ଜୁଆ ଖେଳକୁ ନେଇ ଛୁରାମାଡ଼
ବ୍ୟାସନଗର : ଝିମିଟି ଖେଳରୁ ମହା ଭାରତ। ଜୁଆ ଖେଳ ହେଲା କାଳ। ଆଜି ଅପରାହ୍ଣରେ ଜୁଆ ଖେଳକୁ ନେଇ ଦୁଇଜଣ ଡ୍ରାଇଭରଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ତାପରେ ଛୁରା ମାଡ଼ରେ ଜଣେ ଗୁରୁତର ଆହତ ହୋଇଛି। ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାଟି ଯାଜପୁର ରୋଡ ରେଳ ଷ୍ଟେସନ ସମ୍ମୁଖରେ…