Odisha Link
Bridging the Missing Links in Odisha
Browsing Tag

one death

କରୋନା: ରାଜ୍ୟରେ ଜଣେ ସଂକ୍ରମିତଙ୍କ…

ଭୁବନେଶ୍ବର: ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ତା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗତ୨୪ଘଣ୍ଟାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ କରୋନା ଆକ୍ରାନ୍ତ ଜଣକ ସୁନ୍ଦରଗଡ଼ ଜିଲ୍ଲାର ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ରାଜ୍ୟରେ ଏହାକୁ ମିଶାଇ ମୋଟ୍…

ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ

ହରଭଙ୍ଗା: ସଡ଼କ ଦୁର୍ଘଟଣାରେ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ। ଏକ ବାଇକକୁ ମିନି ଟ୍ରକ ଧକ୍କା ଦେବା ଫଳରେ ବାଇକ ଯୁବକଙ୍କର ମୃତ୍ୟୁ ଘଟିଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଟି ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ଡିକସିରା ନିକଟରେ ଘଟିଛି। ମୃତକ ପୁରୁଣାକଟକ ଥାନା ତିଳେଇମୁଣ୍ଡା ଗ୍ରାମର ରତ୍ନାକର…

ସଡ଼କ ଦୁର୍ଘଟଣାରେ ଚାଲିଗଲା…

ସୁନ୍ଦରଗଡ : ସ୍କୁଲରୁ ଘରକୁ ଫେରୁଥିବା ସମୟରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟତ୍ରୀଙ୍କ ଜୀବନ। ମୃତକ ଜଣଙ୍କ ହେଲେ ଦମୟନ୍ତି ପଟେଲ। ସେ ସୁନ୍ଦରଗଡ଼ ବଡ଼ମାଲ ସ୍କୁଲର ଶିକ୍ଷୟତ୍ରୀ ଭାବେ ତକାମ କରୁଥିଲେ। ଦମୟନ୍ତି ଡ୍ୟୁଟି ସାରି ନିଜ ସ୍କୁଟି ଯୋଗେ ଘରକୁ ଫେରୁଥିଲେ । ହେଲେ ସୁନ୍ଦରଗଡ଼ ଟାଉନ୍‌ ଥାନା…

ଗଛ ପଡ଼ି ୭ବର୍ଷର ବାଳକ ମୃତ

ଯାଜପୁର : ଯାଜପୁର ଜିଲ୍ଲା ଯୋଡିକୂଅ ଛକ ନିକଟରେ ଅଘଟଣ ଘଟିଯାଇଛି। ବାଇକରେ ଯିବା ସମୟରେ ଗଛ ପଡ଼ି ୭ବର୍ଷର ବାଳକ ମୃତ। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ପ୍ରକାଶ ଯେ, ଯାଜପୁର ଜିଲ୍ଲା ଯୋଡିକୂଅ ଛକ ନିକଟରେ ଗଛ କଟାଯାଇଥିଲା। ଠିକ୍‌ ଏହି ସମୟରେ ଅଘଟଣ ଘଟିଯାଇଛି। ଗଛ କଟା ସମୟରେ…

ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ

ଯୋଡା : ଗୋଷ୍ଠୀ ସଂଘର୍ଷରେ ଜଣେଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହାତ ହୋଇଛନ୍ତି। ଏହି ଘଟଣାଟି ଯୋଡ଼ା ଥାନା କମାରଯୋଡ଼ା ଅଞ୍ଚଳରେ ଠିକାଦାର ଡି.ପି. ସିଂଙ୍କ ଅଫିସ କମ୍ ଗ୍ୟାରେଜରେ ଏହି ଘଟଣା ଘଟିଛି। ମୃତ ଯୁବକଙ୍କ ନାଁ ଦିବ୍ୟାଂସ ସିଂ ବୋଲି ଜଣାପଡ଼ଛି। ଯୋଡ଼ା ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା…

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ମୃତ

କଳାହାଣ୍ଡି : ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ମୃତ। ୧୫ ଘଣ୍ଟାରୁ ଅଧିକ ସମୟ ହେବ ଗଛ ଉପରେ ଝୁଲୁଛି ଶବ। ଏହି ଘଟଣାଟି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ବେଦାନ୍ତ ମେଡିକାଲ ସମ୍ମୁଖରେ ଘଟିଛି ଏଭଳି ଅଘଟଣ। ମୃତକ ହେଉଛନ୍ତି ବଳଭଦ୍ରପୁର ଗାଁର ଚକ୍ର ଚଣ୍ଡୀ। ପ୍ରକାଶ ଯେ, ଛେଳି ପାଇଁ ଡାଳ…

ଟ୍ରକ ପଛକୁ ପିଟିଲା କାର , ଜଣେ ମୃତ

ଖଡ଼ିଆଳ: ଟ୍ରକ ପଛକୁ  ପିଟିଲା ଇନୋଭା କାର୍। ଜଣେ ମୃତ , ୪ ଗୁରୁତର । ଗୁରୁତର ବ୍ୟକ୍ତିଙ୍କୁ ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ଏହି ଘଟଣାଟି ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ବଡ଼ମହେଶ୍ଵର ଠାରେ ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ନବରତନ ପୋଡ଼। ତାଙ୍କର ଘର କୋମନା ଥାନା…

ଟ୍ରେନ୍ ଧକ୍କାରେ ଯୁବକ ମୃୃତ

କଟକ: ସାମାନ୍ୟ ଅସାବଧାନତାରୁ ବଡ଼ ବଡ଼ ଦୁର୍ଘଟଣାର ଶୀକାର ହେଉଛନ୍ତି ଯୁବକ। ମୋବାଇଲରେ କଥା ହୋଇ ଲେବଲ କ୍ରସିଂ ହେବା ସମୟରେ ମାଡ଼ି ଗଲା ଟ୍ରେନ। ଏହି ଘଟଣାଟି କଟକ ଶିଖରପୁର ଲେବଲ କ୍ରସିଂରେ ଘଟିଛି। ମୋବାଇଲରେ କଥା ସହ କାନରେ ଇଅରଫୋନ୍‌ ଯୋଗୁଁ ଦୁର୍ଘଟଣା ସୁଚନା।

ସଡ଼କ ଦୁର୍ଘଟଣାରେ ବାଇକ ଆରୋହି ମୃତ

ସୋର : ସଡ଼କ ଦୁର୍ଘଟଣାରେ ବାଇକ ଆରୋହି ମୃତ। ମୃତକ ଜଣଙ୍କ ହେଲେ ସନ୍ତୋଷ ବାରିକ। ତାଙ୍କ ଘର ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା ତେଲିଆଗଞ୍ଜ ଗ୍ରାମ। ପ୍ରକାଶ ଯେ, ସନ୍ତୋଷ ରବିବାର ବିଳମ୍ବିତ ରାତିରେ ବାଇକ୍ ଯୋଗେ ଅନନ୍ତପୁରରୁ ସୋର ଫେରୁଥିଲେ। ଏହି ସମୟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଏକ…

ବସ୍ ଓଲଟି ଜଣେ ମୃତ

ମୁନିଗୁଡା: ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ମୁନିଗା ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ। ଦୁର୍ଘଟଣାରେ ୯ଜଣ ଗୁରୁର ,ଜଣେ ମୃତ ହୋଇଥିବା ସୂଚନା ମିଳିଛି। ଓଲଟିଲା ଯାତ୍ରୀବାହୀ ବସ୍‌ । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ , ଯାତ୍ରୀଙ୍କୁ ନେଇ…