଂକ୍ରମଣ। ଏହାରି ମଧ୍ୟ୍ୟରେ ରାଜ୍ୟରେ ଆଜି ଆଉ ୫ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ମୋଟ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଁଞ୍ଚିଛି। ଆଜି ଚିହ୍ନଟ ହୋଇଥିବା…

ଓଡ଼ିଶାରେ ବାହାରିଲେ ଆଉ ୪ ଓମିକ୍ରନ୍…

ଭୁବନେଶ୍ବର: ସାରା ବିଶ୍ବକୁ ଘାରିଛି ଓମିକ୍ରନ୍‌ ଚିନ୍ତା। ଏସବୁ ମଧ୍ୟରେ ଓଡିଶାରୁ ବାହାରିଲେ ଆଉ ୪ଜଣ ଓମିକ୍ରନ୍‌ ଆକ୍ରାନ୍ତ। ରାଜ୍ୟରେ ମୋଟ ୮କୁ ଛୁଇଁଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା। ଏନେଇ ଆଇଏଲଏସ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଥିବା ସୂଚନା ମିଳିଛି। ରାଜ୍ୟରେ ପ୍ରଥମ ଭାବେ…

ଫେରିଲା ରାତ୍ରିକାଳୀନ କର୍ଫ୍ୟୁ

ଭୋପାଳ: ଦେଶରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ । ଏବେ ଦେଶରେ ପାଖାପାଖି ୩୦୦ରେ ପହଁଞ୍ଚିଲାଣି ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ଗୁରୁତର ସହ ନେଇ ସତର୍କତା ଅବଲମ୍ବନ ପାଳନ କରିବା ପାଇଁ ସରକାର ଦେଲେଣି ବାର୍ତ୍ତା। ଏସବୁ ମଧ୍ୟରେ ଫେରିଲା ନାଇଟ୍‌…

ଓମିକ୍ରନ୍‌ ଆତଙ୍କ: ଗାଁରେ ଲକ୍‌ଡାଉନ୍‌…

ନୂଆଦିଲ୍ଳୀ: ଦେଶରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ । ଏବେ ଦେଶରେ ପାଖାପାଖି ୩୦୦ରେ ପହଁଞ୍ଚିଲାଣି ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ଗୁରୁତର ସହ ନେଇ ସତର୍କତା ଅବଲମ୍ବନ ପାଳନ କରିବା ପାଇଁ ସରକାର ଦେଲେଣି ବାର୍ତ୍ତା। ତେଲେଙ୍ଗାନାରେ…

ସତର୍କ ରୁହ, ପ୍ରତିଟି ଜୀବନ ମୁଲ୍ୟବାନ:…

ଭୁବନେଶ୍ବର: ଧିରେ ଧିରେ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍। ଏଥିସହିତ ସହିତ ଓଡ଼ିଶାରେ ମଧ୍ୟ ଓମିକ୍ରନର ଏଣ୍ଟ୍ରି ହୋଇ ସାରିଛି। ଏସବୁକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଦେଇଛନ୍ତି ପରାମର୍ଶ। ମୁଖ୍ୟମନ୍ତ୍ରୀ କହିଥଲେ ଯେ…

ଓଡ଼ିଶାରେ ‘ଓମିକ୍ରନ୍‌’, ୨…

ଭୁବନେଶ୍ବର: ଚିନ୍ତା ବଢ଼ାଇଲା କରୋନାର ନୂଆ ଭାରିଆଣ୍ଟ। ଓଡ଼ିଶାରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ଏଣ୍ଟ୍ରି। ଦୁଇ ବିଦେଶ ଫେରନ୍ତା ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କଟକ ଓ ଖୋର୍ଦ୍ଧାର ୨ ଜର ପୁରୁଷ ଓମିକ୍ରନ୍‌ ଚିହ୍ନଟ ହୋଇଛନ୍ତି। ଜଣଙ୍କ ବୟସ ୪୧ ଓ ଆଉ ଜଣଙ୍କ ବୟସ ୪୩…